Daily Archives

September 13, 2019

ନୂଆ ଟ୍ରାଫିକ ନିୟମ କାହା ପାଇଁ ? ବାଇକ୍ ଚାଳକଙ୍କୁ ମୋଟା ଅଙ୍କର ଜରିମାନା, ବସ ଚାଳକଙ୍କୁ ମାଫ୍ । କନକ ନ୍ୟୁଜର…

କନକ ବ୍ୟୁରୋ : ନୂଆ ଟ୍ରାଫିକ ନିୟମ କାହା ପାଇଁ? ଏହା କଣ କେବଳ ବାଇକ ଓ ଛୋଟ ଗାଡି ପାଇଁ । ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ, ଯେଉଁଠି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବାଇକ ଓ ଛୋଟ ଗାଡି ଚାଳକଙ୍କୁ ହଜାର ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡୁଛି । ସେଠାରେ ବଡ ବଡ ଗାଡି ଯେପରିକି ଯାତ୍ରୀବାହୀ…

ଶେଷରେ ସତ ମାନିଲେ ଇମ୍ରାନ: ରୁଷିଆ ଟୁଡେକୁ ସାକ୍ଷାତକାର ଦେଇ କହିଲେ, ଆମେରିକା ସହଯୋଗରେ ପାକିସ୍ତାନ ମାଟିରୁ ହିଁ…

କନକ ବ୍ୟୁରୋ: ଶେଷରେ ସତ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପାକିସ୍ତାନ ମାଟିରୁ ହିଁ ଆତଙ୍କୀ ସଂଗଠନ ଆରମ୍ଭ ହୋଇଥିବା ସହ ତାଙ୍କୁ ତାଲିମ ଦିଆଯାଇଥିବା ମାନିଛନ୍ତି ଇମ୍ରାନ ଖାନ୍ । ସେ କହିଛନ୍ତି, ୮୦ ଦଶକରେ ଆଫଗାନିସ୍ତାନରେ ସୋଭିଏତ ସଂଘ ବିରୋଧରେ ଲଢିବାକୁ ଜେହାଦିଙ୍କୁ…

ଦୁଃଖ ଦେଖି ପାରିଲେନି ଆଇଆଇସି: ମାଆ ଭଳି ସ୍ନେହ କଲେ, ଭୋକିଲା ପିଲାଙ୍କୁ ପେଟପୂରା ଖୁଆଇଲେ ସ୍ମୃତିପ୍ରଭା

କନକ ବ୍ୟୁରୋ: ଖାକି ବର୍ଦ୍ଦି ଖାଲି ଦଣ୍ଡ ଦିଏନି ବରଂ ଦୟା ବି ଦେଖାଏ । ଖାକି ପିନ୍ଧିଥିବା ପୋଲିସ ଉପରୁ ଯେତିକି ଶକ୍ତ ଦେଖାଯାଆନ୍ତି ଭିତରେ ସେତିକି ଦରଦି ଥାଆନ୍ତି । ପୋଲିସ ଅପରାଧୀକୁ ସିନା ଦଣ୍ଡ ଦିଏ ହେଲେ ଅସହାୟଙ୍କୁ ଆପଣେଇନିଏ । ତେବେ ସେମିତି ଏକ ଦରଦୀ କାହାଣୀର ନାୟିକା ହେଉଛନ୍ତି…

ଛୁଟିଦିନରେ ବି ଖୋଲା ରହିବ ଆରଟିଓ । ଲୋକଙ୍କ ସୁବିଧା ପାଇଁ ସରକାର ନେଲେ ନିଷ୍ପତି, ଲାଇସେନ୍ସ ପାଇଁ ଭୁବନେଶ୍ୱର ଓ…

କନକ ବ୍ୟୁରୋ :  ଲୋକଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୫ଟି ଅତିରିକ୍ତ କେନ୍ଦ୍ର ଖୋଲିବ। ଏଥିରୁ ଭୁବନେଶ୍ୱରରେ ୪ଟି କେନ୍ଦ୍ର ଓ ଖୋର୍ଦ୍ଧାରେ ଗୋଟିଏ କେନ୍ଦ୍ର ଖୋଲିବ। ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଅତିରିକ୍ତ ଲାଇସେନ୍ସ କେନ୍ଦ୍ର ଖୋଲିବା ପରେ ଅନ୍ୟ…

ରାବଡି ଆବାସରୁ କାନ୍ଦି କାନ୍ଦି ବାହାରି ଆସିଲେ ଲାଲୁ ଯାଦବଙ୍କ ବୋହୂ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ

ଆରଜେଡି ସୁପ୍ର୍ରିମୋ ଲାଲୁ ଯାଦବଙ୍କ ବୋହୂ ତଥା ତେଜପ୍ରତାପଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟ କାନ୍ଦୁଥିବା ଅବସ୍ଥାରେ ନିଜ ଶାଶୂଘରୁ ବାହାରୁଥିବା ଫଟୋ ଏବଂ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ସମୟରୁ ତେଜପ୍ରତାପ ଏବଂ ଐଶ୍ୱର୍ଯ୍ୟାଙ୍କ ଭିତରେ ଚାଲିଥିବା ମନମାଳିନ୍ୟ…

ଆପଣଙ୍କ ସ୍ମାର୍ଟଫୋନ ହଜି ଯାଇଛି କି? ତେବେ ଖୋଜି ଆଣିଦେବେ ସରକାର, ଜାଣନ୍ତୁ କିଭଳି

ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଇଛି କି କିମ୍ବା ହଜି ଯାଇଛି କି ?  ତେବେ ଏଥିପାଇଁ ଆପଣ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ ।  କାହିଁକି ନା ଏଣିକି ଲୋକଙ୍କର ଏଭଳି ସମସ୍ୟାର ବି ସମାଧାନ କରିବେ ସରକାର ।   ସରକାର ଏହାକୁ ନେଇ ଏକ ସ୍ୱତନ୍ତ୍ର ୱେବସାଇଟ୍ ମଧ୍ୟ ଲଂଚ  କରିବାକୁ ଯାଉଛନ୍ତି ।…