Daily Archives

September 20, 2019

ସ୍ୱାମୀ ରଙ୍ଗ ମିସ୍ତ୍ରୀ, ସ୍ତ୍ରୀ ଗୃହିଣୀ । ହେଲେ ଆକାଉଂଟରେ ୫ କୋଟି ଟଙ୍କା । ଦୁହିଁଙ୍କ ଅଜାଣତର ଚାଲିଥିଲା ବେଆଇନ୍…

କନକ ବ୍ୟୁରୋ: ରଂଗ ମିସ୍ତ୍ରୀଙ୍କ ଆକାଉଂଟରେ ୫ କୋଟି ଟଙ୍କା । ସାଲେପୁରର ଦେବେନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ଅଜାଣତରେ ଆକାଉଁଟ ଖୋଲି ଚାଲିଥିଲା ବେଆଇନ କାରବାର । ଇନକମ ଟ୍ୟାକସର ବାରମ୍ବାର ନୋଟିସ ଆସିବା ପରେ ପଦାକୁ ଆସିଲା ଘଟଣା । କୁଆଡୁ ଆସିଲା ଏତେ ଟଙ୍କା ଆୟକର ବିଭାଗର…

ବାପା ଆଶୀର୍ବାଦଙ୍କ ଗିରଫ ପରେ ‘ଓସିଏ’ ନିର୍ବାଚନ ମୈଦାନକୁ ଓହ୍ଲାଇଲେ ପୁଅ । ୧୬ ବର୍ଷ ଧରି ଆଶୀର୍ବାଦଙ୍କ ରାଜୁତି ପରେ…

କନକ ବ୍ୟୁରୋ: ଅର୍ଥତତ୍ୱ ଚିଟଫଣ୍ଡ ମାମଲାରେ ଓଡିଶା କ୍ରିକେଟ୍ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଛି ସିବିଆଇ । ବର୍ତମାନ ଆଶୀର୍ବାଦ ଝାରପଡା ଜେଲରେ ଅଛନ୍ତି । ତେବେ ୮ ବର୍ଷ ହେଲା ରାଜ୍ୟର କ୍ରୀଡା ରାଜନୀତିରେ ଶୀର୍ଷରେ ରହିଆସିଥିଲେ ଆଶୀର୍ବାଦ ବେହେରା । ଏହି…

ବିଶ୍ୱାସ ହେଉ ନଥିଲେ ବି ସତ ! ରଂଗମିସ୍ତ୍ରୀଙ୍କ ନାରେ ଆକାଉଣ୍ଟ ଖୋଲି ମାଲାମାଲ ହେଉଥିଲା, ଇନକମ ଟ୍ୟାକ୍ସ ନୋଟିସ ପାଇବା…

କନକ ବ୍ୟୁରୋ : ରଂଗ ମିସ୍ତ୍ରୀଙ୍କ ଆକାଉଂଟରେ ୫ କୋଟି ଟଙ୍କା । ସାଲେପୁରର ଦେବେନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ଅଜାଣତରେ ଆକାଉଁଟ ଖୋଲି ଚାଲିଥିଲା ବେଆଇନ କାରବାର । ଇନକମ ଟ୍ୟାକସର ବାରମ୍ବାର ନୋଟିସ ଆସିବା ପରେ ପଦାକୁ ଆସିଲା ଘଟଣା । ସ୍ୱାମୀ ରଂଗ ମିସ୍ତ୍ରୀ । ସ୍ତ୍ରୀ ପର ଘରେ…

ମାରାତ୍ମକ ହେଉଛି ହର୍ପିସ ଭାଇରସ୍ ! ୨୪ ଦିନରେ ମଲେଣି ୩ ହାତୀ, ୭ବର୍ଷର ଗୌରୀର ଜୀବନ ବି ବିପଦରେ

କନକ ବ୍ୟୁରୋ : ନନ୍ଦନକାନନରେ ହାତୀ ମଡକ । ୨୪ ଦିନରେ ମଲେଣି ୩ ହାତୀ । ମାରାତ୍ମକ ହେଉଛି ହର୍ପିସ ଭାଇରସ୍ । ଗୋଟିଏ ପରେ ଗୋଟିଏ, ତିନିଟି ହାତୀ ଆଖି ବୁଜି ସାରିଲେଣି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆତଙ୍କ ଖେଳାଇଛି ହର୍ପିସ ଭାଇରସ୍ । ଗତ ୨୪ ଦିନ ଭିତରେ ତିନିଟି ହାତୀର ପ୍ରାଣ ନେଇଛି ଏହି…

ଜୀବନ ସହ ସଂଘର୍ଷ କରୁଛନ୍ତି ବିଜୁଙ୍କ ବନ୍ଧୁ । ପାଞ୍ଚ ବର୍ଷ ହେବ ଶଯ୍ୟାଶାୟୀ ପୂର୍ବତନମନ୍ତ୍ରୀ । କେବେ ପଡ଼ିବ ସରକାରଙ୍କ…

କନକ ବ୍ୟୁରୋ: ସହରାଇ ଓରାମ-ପାଂଚ ପାଂଚ ଥରର ବିଧାୟକ ଓ ଦୁଇଥର ମନ୍ତ୍ରୀ ରହିଥିବା ସହରାଇ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଆଉ ବିଡ଼ମ୍ବନାର ବିଷୟ ହେଲା ସେ ବିଜୁଙ୍କ ଏକାନ୍ତ ବନ୍ଧୁ ହୋଇଥିଲେ ମଧ୍ୟ ଏବେ ପୂରାପୁରି ଏକା ହୋଇଯାଇଛନ୍ତି । ପାଞ୍ଚ ବର୍ଷ ହେବ ପକ୍ଷାଘାତରେ ଆକ୍ରାନ୍ତ ସହରାଇ…