Daily Archives

September 5, 2019

କାଳେ ପ୍ରଦୂଷଣ ପାଇଁ ଲାଗିଯିବ ଫାଇନ୍ । ଗାଡି ଚାଳକଙ୍କ ମନରେ ପଶିଲା ଛନକା, ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଲାଗିଲା…

କନକ ବ୍ୟୁରୋ : ନିଦ ହଜାଇଛି ନୂଆ ଟ୍ରାଫିକ୍ ନିୟମ । କାର୍ ହେଉ କି ବାଇକ୍, ଘରୁ ଗାଡି କାଢିଲେ ଛାତିରେ ଛନକା ପଶୁଛି । କାଳେ କେଉଁଠି ମାଡିବସିବେ ଟ୍ରାଫିକ୍ ପୋଲିସ, ଆଉ ଆପଣଙ୍କ ଉପରେ ଲଗାଇବେ ଫାଇନ୍ ଉପରେ ଫାଇନ୍ । ତାକୁ ନେଇ ଏବେ ଚାଳକଙ୍କ ଛାତିରେ ଛନକା ପଶିଛି । କାରଣ ଚାତକ ପରି…

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା । ଚିଦାମ୍ବରମଙ୍କୁ ଜେଲ୍, ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ତିହାର ଜେଲରେ ରହିବେ…

କନକ ବ୍ୟୁରୋ: ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲା । ଜେଲ ଯିବେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ । ତିହାର ଜେଲ ପଠାଇବାକୁ ନିର୍ଦ୍ଦେଶ ଦେଲେ ରାଉଜ ଏଭିନ୍ୟୁ କୋର୍ଟ । ଆସନ୍ତା ସେପ୍ଟେମ୍ବର ୧୯ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ । ତେବେ…

ବାଲାକୋଟ୍ ଏୟାର ଷ୍ଟ୍ରାଇକ ପରେ ବି ସୁଧୁରୁନି ପାକିସ୍ତାନ : ପିଓକେରେ ନୂଆ ଆତଙ୍କୀ କ୍ୟାମ୍ପ ସକ୍ରିୟ

କନକ ବ୍ୟୁରୋ : ଚରମ ଆର୍ଥିକ ସଙ୍କଟ ଭିତରେ ବି ସୁଧୁରୁନି ପାକିସ୍ତାନ । ଦେଶରେ ଲୋକେ ଦାନା ମୁଠାଏ ପାଇବା ପାଇଁ ଡହକ ବିକଳ ହେଉଛନ୍ତି । ହେଲେ ଭାରତ ବିରୋଧୀ ଷଡ଼ଯନ୍ତ୍ର ବଳବତ୍ତର ରହିଛି । ଆତଙ୍କବାଦର ଆଡ୍ଡାସ୍ଥଳ ପାଲିଟିଥିବା ପାକିସ୍ତାନ ଆତଙ୍କବାଦ ପାଇଁ ବିଶ୍ୱସ୍ତରରେ ସବୁବେଳେ…

ଶିଳାନ୍ୟାସ ପରେ ଶୋଇପଡ଼ିଲେ କେନ୍ଦ୍ର ସରକାର! ନିର୍ବାଚନ ପୂର୍ବରୁ ଭିତ୍ତିପ୍ରସ୍ତର କରିଥିଲେ ହେଲେ ୬ମାସ ପରେ ବି ପାଦେ…

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ହେଲା ଶିଳାନ୍ୟାସ । କାର୍ଯ୍ୟକ୍ଷମ ପାଇଁ ଅଂଚଳବାସୀଙ୍କୁ ଦେଖାଗଲା ଗୋଲାପୀ ସ୍ୱପ୍ନ । ହେଲେ ନିର୍ବାଚନର ୬ମାସ ବିତିଯାଇଥିଲେ ବି ଅଂଚଳରେ ଆସିନି କୌଣସି ପରିବର୍ତ୍ତନ । ଆମେ କହୁଛୁ ରାଉରକେଲାର ସେକ୍ଟର-୧୫ରେ ହେବାକୁ ଥିବା ‘‘ଜୀବିକା ଦକ୍ଷତା ବିକାଶ…

କୋରାପୁଟ ସ୍କୁଲରେ ରାମଙ୍କ ଦୋକାନକୁ ନେଇ ଚର୍ଚ୍ଚା । ସ୍କୁଲରେ ମିଳୁଛି ସବୁ ପ୍ରକାର ପାଠପଢା ସାମଗ୍ରୀ

କନକ ବ୍ୟୁରୋ: ରାମଙ୍କ ଦୋକାନ ! ଏ କେଉଁ ବଜାର ହାଟର ପୂଜା ସାମଗ୍ରୀ ଦୋକାନର ନାଁ ନୁହେଁ । ବରଂ ଏହା ସ୍କୁଲ ଭିତରେ ଗଢି ଉଠିଥିବା ଏକ ଦୋକାନର ନାଁ । ଆଦିବାସୀ ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ଏବଂ ପିଲାଙ୍କୁ ପାଠ ପ୍ରତି ଆକୃଷ୍ଟ କରିବାକୁ ଏଭଳି ଏକ ଦୋକାନର ପରିକଳ୍ପନା କରିଛନ୍ତି ଉକ୍ତ…

ରାୟଗଡାର ନିସ୍ୱାର୍ଥପର ସେବକ : ଗୁଣୁପୁରରେ ସ୍ୱର୍ଗରଥ କରି ଡାକ୍ତରଖାନାରୁ ମାଗଣାରେ ଶବ ବୋହୁଛନ୍ତି ଦୟାନିଧି ବାରିକ

କନକ ବ୍ୟୁରୋ : ରାୟଗଡାର ନିସ୍ୱାର୍ଥପର ସେବକ ଦୟାନିଧି ବାରିକ । ଗୁଣୁପୁରରେ ସ୍ୱର୍ଗରଥ କରି ଡାକ୍ତରଖାନାରୁ ମାଗଣାରେ ଶବ ବୋହି ଶ୍ମସାନ ଘାଟରେ ପହଞ୍ଚାଉଛନ୍ତି ଦୟାନିଧି । ଆଉ ତାଙ୍କର ଏହି କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇଛନ୍ତି ସମାଜସେବୀ । ରାୟଗଡା ଜିଲ୍ଲା ଗୁଣୁପୁର ବାବୁଲି ନଗରର…