Daily Archives

September 21, 2019

ଅକ୍ଟୋବର ୨୪ରେ ବିଜେପୁର ପାଇବ ନୂଆ ବିଧାୟକ। ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍। ଅକ୍ଟୋବର ୨୧ରେ ପଡିବ ଭୋଟ୍, ୨୪ରେ…

କନକ ବ୍ୟୁରୋ: ବାଜିଲା ବିଜେପୁର ନିର୍ବାଚନୀ ବିଗୁଲ । ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁରରେ ଉପନିର୍ବାଚନ ପାଇଁ ମତଦାନ ହେବ । ତିନି ଦିନ ପରେ ଅର୍ଥାତ୍ ୨୪ ତାରିଖରେ ଭୋଟ୍ ଗଣତି କରାଯିବ । ଏହିଦିନ ସ୍ପଷ୍ଟ ହୋଇଯିବ, ନବୀନ ଖାଲି କରିଥିବା ଆସନ କାହା ହାତକୁ ଯାଉଛି? ବିଜେଡି, ବିଜେପି ନା…

କେମିତି ହୋଇଥିଲା ନିହାରୀକାଙ୍କ ହତ୍ୟା? ପ୍ରେମ ପରି ପବିତ୍ର ସଂପର୍କରେ କାହିଁକି ଭରିଗଲା ବିଷ? ଯେଉଁ କାରଣରୁ…

କନକ ବ୍ୟୁରୋ: କେମିତି ହୋଇଥିଲା ନର୍ସ ନିହାରୀକାଙ୍କ ହତ୍ୟା ? ବିବାହ କରି ପ୍ରେମିକ ସହ ସାତ ଜନ୍ମ ପାଇଁ ସାଥି ହୋଇ ରହିବାକୁ ସ୍ୱପ୍ନ ଦେଖୁଥିବା ନିହାରୀକାଙ୍କୁ କାହିଁକି ଓ କିଭଳି ହତ୍ୟା କରିଥିଲା ସଇତାନ ପ୍ରେମିକ କିଶୋର କୁମାର ଆଂଚଲ ଓରଫ୍ ରାଜା । ଏମିତି ସବୁ ପ୍ରଶ୍ନର ଉତର ଗୋଟି ଗୋଟି…

୫ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ଭୋଟ୍ ଦେବେ ବିଜେପୁରବାସୀ । ପ୍ରତି ନିର୍ବାଚନ ଦେଖିଛି ପ୍ରାର୍ଥୀ ପରିବର୍ତ୍ତନର…

କନକ ବ୍ୟୁରୋ: ପୁଣି ଉପ-ନିର୍ବାଚନ ଦେଖିବ ବିଜେପୁର । ଦେଢ଼ ବର୍ଷ ଭିତରେ ତୃତୀୟଥର ପାଇଁ ଭୋଟ୍ ଦେବେ ବିଜେପୁରବାସୀ । ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁରରେ ହେବ ଉପନିର୍ବାଚନ । କାରଣ ୨୦୧୯ ସାଧାରଣ ନିର୍ବାଚନରେ ଦୁଇଟି ଆସନରୁ ବାଜିମାତ୍ କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ…

ବୟସର ସାୟାହ୍ନରେ ସ୍ୱଚ୍ଛତାର ବାର୍ତ୍ତା: ସାହା କେହି ନାହିଁ…ତଥାପି ହାର ମାନିନାହାନ୍ତି ବାସନ୍ତି…୭୫…

କନକ ବ୍ୟୁରୋ: ବାସନ୍ତି । ବୟସ ୭୫ ଛୁଇଁଲାଣି । କେଉଁଠି ଆସିଛନ୍ତି, ଘର କେଉଁଠି କିଛି ଜଣା ନାହିଁ । ହେଲେ ଆଜକୁ ୩ ବର୍ଷ ହେଲା ବାସନ୍ତି ନିଜ ପରିବାର ସହ ଛତିଶଗଡରୁ ପେଟପାଟଣା ପାଇଁ ଧାଇଁ ଆସିଥିଲେ ମାଲକାନଗିରିକୁ । ଆଉ ଚେରମୂଳି ବିକ୍ରି କରି ବାସନ୍ତି ଚଳନ୍ତି । ଏଥିରୁ ଯାହା ରୋଜଗାର…

ସବୁଠୁ ବଡ ଖୁଲାସା: ନିହାରୀକାଙ୍କୁ ହତ୍ୟା କରିଛି ରାଜା; କଟକରେ ଥିବା ସାଙ୍ଗ ଘରେ ତଣ୍ଟଂଚିପି ମାରିଲା, ଅଖାରେ ଭର୍ତ୍ତି…

କନକ ବ୍ୟୁରୋ: ନର୍ସ ନିହାରୀକାଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ହେଲା ପର୍ଦ୍ଦାଫାସ୍ । ନିହାରୀକାଙ୍କ ପ୍ରେମିକ କିଶୋର କୁମାର ଆଂଚଲ ଓରଫ ରାଜା ହିଁ ତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଏପରିକି ହତ୍ୟାକାଣ୍ଡ ସଂପର୍କରେ ପୁଲିସ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି । ଜଗତସିଂହପୁର ଏସପି ନେଇ…

କଂଗ୍ରେସ ଗଡ଼ରେ ଶୁଭିଛି ଶଙ୍ଖ ଧ୍ୱନୀ : ଏଥର ବି ସବୁଜ ହେବ କି ବିଜେପୁର ନିର୍ବାଚନ ମଣ୍ଡଳୀ ?

କନକ ବ୍ୟୁରୋ : ଆଉ ଏକ ହାଇଭୋଲଟେଜ୍ ନିର୍ବାଚନର ସାକ୍ଷୀ ହେବ ବିଜେପୁର । ବହୁପ୍ରତିକ୍ଷୀତ ବରଗଡ଼ ବିଜେପୁର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ପତିଆରାର ଲଢ଼େଇ ଦେଖିବ ବିଜେପୁର । ବିଜେପୁର ପୁଣି ମୁହାଁମୁହିଁ ହେବେ ରାଜ୍ୟର ତିନି ପ୍ରମୁଖ ଦଳ । ତାରିଖ ଘୋଷଣା ପରେ ଆରମ୍ଭ ହେଲା ସମର…