Daily Archives

September 9, 2019

ଟ୍ୱିଟରରେ ବଢି ଚାଲିଛି ମୋଦିଙ୍କ ଲୋକପ୍ରିୟତା । ବିଶ୍ୱର ସବୁଠୁ ଅଧିକ ଫଲୋ କରାଯାଉଥିବା ରାଜନେତାଙ୍କ ତାଲିକାରେ ଟପ-୩ରେ…

ସୋସିଆଲ ମିଡିଆରେ ଦେଶରେ ମୋଦି ନମ୍ବର ୱାନ୍ । ସୋସିଆଲ ମିଡିଆରେ ଦିନକୁ ଦିନ ମୋଦିଙ୍କର ଲୋକପ୍ରିୟତା ବଢି ବଢି ଚାଲିଛି । ଖାସକରି ଯୁବଗୋଷ୍ଠୀଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଜବରଦସ୍ତ କ୍ରେଜ ରହିଛି । ମୋଦିଙ୍କ ପ୍ରଧାନମନ୍ତ୍ରୀ ହେବା ପଛରେ ସୋସିଆଲ ମିଡିଆର ବଡ ଭୂମିକା ରହିଛି…

ଆର୍ଥିକ ସଂକଟ ଆଡ଼କୁ ମୁହାଉଁଛି ଭାରତ । ଦେଶର ଆର୍ଥିକ ମାନ୍ଦାବସ୍ଥା ସ୍ୱୀକାର କଲେ କେନ୍ଦ୍ରମନ୍ତ୍ରୀ । ସେପଟେ…

କନକ ବ୍ୟୁରୋ: ଆର୍ଥିକ ମାନ୍ଦାବସ୍ଥାକୁ ସ୍ୱୀକାର କଲେ କେନ୍ଦ୍ରମନ୍ତ୍ରୀ । ବେଳେ ବେଳେ ଏମିତି ମାନ୍ଦାବସ୍ଥା ଆସିଥାଏ । ସମଗ୍ର ବିଶ୍ୱରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । କିନ୍ତୁ ଭାରତରେ ଏହାର ପ୍ରଭାବ ସବୁଠାରୁ କମ୍ ପଡିଛି । ସରକାର ମାନ୍ଦାବସ୍ଥାକୁ ଦୂର କରିବାକୁ ବିଭିନ୍ନ…

ଆଶା ବଢାଇଲା ଇସ୍ରୋ । ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅଛି ଲ୍ୟାଣ୍ଡର ବିକ୍ରମ,ଯୋଗଯୋଗ ସ୍ଥାପନ ପାଇଁ ପ୍ରୟାସ ଜାରି ।

କନକ ବ୍ୟୁରୋ: ଆଶା ବଢାଇଲା ଇସ୍ରୋ । ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅଛି ଲ୍ୟାଣ୍ଡର ବିକ୍ରମ । ଇସ୍ରୋ ପକ୍ଷରୁ ଆଜି ଏନେଇ ସୂଚନା ଦିଆଯାଇଛି । ଇସ୍ରୋ କହିଛି ଲ୍ୟାଣ୍ଡର ବିକ୍ରମ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି । ୧୪୭୧ କେଜିର ବିକ୍ରମର ଗୋଡ ଗୁଡିକ ମଧ୍ୟ ସୁରକ୍ଷିତ ଅଛି । ଏଥିରୁ ଅନୁମାନ…

ନୂଆ ଟ୍ରାଫିକ୍ ନିୟମକୁ ନେଇ ନବୀନଙ୍କ ବଡ଼ ଘୋଷଣା । ଫାଇନ୍ ଆଦାୟ ପାଇଁ ୩ ମାସ କୋହଳ କଲେ, ବେପରୁଆ ଭାବେ ଗାଡ଼ି…

କନକ ବ୍ୟୁରୋ : ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି । ଗତ ସେପ୍ଟେମ୍ବର ମାସ ୧ ତାରିଖରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା । ବିଶେଷ କରି ମୋଟା ଅଙ୍କର ଜୋରିମାନାକୁ ନେଇ ଚିନ୍ତାରେ ପଡିଥିଲେ ଜନସାଧାରଣ । ତେବେ ନୂଆ ନିୟମକୁ ନେଇ…

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ : ସର୍ବାଧିକ ଉପକୃତ ହୋଇଛି ଓଡିଶା, ମିଳିଛି…

କନକ ବ୍ୟୁରୋ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୧୦୦ ଦିନର ସଫଳତା  ବଖାଣିଲେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା  । ଦ୍ୱିତୀୟ ପାଳିରେ ଓଡ଼ିଶାବାସୀ ଅଧିକ ଉପକୃତ ହୋଇଛି । ଓଡ଼ିଶାକୁ ପର୍ଯ୍ୟାପ୍ତ ପ୍ୟାକେଜ୍ ଦିଆଯାଇଛି । ଫନି ସହାୟତା, ରେଳ ବଜେଟ ମାଧ୍ୟମରେ ସିଧାସଳଖ ୧୬,୬୦୫.୨ କୋଟି ଟଙ୍କା…

ଖୁବ ଶୀଘ୍ର କୋହଳ ହେବ ଜୋରିମାନା ! ତର୍ଜମା ପରେ ନୂଆ ନିୟମ ଆଣିବେ ରାଜ୍ୟ ସରକାର, ସଙ୍କେତ ଦେଲେ ରାଜ୍ୟ ପରିବହନ…

କନକ ବ୍ୟୁରୋ : କୋହଳ ହେବ ଜୋରିମାନା । ଲୋକଙ୍କୁ ମିଳିବ ଆଶ୍ୱସ୍ତି । ଅଧିକ ତଣ୍ଡ ଗଣିବାରୁ ରକ୍ଷା ପାଇବେ ଲୋକେ । ନୂଆ ଟ୍ରାଫିକ୍ ନିୟମ ଲାଗୁହେବା ପରେ  ସାରା ଦେଶ ତଥା ଓଡ଼ିଶାରେ ଚେକିଂ କଡ଼ାକଡ଼ି ହୋଇଛି  । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଜୋରିମାନା…