Daily Archives

September 23, 2019

ମଙ୍ଗୁ ମଠ ଓ ଗୁରୁ ନାନକଙ୍କୁ ନେଇ ନୂଆ ଚର୍ଚ୍ଚା । ଦିଲ୍ଲୀ ଗୁରୁଦ୍ୱାରା ପ୍ରବନ୍ଧକ କମିଟି କହିଲା ଗୁରୁ ନାନକଙ୍କ ସହ…

କନକ ବ୍ୟୁରୋ : ମଙ୍ଗୁ ମଠକୁ ନେଇ ଶିରୋମଣି ଗୁୁରୁଦ୍ୱାର ପ୍ରବନ୍ଧକ କମିଟିର ଗଣମାଧ୍ୟମରେ ବୟାନକୁ ନେଇ ଝଡ । ପୁରୀର ମଙ୍ଗୁ ମଠ ପରିଦର୍ଶନ କରି ପଞ୍ଜାବ ଫେରିବା ପରେ ଏହି କମିଟି ସେଠାକାର ସ୍ଥାନୀୟ ଗଣମାଧ୍ୟମକୁ କହିଛି ଶିଖ ଧର୍ମଗୁରୁ ନାନକଙ୍କ ସହିତ, ମଙ୍ଗୁ ମଠର କୌଣସି ସମ୍ପର୍କ ନାହିଁ ।…

ସରକାରୀ ଦଳ ଉପ-ମୁଖ୍ୟସଚେତକ ପଦରୁ ପ୍ରଣବଙ୍କୁ କାହିଁକି ବିଦା କଲେ ମୁଖ୍ୟମନ୍ତ୍ରୀ । ୩ଟି କାରଣକୁ ନେଇ ଜୋରଦାର ଚର୍ଚ୍ଚା…

କନକ ବ୍ୟୁରୋ : ସରକାରୀ ଦଳ ଉପ-ମୁଖ୍ୟସଚେତକ ପଦରୁ ହଟିଲେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ । ପ୍ରଣବ ବଳବନ୍ତରାୟଙ୍କୁ ହଟାଇ ପୁଣି ଥରେ ରୋହିତ ପୂଜାରୀଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଂଚଦଶ ବିଧାନସଭା ଅର୍ଥାତ୍ ୨୦୧୪ରୁ ୨୦୧୯ ଯାଏଁ, ସରକାରୀ ଦଳ…

ଶିକୁଳିରୁ ମୁକୁଳୁନି ଜୀବନ: ୩୦ ବର୍ଷ ହେବ ଅନ୍ଧାରରେ ଅଧା ଜୀବନ । ଗୋଟିଏ ଘରେ ରହିଛନ୍ତି, ରାତି-ଦିନ ଦେଖିନାହାନ୍ତି…

କନକ ବ୍ୟୁରୋ: ଝରକା ଏପାଖେ ଜୀବନ, ଝରକା ସେପାଖେ ଯନ୍ତ୍ରଣା । ଜୀବନ-ଯନ୍ତ୍ରଣା ମଝିରେ ଲୁହାର ଜଞ୍ଜିର । ଜୀବନ ଯନ୍ତ୍ରଣାକୁ ଦେଖି ଲୁହ ଗଡାଉଛି, ଯନ୍ତ୍ରଣା ଜୀବନକୁ ଚାହିଁ ଭାଗ୍ୟକୁ ନିନ୍ଦୁଛି । ଆଉ ନିଜ ଇଚ୍ଛା, ଅନିଚ୍ଛାକୁ ଅନ୍ଧାରରେ ଆହୁତି ଦେଇ ଦୀର୍ଘ ୩୦ ବର୍ଷ ହେବ ଏମିତି ଅଭିଶପ୍ତ ଜୀବନ…

ଏଣିକି ଅନଲାଇନରେ ବି ପଲ୍ୟୁସନ୍ ସାର୍ଟିଫିକେଟ୍ । ଗାଡ଼ି ଚାଳକଙ୍କ ସୁବିଧା ପାଇଁ ‘ବାହନ’ ଆପରେ ପଲ୍ୟୁସନ୍ ସାର୍ଟିଫିକେଟ୍…

କନକ ବ୍ୟୁରୋ: ଏଣିକି ‘ବାହାନ’ ଡାଟାବେସରେ ଗାଡ଼ି ଚାଳକଙ୍କ ପ୍ରଦୂଷଣ ସାର୍ଟିଫିକେଟ୍ । ଆଉ ପ୍ରଦୂଷଣ ଯାଂଚ ପ୍ରମାଣପତ୍ର ଉବଲବ୍ଧ କରିବା ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ । ତେବେ ଗାଡ଼ି ଚାଳକକଙ୍କ ଅସୁବିଧା ଦୂର କରି…

ରାଜଧାନୀ ଏକ୍ସପ୍ରେସରେ ଦେଖିବାକୁ ମିଳିବ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ଝଲକ । ପୂର୍ବତଟ ରେଳପଥ ଓ ନାଲକୋ ମଧ୍ୟରେ…

କନକ ବ୍ୟୁରୋ : ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟରେ ଝଲସି ଉଠିବ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ । ଏଥିପାଇଁ ପୂର୍ବତଟ ରେଳପଥ ଏବଂ ନାଲକୋ ମଧ୍ୟରେ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଓଡିଶାର ନୃତ୍ୟ ଶୈଳୀ, ପ୍ରତ୍ନତତ୍ୱ ପ୍ରାଚୀନ କୀର୍ତ୍ତି ଏବଂ ଜଙ୍ଗଲ ପରିବେଶ ଓ…

ମା’ ବୈଷ୍ଣୋଦେବୀ ପୂଜା ପାଉଥିବା ଗୁମ୍ଫାରେ ଲାଗିବ ସ୍ୱର୍ଣ୍ଣର ଦ୍ୱାର । କିଛି ଏଭଳି ଦିଶିବ ମା’ ବୈଷ୍ଣୋଦେବୀଙ୍କର…

ଶାରଦୀୟ ନବରାତ୍ରୀରେ ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବ । ତେବେ ଚଳିତ ନବରାତ୍ରୀରେ ବୈଷ୍ଣୋଦେବୀ ପୂଜା ପାଉଥିବା ଗୁମ୍ଫାକୁ ଏକ ନୂଆ ରୂପରେ ସଜ୍ଜିତ କରାଯିବ । ଗୁମ୍ଫାର ପ୍ରବେଶପଥ ଦ୍ୱାରକୁ ସମ୍ପୂର୍ଣ୍ଣ ସ୍ୱର୍ଣ୍ଣରେ ଛାଉଣୀ କରାଯାଇଛି । ଏହି…