Daily Archives

September 18, 2019

‘କାଳିଆ’ ପାଇଁ ସ୍ପଷ୍ଟୀକରଣ । ୩ ମାସ ମଧ୍ୟରେ ୯୯ ପ୍ରତିଶତ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ସରକାରଙ୍କର ସବୁଠୁ ବଡ…

କନକ ବ୍ୟୁରୋ : ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଟଙ୍କା ଫେରସ୍ତ ଅଣାଯିବ । ଏଥିପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତିି ମୁଖ୍ୟମନ୍ତ୍ରୀ । ଗତକାଲି କୃଷିମନ୍ତ୍ରୀ କହିଥିଲେ, ପ୍ରାୟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ଉଠାଇ ନେଇଛନ୍ତି । ତେବେ ଆଜି ବିଜେଡି ମୁଖପାତ୍ର…

ବିଜେପୁର ବାଜି ଜିତିବା ପାଇଁ… । ୪ ଜଣିଆ କମିଟି ଗଠନ କଲେ ବିଜେଡି ସୁପ୍ରିମୋ, ଆସନ୍ତାକାଲି ଉପ-ନିର୍ବାଚନ ପାଇଁ…

କନକ ବ୍ୟୁରୋ : ବିଜେପୁର ଉପ-ନିର୍ବାଚନ ପାଇଁ ବିଜେଡି ଶିବିର ଚଳଚଞ୍ଚଳ । ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ପୁଣିଥରେ ବିଜେପୁର ଦଖଲ ପାଇଁ ବିଜେଡି ଆରମ୍ଭ କରିଛି ଅଙ୍କକଷା । ଆଉ ଏଥିପାଇଁ ୪ ଜଣିଆ କମିଟି ଗଠନ କରିଛନ୍ତି ଖୋଦ୍ ଦଳର ମୁଖିଆ ନବୀନ ପଟ୍ଟନାୟକ ।…

ଜୀବନ ପାଇଁ ଯମ ଦ୍ୱାରରେ ଛଟପଟ ହେଉଛି ରକ୍ତମାଂସର ‘ଦୁର୍ଗା’ । ପୂଜା ତୋରଣଠୁ କମ୍ ଦୁର୍ଗାର ଚିକିତ୍ସା ଖର୍ଚ୍ଚ

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ଧରାକୁ ମାଆ ଆସିବେ । ମୃଣମୟୀ ମୂର୍ତ୍ତୀରେ ଜୀବନ୍ୟାସ ଦେଇ ଦୁର୍ଗାଙ୍କୁ ସମସ୍ତେ ପୂଜିବେ । ଏଥିପାଇଁ ସବୁଠି ଚାଲିଛି ଦୁର୍ଗାଙ୍କୁ ଆବାହନ କରିବାର ପ୍ରସ୍ତୁତି । ଆଉ ଠିକ ଏତିକି ବେଳେ ସାମ୍ନାକୁ ଆସିଛି ଜୀବନ୍ତ ଦୁର୍ଗାର କାହଣୀ । ଯିଏ ଯମର ଦ୍ୱାରରେ ଛିଡା…

ଏଣିକି ସବୁ ସ୍କୁଲ ପିଲାଙ୍କୁ ମିଳିବ ଜୋତା ସାଙ୍ଗକୁ ଡ୍ରେସ । ପୂର୍ବଭଳି ୧୦ଟାରୁ ୪ଟା ଖୋଲା ରହିବ ସ୍କୁଲ ।

କନକ ବ୍ୟୁରୋ : ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ବଡ ଘୋଷଣା । ସରକାରୀ ସ୍କୁଲରେ ଏଣିକି ସବୁ ପିଲାଙ୍କୁ ମିଳିବ ଜୋତା ଓ ଡ୍ରେସ । ଏହାଛଡା ସମସ୍ତ ଛାତ୍ରଛାତ୍ରୀଙ୍କୁ ପରିଚୟପତ୍ର ମଧ୍ୟ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।…

ଦେହରେ ଟ୍ରାଫିକ୍ ପୋଲିସ୍ ୟୁନିଫର୍ମ ଆଉ ହାତରେ ଇଟା , ସିମେଣ୍ଟ୍ ! ସଡକରେ ଯେଉଁଠିି ଦେଖନ୍ତି ଗାତ ମରାମତି କରିବାକୁ…

ରାସ୍ତାଘାଟରେ ଗାତ କିମ୍ବା ଖାଲ ଦେଖିଲେ ଜଣେ ହୁଏତ ଏହାକୁ ଅଣଦେଖା କରି ଆଗକୁ ବଢିବ ନଚେତ୍ ସରକାରଙ୍କୁ ଭଲମନ୍ଦ ଦୁଇପଦ ଶୁଣାଇ ତା’ ବାଟରେ ଚାଲିଯିବ । କିନ୍ତୁ ଏ ସମାଜରେ ଏଭଳି କିଛି ଲୋକ ଅଛନ୍ତିି ଯେ ସବୁ ଦୋଷ ସରକାରଙ୍କୁ ନଦେଇ ସଚ୍ଚୋଟ ନାଗରିକର କର୍ତ୍ତବ୍ୟ କରିଥାନ୍ତି । ଆଉ ଏଭଳି ଜଣେ…

ଲାଣ୍ଡର ବିକ୍ରମକୁ ଛୁଇଁବ ଅନ୍ଧାର । ଆଗାମୀ ୧୪ ଦିନ ଅନ୍ଧାରରେ ରହିବ ଲାଣ୍ଡର ବିକ୍ରମ, ଫଟୋ ବି ଉଠାଇବା ହୋଇଯିବ…

ଚନ୍ଦ୍ରର ଦକ୍ଷିଣ ମେରୁରେ ଆଉ କିଛି ଘଣ୍ଟା ମଧ୍ୟରେ ଘନ ଅନ୍ଧକାର ଛାଇଯିବ । ଆଉ ଏହାସହ ଲାଣ୍ଡର ବିକ୍ରମ ସହ ଇସ୍ରୋର ସର୍ମ୍ପକ ସ୍ଥାପନ କରିବା ସ୍ୱପ୍ନ ମଧ୍ୟ ଅନ୍ଧାରରେ ଲୁଚିଯିବ । କାରଣ ଆଉ କିଛି ଘଣ୍ଟା ମଧ୍ୟରେ ଅନ୍ଧାରରେ ଲୁଚିଯିବ ଲାଣ୍ଡର ବିକ୍ରମ । ଆଉ ଏହି ସମୟରେ ଲାଣ୍ଡର ବିକ୍ରମର…