Daily Archives

September 9, 2019

ପାରିବାରିକ କଳହ ନେଲା ଭୟଙ୍କର ରୂପ, ନିଶାସକ୍ତ ଅବସ୍ଥାରେ ଦେଢ଼ମାସର ପୁଅକୁ ମାରି ମାଟିତଳେ ପୋତି ଦେଲା ନୃଶଂସ ବାପା ।

କନକ ବ୍ୟୁରୋ: ସଇତାନ ସାଜିଲା ଜନ୍ମକଲା ବାପା । ପାରିବାରିକ କଳହ ନେଲା କରାଳ ରୂପ । ନିଶାସକ୍ତ ଅବସ୍ଥାରେ ନିଜ ଦେଢ଼ମାସର ପୁଅକୁ ମାରି ମାଟି ତଳେ ପୋତି ଦେଲା ନୃସଂଶ ବାପା । ମା’ର ଅଭିଯୋଗ ପରେ ଅଭିଯୁକ୍ତ ବାପାକୁ ପୁଲିସର ପଚରାଉଚରା ପରେ ମାଟି ତଳୁ ଶିଶୁର ମୃତଦେହ ଉଦ୍ଧାର କରିଛି ପୁଲିସ୍ ।…

ଅଦିନିଆ ରଥଯାତ୍ରାକୁ ବିରୋଧ । ପୁରୀ ଓ ରାଉରକେଲାରେ ଇସ୍କନ ବିରୋଧରେ ଏତଲା, ସୌମ୍ୟରଂଜନ କହିଲେ, କରାଯାଉ ଆପୋଷ…

କନକ ବ୍ୟୁରୋ : ଦେଶର ବିଭିନ୍ନ ସ୍ଥାନରେ ଇସ୍କନ ପକ୍ଷରୁ କରାଯାଉଥିବା ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ । ଲୁଧିଆନା ସ୍ଥିତ ଇସ୍କନ ମନ୍ଦିର ନଭେମ୍ବର ମାସରେ ରଥଯାତ୍ରା ଆୟୋଜନ କରୁଛି, ଏହା ବିରୋଧରେ ପୁରୀ ଓ ରାଉରକେଲାରେ ମାମଲା ଦାୟର ହୋଇଛି । ଏହା ଦ୍ୱାରା ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ…

ଜରିମାନା ଆଦାୟ ଉପରେ ଲାଗିଲା ୩ ମାସର ବିରାମ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କୋହଳ ହେଲା ବ୍ୟବସ୍ଥା, ୩ ମାସ…

କନକ ବ୍ୟୁରୋ : ଟ୍ରାଫିକ୍ ଜରିମାନାକୁ ଭୟ ଓ ଜନତାଙ୍କ ମଧ୍ୟରେ ଅସନ୍ତୋଷକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ୩ ମାସ ପାଇଁ ଜରିମାନା ଆଦାୟକୁ କୋହଳ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଗଣମାଧ୍ୟମକୁ ପ୍ରେସ ରିଲିଜ୍ ଦେଇ ମୁଖ୍ୟମନ୍ତ୍ରୀଙ୍କ…

ପାକ୍ କମାଣ୍ଡୋ ଓ ଆତଙ୍କବାଦୀଙ୍କୁ ନିପାତ କଲା ଭାରତୀୟ ସେନା । ଜାରି କଲା ଭିଡିଓ । 

ମହଙ୍ଗା ପଡିଲା ଅନୁପ୍ରବେଶ ଉଦ୍ୟମ ।  ସୀମାରେ ପାକ୍ କମାଣ୍ଡୋଙ୍କୁ ନିପାତ କଲା ଭାରତୀୟ ସେନା । ପାକିସ୍ତାନ ବର୍ଡର ଆକ୍ସନ ଟିମର ସହଯୋଗରେ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ବେଳେ ଏମାନଙ୍କୁ ନିପାତ କରିଛି ଭାରତୀୟ ସେନା । ଆଉ ଏବେ ଏହାର ଭିଡିଓ ଜାରି କରିଛି ଭାରତୀୟ ସେନା । ଗତ…

ସୂର୍ଯ୍ୟମନ୍ଦିରରେ ଢିଲା ସୁରକ୍ଷା! ଅସନ୍ତୁଷ୍ଟ ପର୍ଯ୍ୟଟକ କହିଲେ, ମନ୍ଦିର ଚାରିପଟେ ନାହାନ୍ତି ସୁରକ୍ଷା କର୍ମୀ,…

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବିଶ୍ୱ ଐତିହ୍ୟ କୋଣର୍କ ସୂର୍ଯ୍ୟ ମନ୍ଦିର । ମନ୍ଦିରରେ ଢିଲା ସୁରକ୍ଷା ବ୍ୟବସ୍ଥା । ମନ୍ଦିର ଚାରିପଡେ ସୁରକ୍ଷା କର୍ମୀ ନଥିବା ବେଳେ ପ୍ରବେଶପଥରେ କାମ କରୁନି ମେଟାଲ ଡିଟେକ୍ଟର । ଅସୁରକ୍ଷିତ ସୂର୍ଯ୍ୟ ମନ୍ଦିର ଏଠି ଅସୁରକ୍ଷିତ ପର୍ଯ୍ୟଟକ । ଏଭଳି ଘଟଣା ପଦାକୁ…

ବାହାବେଦୀରୁ ଜୁଇକୁ ଯାତ୍ରା । ସ୍ୱାମୀ-ସ୍ତ୍ରୀଙ୍କ ନିଆରା ପ୍ରେମ କାହାଣୀ, ବେଦୀରେ ପଡିଥିଲା ହାତଗଣ୍ଠି, ଜୁଇରେ ଏକାଠି…

କନକ ବ୍ୟୁରୋ: ସ୍ୱାମୀ-ସ୍ତ୍ରୀର ନିଆରା ପ୍ରେମ କାହାଣୀ । ସ୍ୱାମୀର ମୃତଦେହ ଦେଖି ସ୍ତ୍ରୀର ମୃତ୍ୟୁ । ନୟାଗଡ ବାଉଁଶଆପଡାରେ ଘଟିଛି ଏଭଳି ଅଭାବନୀୟ ଘଟଣଣା । ଗୋଟିଏ ଜୁଇରେ ଜଳିଛନ୍ତି ନୟାଗଡ ଇଟାମାଟି ଥାନା ବାଉଁଶିଆପଡାର ୭୫ ବର୍ଷୀୟ ଅଇଁଠା ନାୟକ ଓ ତାଙ୍କ ସ୍ତ୍ରୀ ଶୁକୁରି ନାୟକ । ଏ ଜନ୍ମରେ…