Daily Archives

September 1, 2019

ଟ୍ରାଫିକ୍ ନିୟମ ମାନନ୍ତୁ, ଟଙ୍କା ବଂଚାନ୍ତୁ, ନହେଲେ ଗଣିବାକୁ ପଡ଼ିବ ୧୦ ହଜାର ଯାଏଁ ଟଙ୍କା । ନିୟମ ଉଲ୍ଲଂଘନକାରୀଙ୍କୁ…

କନକ ବ୍ୟୁରୋ : ଦେଶରେ ଆଜି ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଗାଡି ଚାଳକଙ୍କୁ ଲାଗିଛି ଟ୍ରାଫିକ ଛାଟ । ଯେଉଁ ବାଇକ୍ ଆରୋହିମାନେ ହେଲମେଟ୍ ପିନ୍ଧି ନଥିଲେ ଆଜି ତାଙ୍କୁ ୧ ହଜାର ଟଙ୍କା ଫାଇନ ଦେବାକୁ ପଡିଛି । ଯେଉଁ ଗାଡି ଚାଳକମାନେ ମୋବାଇଲରେ ଗପିଗପି ଗାଡି…

ବାଜୁଛି ମାଟି ଶଙ୍ଖ: ଶଙ୍ଖ ଶୁଭିଲେ ଶିହରି ଯାଉଛି ତାଲୁରୁ ତଳିପା । ମଲା ମାଟିକୁ ଜୀବନ ଦେଇ ସୁରିଲା କରୁଛନ୍ତି ରେମୁଣାର…

କନକ ବ୍ୟୁରୋ: ଶଙ୍ଖ ! ସଞ୍ଜ ହେଲେ ଚଉରା ମୂଳୁ ଶୁଭୁଥିବା ଏକ ପବିତ୍ର ଧ୍ୱନି, ଠାକୁର ଘରୁ ଭାସି ଆସୁଥିବା ଏକ ଆଧ୍ୟାତ୍ମିକ ତରଙ୍ଗ । ଶଙ୍ଖ ଶୁଭ କାମରେ ଶୁଭେ, ଧାର୍ମିକ କାର୍ଯ୍ୟରେ ବାଜେ । ଆଉ ବିପଦ ଆସିବା ଆଗରୁ ବି ଶଙ୍ଖ ବଜାଇ ସତର୍କ କରାଯାଏ । ତେଣୁ ତ ଶଙ୍ଖ ଆମ ସଂସ୍କୃତି, ଆମ ପରମ୍ପରାର…

ବାକିରେ ଚାଲିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା : ସରକାରଙ୍କୁ ପ୍ରାପ୍ୟ ଦାବିରେ ମାସକର ମହଲତ ଦେଲା ବେସରକାରୀ…

କନକ ବ୍ୟୁରୋ : ବାକିରେ ଚାଲିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଯୋଜନାରେ ସେବା ଯୋଗାଇଥିବା ଘରୋଇ ହସ୍ପିଟାଲମାନଙ୍କର ସରକାରଙ୍କ ଉପରେ ବାକିରେ ପଡିଛି କୋଟି କୋଟି ଟଙ୍କା । ଏହି ପ୍ରାପ୍ୟ ପାଇବା ପାଇଁ ସରକାରଙ୍କୁ ମାସକର ମହଲତ ଦେଇଛନ୍ତି ବେସରକାରୀ ଡାକ୍ତରଖାନା ସଂଘ  । ୩ ଦଫା ଦାବି…

ରାତି ପାହିଲେ ଗଣେଷ ଚତୁର୍ଥୀ ! ଜ୍ଞାନଦାତାଙ୍କ ପୂଜାର୍ଚ୍ଚନା ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି

କନକ ବ୍ୟୁରୋ : ରାତି ପାହିଲେ ଗଣେଷ ଚତୁର୍ଥୀ । ଧାରାବତଣ କରିବେ ବିଘ୍ନନାଶକ । ଚଳଚଂଚଳ ପୁର ପଲ୍ଲୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ଗଣେଶ ଆଜି ପୂଜା ପାଇବେ । ଏଥିପାଇଁ ଦେଶର ପଲ୍ଲୀଠାରୁ ଦିଲୀ ଯାଏଁ ଚଳଚଂଚଳ । ଅନେକ ସ୍ଥାନରେ ସକାଳୁ ସକାଳୁ ପୂଜା ଆରମ୍ଭ ହୋଇସାରିଲାଣି । ବଡ ବଡ ତୋରଣ…

,‘ମୋ ବସ୍’ ଯାତ୍ରୀଙ୍କ ପାଇଁ ଖୁସି ଖବର : ଏଣିକି ଯାତ୍ରା ସମୟରେ ମିଳିବ ମାଗଣା ଖବରକାଗଜ,ଆଜି ଠାରୁ ଆରମ୍ଭ ହେଲା ସେବା

କନକ ବ୍ୟୁରୋ : ‘ମୋ ବସ୍’ ଯାତ୍ରୀଙ୍କ ପାଇଁ ଖୁସି ଖବର । ମୋ ବସରେ ଆରମ୍ଭ ହେଲା ମାଗଣା ଖବରକାଗଜ ସେବା । ଏଣିକି ମୋ ବସ ଯାତ୍ରୀଙ୍କୁ ମିଳିବ ମାଗଣା ଖବରକାଗଜ । ଆଜି ମାଷ୍ଟରକ୍ୟାଣ୍ଟିନ୍ ମୋ ବସ୍ ଡିପୋରେ ‘ନ୍ୟୁଜ ପେପର ଅନ୍ ହ୍ୱିଲ’ର ଶୁଭାରମ୍ଭ କରିଛନ୍ତି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍…

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ୍ : ମୁହଁତୋଡ଼୍ ଜବାବ ଦେଲା ସେନା

କନକ ବ୍ୟୁରୋ : ସୁଧୁରୁନି ପାକିସ୍ତାନ୍ । ବାରମ୍ବାର ଭାରତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପଡ଼ୋଶୀ ଦେଶ । ଆଜି ପୁଣି ଥରେ ଜମ୍ମୁକଶ୍ମୀର ପୁଂଛରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି ପାକିସ୍ତାନ । ତେବେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତୀୟ ସେନା । ଗତ ଗୁରୁବାର ଦିନ ମଧ୍ୟ…