Daily Archives

September 17, 2019

ନିଜେ ହାତରେ ଝାଡୁ ଧରି ପାଇଖାନା ସଫା କଲେ ପ୍ରଧାନଶିକ୍ଷକ । ରାଜଗଡ଼ର ରାଜେନ୍ଦ୍ରଙ୍କୁ ନେଇ ଗର୍ବିତ ରାଜ୍ୟ ।

କନକ ବ୍ୟୁରୋ : ପ୍ରଧାନ ଶିକ୍ଷକଙ୍କ ମହନୀୟତା । ବିଦ୍ୟାଳୟ ପରିସରକୁ ସଫା ରଖିବାକୁ ନିଜେ ଝାଡୁ ଧରିଛନ୍ତି ପ୍ରଧାନ ଶିକ୍ଷକ । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ରାଜଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟର ରାଜେନ୍ଦ୍ର ପ୍ରସାଦ ଦାସଙ୍କ କଥା । ଯିଏ କୁନି କୁନି ପିଲାଙ୍କ ଭବିଷ୍ୟତ…

ସରକାରୀ ଘରକୁ ନେଇ ବିଜେଡି-ବିଜେପି କଳି । ବିଜେପିର ଅଭିଯୋଗ, କେନ୍ଦ୍ର ଅନୁଦାନରେ ନିର୍ମାଣ ହେଉଥିବା ବାସଗୃହକୁ ହାଇଜାକ…

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଯୋଜନାକୁ ବିଜେଡି ନିଜ ନାଁରେ କରାଇ ନେଉଛି ବୋଲି ପୁଣି ଅଭିଯୋଗ ଆଣିଛି ବିଜେପି । ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏନେଇ ଆପତି ଉଠାଇଛନ୍ତି । ସେମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହେଉଥିବା ଘରକୁ ରାଜ୍ୟ…

ନର୍ସ ନିହାରିକାଙ୍କୁ ହତ୍ୟାପରେ ଅଖାରେ ପୁରାଇ ନଦୀରେ ଭସାଇଦେଲେ ଦୁର୍ବୃତ । ହତ୍ୟା ପଛରେ ପ୍ରେମିକର ସଂପୃକ୍ତି ନେଇ…

କନକ ବ୍ୟୁରୋ : କଟକର ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ଜଣେ ଷ୍ଟାଫ ନର୍ସଙ୍କ ମୃତ ଦେହ ମିଳିଛି । ଜଗତସିଂହପୁରର କୂଳକଇଜଙ୍ଗାରେ ନଈରୁ ଭାସୁଥିବା ଅବସ୍ଥାରେ ମିଳିଛି ଜଣେ ଯୁବତୀଙ୍କ ମୃତଦେହ । ସନ୍ଦେହ କରାଯାଉଛି ଏହା ଏକ ହତ୍ୟାକାଣ୍ଡ ବୋଲି । ଯୁବତୀ ଜଣଙ୍କ ହେଉଛନ୍ତି ନିହାରିକା । ତେବେ…

‘କାଳିଆ’ ଯୋଜନାର କଳା କାହାଣୀ । ୫୧ ଲକ୍ଷରୁ ୩ଲକ୍ଷ ୪୧ ହଜାର ଅଯୋଗ୍ୟ, ହିତାଧିକାରୀଙ୍କ ତାଲିକାରେ ସରକାରୀ ଚାକିରିଆ ଓ…

କନକ ବ୍ୟୁରୋ : ପଦାରେ ପଡିଲା କାଳିଆ ଯୋଜନାର କଳା କାହାଣୀ । ସରକାର କହୁଛନ୍ତି ୨୦ ହଜାର ସରକାରୀ ଓ ପେନସନ ଭୋଗୀ କାଳିଆ ଟଙ୍କା ନେଇଛନ୍ତି । ନାବାଳକ, ନାବାଳିକାଙ୍କୁ ମଧ୍ୟ ଆର୍ଥିକ ସହାୟତା ମିଳିଛି । ମୋଟ୍ ୫୧ଲକ୍ଷ ୫ହଜାର ୨୯୦ହିତାଧିକାରୀଙ୍କ ମଧ୍ୟରୁ ଅଯୋଗ୍ୟ ବାହାରିଛନ୍ତି ୩ଲକ୍ଷ ୪୧ ହଜାର…

ସାମୟିକ ଭାବେ ବନ୍ଦ ହେବ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର । ୮ ମାସ କାଳ ରନୱେ ରିକାର୍ପେଟିଂ ପାଇଁ ରାତିରେ…

କନକ ବ୍ୟୁରୋ : ସାମୟିକ ଭାବେ ବନ୍ଦ ହେବ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ! ରନୱେ ରିକାର୍ପେଟିଂ ପାଇଁ ବିମାନ ବନ୍ଦରକୁ ୮ ମାସ କାଳ ସାମୟିକ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜୁନ୍ ୩୦ ତାରିଖ ଯାଏଁ ବିମାନବନ୍ଦର…

ଫାଙ୍କା ଅଛି ମାଡିଚାଲ… ରାଜଧାନୀର ଅନେକ ରାସ୍ତାରେ ବିନା ହେଲମେଟରେ ରାଜା ଭଳି ଗାଡି ଚଳାଉଛନ୍ତି ଲୋକେ

କନକ ବ୍ୟୁରୋ: ସେପ୍ଟେମ୍ବର ପହିଲାରେ ନୂଆ ଟ୍ରାଫିକ୍ ନିମୟ ଲାଗୁ ହେବା ପରେ ପ୍ରାୟ ୩-୪ ଦିନ ପର୍ୟ୍ୟନ୍ତ ଖୁବ୍ ଧରପଗଡ଼ ଦେଖିବାକୁ ମିଳିଥିଲା। ଲକ୍ଷ ଲକ୍ଷ ଟଙ୍କାର ଚାଲାଣ କଟିଲା, ଗାଡ଼ି ବି ଜଳିଲା । ଆଉ ଅନେକ ସ୍ଥାନରେ ଦିଶିଲା ହିଂସାର ତାଣ୍ଡବ ନୃତ୍ୟ। ହେଲେ ଏ ଧରପଗଡ କେତେ ଦିନ ରହିଲା ?…