Daily Archives

September 7, 2019

ମାନସ ମଙ୍ଗରାଜ ପାଇଲେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଓ ଲୋକସଂପର୍କ) ଭାବେ…

ଦାୟିତ୍ୱ ପରେ ପାହ୍ୟା ବାଂଟିଲେ ସରକାର । ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଓ ଲୋକସଂପର୍କ) ଭାବେ ଦାୟିତ୍ୱ ପାଇଥିବା ମାନସ ମଙ୍ଗରାଜଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ଦାୟିତ୍ୱ ନେବା ଦିନଠାରୁ ସେ ରାଷ୍ଟ୍ରମନ୍ତ୍ରୀ ରାଙ୍କର ସମସ୍ତ ସୁବିଧା ସୁଯୋଗ ପାଇବେ । ମୁଖ୍ୟମନ୍ତ୍ରୀଙ୍କ…

ନିୟମ ଭାଙ୍ଗିଲେ ନିସ୍ତାର ନାହିଁ । ମଦ ପିଇ ଗାଡି ଚଲାଇବା ବେଳେ କଟକରେ ଗିରଫ ହେଲେ ଯୁବକ ସେପଟେ ରାଜଗାଙ୍ଗପୁର ଟୋଲ…

କନକ ବ୍ୟୁରୋ: ରାଜ୍ୟର ତମାମ୍ ଟୋଲ୍ ଗେଟରେ ପଡ଼ିଛି ଟ୍ରାଫିକ୍ ପୁଲିସର ପହରା । ବ୍ରେଥ୍ ଅନାଲାଇଜର୍ ଲଗାଇ କରାଯାଉଛି ଯାଂଚ୍ । ଆଉ ଚାଳକ ନିଶାସେବନ କରିଥିବା ସାମ୍ନାକୁ ଆସିଲେ ଦେବାକୁ ପଡୁଛି ମୋଟା ଅଙ୍କର ତଣ୍ଡ । ଏମିତି କି କିଛି ମଦୁଆ ଡ୍ରାଇଭରଙ୍କୁ ଗିରଫ ମଧ୍ୟ କରାଯାଇଛି । ପୁଲିସ…

ନୂଆ ଟ୍ରାଫିକ୍ ନିୟମ ପରେ ରାଜ୍ୟ ସରକାରଙ୍କ ନୂଆ ନିଷ୍ପତି । ଦୁର୍ଘଟଣାଗ୍ରସ୍ତଙ୍କୁ ଘରୋଇ ହସ୍ପିଟାଲରେ ମିଳିବ ମାଗଣା…

କନକ ବ୍ୟୁରୋ: ନୂଆ ଟ୍ରାଫିକ୍ ନିୟମ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷର ନିଆଁ ଜଳୁଥିବାବେଳେ ରାଜ୍ୟ ସରକାରଙ୍କ ନୂଆ ନିଷ୍ପତି । ଏଣିକି ଦୁର୍ଘଟଣାଗ୍ରସ୍ତଙ୍କୁ ଟ୍ୱିନସିଟିର ସମସ୍ତ ଘରୋଇ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା । ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ଥିବା…

ଟ୍ରାଫିକ୍ ପାଇଁ ରାଜ୍ୟ ସରକାର ଜାରି କଲେ ଟୋଲ୍ ଫ୍ରି ନମ୍ବର । ସମସ୍ତ ଆରଟିଓରେ ଖୋଲିଲା ହେଲ୍ପ ଡେସ୍କ, ଲୋକଙ୍କ…

କନକ ବ୍ୟୁରୋ : ମୋଟର ଯାନ ଆଇନରେ ସହାୟତା ପାଇଁ ଖୋଲିଲା ହେଲ୍ପ ଡେସ୍କ । ହେଲ୍ପ ଡେସ୍କର ଟୋଲ୍ ଫ୍ରି ନମ୍ବର ଜାରି କଲେ ରାଜ୍ୟ ସରକାର । ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଆଜି ରାଜଧାନୀର ରାଜମହଲ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ପୋଲିସ ଏବଂ ପବ୍ଲିକ ମଧ୍ୟରେ ଧସ୍ତାଧସ୍ତି ହେବା ସହ ଲାଠି…

ରାଜମହଲ ଛକରେ ପୋଲିସ ଛାଉଣୀ : ଚେକିଂ ସମୟରେ ଉତ୍ତେଜନା, ମୃଦୁ ଲାଠିଚାଳନା କଲା ପୋଲିସ୍

କନକ ବ୍ୟୁରୋ : ରାଜମହଲ ଛକରେ ପୋଲିସ ଛାଉଣୀ । ରାଜଧାନୀ ଭୁବନେଶ୍ୱର ରାଜମହଲ ଛକରେ ଚେକିଂ ସମୟରେ ଉତ୍ତେଜନା  ବଳବତ୍ତର ରହିଛି । ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି । ଅଢ଼େଇ ଘଂଟା ବିତିଥିବା ବେଳେ ଏବେ ବି ସ୍ଥିତି ନିୟନ୍ତ୍ରଣାଧୀନ ହୋଇନି । ରାଜମହଲ ଛକରେ ଗମନାଗମନ ଠପ୍ ହୋଇଛି ।  ପୋଲିସ…

ଲ୍ୟାଣ୍ଡର ସହ ଚନ୍ଦ୍ରଯାନ-୨ ର ସଂପର୍କ ଭାଙ୍ଗିଥିଲେ ବି ଅନ୍ତର୍ଜାତୀୟ ଗଣମାଧ୍ୟମ କଲା ଇସ୍ରୋର ପ୍ରଶଂସା ! କହିଲା ,…

ଭାରତର ମହତ୍ତ୍ୱାକାଂକ୍ଷୀ ମିଶନ୍ ଚନ୍ଦ୍ରଯାନ-୨ ଶୁକ୍ରବାର ମଧ୍ୟରାତ୍ରରେ ଚନ୍ଦ୍ରଠାରୁ ମାତ୍ର ୨.୧ କି.ମି. ଦୂରତାରେ ହିଁ ଥିବାବେଳେ ସଂପର୍କ ଛିନ୍ନ ହୋଇ ଯାଇଥିଲା । ଲ୍ୟାଣ୍ଡର ବିକ୍ରମକୁ ୧.୩୮ ମିନିଟ୍ ସମୟରେ ଚନ୍ଦ୍ରକୁ ଆଣିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଚନ୍ଦ୍ରଠାରୁ ମାତ୍ର ୨.୧…