Daily Archives

September 7, 2019

ଫାଇନ ଆଦାୟ ବେଳେ ରାଜଧାନୀରେ ତାତିଲେ ଲୋକେ ! ରାଜମହଲ ଛକରେ ପୋଲିସକୁ ଘେରିଲେ ଉତ୍ୟକ୍ତ ଜନତା, ପୋଲିସ ଗାଡ଼ିରେ…

କନକ ବ୍ୟୁରୋ : ରାଜମହଲ ଛକରେ ଗାଡ଼ି ଯାଞ୍ଚବେଳେ ମୁହାଁମୁହିଁ ହୋଇଛନ୍ତି ଜନତା-ପୁଲିସ।  ରାଜଧାନୀ ଭୁବନେଶ୍ୱରର ରାଜମହଲ ଛକରେ ଫାଇନ୍ ଆଦାୟକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଫଳରେ ରାଜମହଲ ଛକରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି । ଲୋକମାନେ ପୁଲିସ ଆସିଥିବା ପିସିଆର ଭ୍ୟାନ୍‌ର…

ଶେଷ ମୁହୂର୍ତ୍ତରେ ସୃଷ୍ଟି ହେଲା ଜଟିଳ ସ୍ଥିତି ! ଅଧାରେ ରହିଲା ଜହ୍ନକୁ ଯାତ୍ରା ! ଜାଣନ୍ତୁ ପୃଥିବୀରୁ ଚନ୍ଦ୍ର ଯାଏଁ,…

କନକ ବ୍ୟୁରୋ : ୧୧ ବର୍ଷର ଅପେକ୍ଷା । ଦୀର୍ଘ ୪୭ ଦିନ ଧରି ମହାକାଶରେ ଯାତ୍ରା । ହେଲେ ଏହା ପରେ ସାରା ଦେଶବାସୀ ଚନ୍ଦ୍ର ଯାନ ୨ ଠାରୁ ଯେଉଁ ଖବର ଆଶା କରିଥିଲେ ତାହା ମିଳିପାରିନାହିଁ । ହଠାତ୍ ସବୁ କିଛି ମହାକାଶରେ ଅଟକି ଯାଇଛି । ରାତି ୨ଟା ୧ ମିନିଟ ପରଠାରୁ ଚନ୍ଦ୍ରର ଦକ୍ଷିଣ ମେରୁରେ…

କଡ଼ାକଡ଼ି ଟ୍ରାଫିକ୍ କଟକଣା ଭିତରେ ଆରଟିଓଙ୍କୁ ପରିବହନ ସଚିବଙ୍କ ନିର୍ଦ୍ଦେଶ । ଲୋକଙ୍କୁ ହଇରାଣ ନକରନ୍ତୁ, ଦଲାଲଙ୍କ ଉପରେ…

କନକ ବ୍ୟୁରୋ : ଓଡ଼ିଶାରେ କଡ଼ାକଡ଼ି ପାଳନ ହେଉଛି ନୂଆ ମୋଟର ଯାନ ନିୟମ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ପାଖରୁ ମୋଟା ଅଙ୍କର ଜୋରିମାନା ଆଦାୟ ହେଉଛି । କାହା ପାଖରେ ଲାଇସେନ୍ସ ନାହିଁ ତ ପୁଣି କାହା ଗାଡିର କାଗଜପତ୍ର ଠିକ୍ ନାହିଁ । ଏଥିପାଇଁ ଆରଟିଓ ଅଫିସରେ ଏବେ ହଜାର ହଜାର…

ମୋଦି ସରକାରଙ୍କ ୨.୦ ଯୋଜନାର ୧୦୦ ଦିନ ପୂର୍ତ୍ତୀ ! ସରକାରଙ୍କ ଏହି ଯୋଜନା ବଦଳାଇଦେବ କୃଷକଙ୍କ ଜୀବନ , ଅଭାବ କାରଣରୁ…

ମୋଦି ସରକାରଙ୍କ ଦ୍ୱାରା କରାଯାଇଥିବା ୨.୦ ଯୋଜନାର ୧୦୦ ଦିନ ସଂପୂର୍ଣ୍ଣ ହୋଇଯାଇଛି । ସରକାର ୨୦୨୨ ପର୍ଯ୍ୟନ୍ତ ଚାଷୀଙ୍କ ଆୟକୁ ଦୁଇଗୁଣା କରିବାର ଲକ୍ଷ୍ୟ ରଖିଛନ୍ତି । ତେଣୁ ଦ୍ୱିତୀୟ କାର୍ଯ୍ୟକାଳର ୧୦୦ ଦିନରେ ସରକାରଙ୍କ ସମ୍ପୁର୍ଣ୍ଣ ଧ୍ୟାନ କୃଷକଙ୍କ ଉପରେ ରହିଛି । ଉଭୟ କୃଷି ଏବଂ…

ବାହୁଡ଼ିଲେ ଜଗାବଳିଆ : କଟକ ଏସସିବିରେ ଜାରି ରହିବ ଉଭୟଙ୍କ ଚିକିତ୍ସା

କନକ ବ୍ୟୁରୋ : ଓଡ଼ିଶାରେ ପହଞ୍ଚିଲେ ଜଗା-ବଳିଆ । ଗତକାଲି ଏମ୍ସରୁ ଡିସଚାର୍ଜ ହେବାପରେ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା ଫେରିଲେ ଜଗାବଳିଆ । ତାଙ୍କ ସାଙ୍ଗରେ ୬ ଜଣିଆ ଡାକ୍ତରଙ୍କ ସହ ଅଛନ୍ତି ୧୧ ଜଣିଆ ଚିକିତ୍ସକ ଦଳ । ଓଡ଼ିଶାରେ ପହଞ୍ଚିବା ପରେ କଟକରେ ଏସିସିବିରେ ଚିକିତ୍ସିତ ହେବେ ଜଗାବଳିଆ ।…

ବେକ ତଳକୁ କରି ମୋବାଇଲ୍ ଦେଖୁଥିବା ଲୋକଙ୍କ ଉଚ୍ଚତାରେ ପଡୁଛି ପ୍ରଭାବ ! ତାଲିକାରେ ରହିଛି ମହିଳା ଏବଂ ଶିଶୁଙ୍କ ନାଁ ,…

ଲୋକଙ୍କ ଦ୍ୱାରା ମୋବାଇଲ୍ କିମ୍ବା ଅନ୍ୟ କୌଣସି ଉପକରଣକୁ ଦେଖିବା ପାଇଁ ମୁଣ୍ଡ ନୁଆଁଇ ତଳକୁ ଦେଖିବାକୁ ପଡେ କିନ୍ତୁ ଅଧିକାଂଶ ସମୟ ଏଭଳି କଲେ ଆପଣଙ୍କ ଉଚ୍ଚତା ଯେ ବିପଦରେ ଆସିଯାଏ ଏହା ଆପଣ ଜାଣିନଥିବେ । ଆଜିର ସମୟରେ ଫୋନ୍ ଏବଂ ଟାବଲେଟ୍ ର ସ୍ୱାମୀତ୍ୱ ବଢିବା ସହ ଲାପଟପ୍ ଏବଂ ଡେସ୍କଟପ୍…