Daily Archives

September 10, 2019

ୟାଙ୍କୁ କିଏ ଧରୁଛ ଧର… ଟ୍ରାଫିକ ପୋଲିସ ଧରିବା ପୂର୍ବରୁ ପାଞ୍ଚଥର ଭାବିବେ । କାରଣ ହେଲମେଟରେ ଅଛି ସବୁ…

କନକ ବ୍ୟୁରୋ: ଟ୍ରାଫିକ ନିୟମ ଟାଇଟ ହେବା ପରେ ସବୁଠି ଚାଲିଛି ଧରପଗଡ । ନିୟମ ପରେ ପୋଲିସ- ପବ୍ଲିକ ମଧ୍ୟରେ ଛକାପଞ୍ଝା ଚାଲିଛି । ନିୟମରେ ଟିକେ ଭୁଲ ହେଲେ ସମସ୍ତଙ୍କୁ ଜରିମାନା ଦେବାର ଭୟ ଘାରିଛି । ତେଣୁ ଫାଇନ ଡରରେ ରାସ୍ତା ଉପରକୁ ଗାଡି କାଢିବାକୁ କେହି ଚାହୁଁନାହାନ୍ତି । ଆଉ ଘରୁ ଗାଡି…

ଦୁଷ୍କର୍ମକାରୀଙ୍କୁ ମିଳିଲା କଡା ଦଣ୍ଡ । କେନ୍ଦୁଝର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ…

କନକ ବ୍ୟୁରୋ : ସୈତାନଙ୍କୁ ସଜା । ଦୁଷ୍କର୍ମକାରୀଙ୍କୁ ମିଳିଲା କଡା ଦଣ୍ଡ । କେନ୍ଦୁଝର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୬ ଜଣଙ୍କୁ ୨୦ ବର୍ଷ ଲେଖାଏଁ ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦୁଝର ଏଡିଜେ କୋର୍ଟ । ପୋକ୍ସୋ ଆକ୍ଟ ଅନୁଯାୟୀ ଏହି ସୈତାନଙ୍କ ପାଇଁ ସଜା ଶୁଣାଇଛନ୍ତି କୋର୍ଟ । ୨୦ ବର୍ଷ ଜେଲ…

ଅଦ୍ଭୁତ ପଥର । ଯେଉଁ ପଥର ଉପରେ ଛିଡାହେଲେ ମିଛ କହିବାକୁ ଜିଭ ଲେଉଟେନି, ଆପଣାଛାଏଁ ସାମ୍ନାକୁ ଆସିଯାଏ ସତ ।

କନକ ବ୍ୟୁରୋ : ଏମିତି ଏକ ପଥର । ଯେଉଁ ପଥର ଉପରେ ଛିଡା ହୋଇ କେହି କେବେ ମିଛ କହିବାକୁ ସାହସ ଜୁଟାଇ ପାରେନା । ସମ୍ବଲପୁରରେ କାହିଁ କେଉଁ ଅନାଦି କାଳରୁ ରହିଛି ଏମିତି ବିଶ୍ୱାସ । ସତ ମିଛର ବିଚାର କରୁଛି ଗୋଟିଏ କଳା ପଥର । ସେହି ପଥରର ଅନ୍ତରାଳରେ ରହିଛି ଏକ ବିସ୍ତୀର୍ଣ୍ଣ କଳା ମନ୍ଦିର ।…

ଆପାଚେ ପରେ ରାଫେଲ୍ । ଭାରତୀୟ ବାୟୁସେନାରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ଲଢୁଆ ବିମାନ ରାଫେଲ୍ । ବଢିବ ବାୟୁସେନାର…

ଶତ୍ରୁ ପକ୍ଷକୁ ଲାଗିବ ଆଉ ଏକ ଝଟକା । ଆପାଚେ ପରେ ଆସିବ ରାଫେଲ୍ । ଭାରତ ବାୟୁସେନାରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ଲଢୁଆ ତଥା ବିଧ୍ୱଂସକାରୀ ବିମାନ ରାଫେଲ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜେ ଏହି ବିମାନକୁ ଆଣିବାକୁ ଯାଉଛନ୍ତି ଫ୍ରାନ୍ସ । ଆସନ୍ତା ୨୦ ତାରିଖରେ ରାଫେଲକୁ ଭାରତ…

ବୌଦ୍ଧରେ ଧିମେଇ ଯାଇଛି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ । ଜମି ଅଧିଗ୍ରହଣ ହୋଇ ପାରୁନଥିବାରୁ ଆଗେଇ ପାରୁନି ରେଳ…

କନକ ବ୍ୟୁରୋ : ଖୋର୍ଦ୍ଧା- ବଲାଙ୍ଗୀର ରେଳପଥ । ଯାହାକୁ ନେଇ ବୌଦ୍ଧ ଜିଲ୍ଲାରେ ଜଳୁଛି ଅସନ୍ତୋଷର ନିଆଁ । ବାନ୍ଧୁଛି ଆନ୍ଦୋଳନର ଦାନା । ସେପଟେ ୨୦୦୬ ମସିହାରେ ହୋଇଥିବା ଜମି ଅଧିଗ୍ରହଣର ମୂଲ୍ୟାଙ୍କନକୁ ବିରୋଧ କରିଛନ୍ତି କ୍ଷତିଗ୍ରସ୍ତ ପ୍ରଜା । ବୌଦ୍ଧରେ ଆଗେଇ ପାରୁନି ଖୋର୍ଦ୍ଧା-ବଲାଙ୍ଗୀର…

ପାକିସ୍ତାନର ଅସଲି ଚିତ୍ର ବଖାଣିଲେ ପିଟିଆଇର ପୂର୍ବତନ ବିଧାୟକ ବଳଦେବ କୁମାର ସିଂହ । କହିଲେ, ମୁସଲିମ ବି ପାକିସ୍ତାନରେ…

କନକ ବ୍ୟୁରୋ : ପାକିସ୍ତାନର ମୁଖା ଖୋଲିଲେ ଇମ୍ରାନ ସରକାରଙ୍କ ନେତା । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ତେହରିକ-ଏ-ଇନସାଫ୍ ବା ପିଟିଆଇରୁ ପୂର୍ବରୁ ବିଧାୟକ ରହିଥିବା ବଳଦେବ କୁମାର ସିଂହ ଏବେ ପାକିସ୍ତାନ ଛାଡି ଭାରତ ଚାଲିଆସିଛନ୍ତି । ଭାରତ ଆସିବା ପରେ ବଳଦେବ ସେଠାକାର…