Daily Archives

August 31, 2019

ରାତି ପାହିଲେ ରାଜ୍ୟରେ ନୂଆ ନିୟମ । ଟ୍ରାଫିକ ଆଇନ ଭାଙ୍ଗିବା ପଡ଼ିବ ମହଙ୍ଗା, ଜେଲ ଯିବା ସହ ପକେଟରୁ ଯିବ ମୋଟା ଅଙ୍କର…

କନକ ବ୍ୟୁରୋ: ରାସ୍ତାରେ ଗାଡି ଚଲାଇବା ବେଳେ ସାବଧାନ ହୋଇଯାଆନ୍ତୁ । କାରଣ ରାତି ପାହିଲେ ରାଜ୍ୟରେ ଲାଗୁ ହେବ ନୂଆ ଟ୍ରାଫିକ୍ ନିୟମ । ଯାହାକୁ ଭାଙ୍ଗିଲେ ଆପଣ ମୋଟା ଅଙ୍କର ଜରିମାନା ଗଣିବା ନିଶ୍ଚିତ । କେନ୍ଦ୍ର ସରକାର ମୋଟର ଯାନ ଆଇନ ୧୯୮୮ର ସଂଶୋଧନ କରିଛନ୍ତି, ଯାହା ଆସନ୍ତାକାଲିଠାରୁ ଆମ…

ଦୁଇ ଦିଦ ବନ୍ଦ ରହିବ ପୁରୀରେ ଉଚ୍ଛେଦ ପ୍ରକ୍ରିୟା । ଏମାର ମଠରେ ଥିବା ମନ୍ଦିର ଓ ବାକି କୋଠରୀର ଯାଞ୍ଚ କରିବେ…

କନକ ବ୍ୟୁରୋ : ଆସନ୍ତା ୨ ଦିନ ପୁରୀରେ ବନ୍ଦ ରହିବ ଉଚ୍ଛେଦ କାର୍ଯ୍ୟ । ଆସନ୍ତାକାଲି ଓ ଗଣେଶ ପୂଜା ଦୁଇଦିନ ଧରି ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଏମାର ମଠରେ ଥିବା ମନ୍ଦିର ଓ ବାକି କୋଠରୀର ଯାଞ୍ଚ କରାଯିବ । ସ୍ୱତନ୍ତ୍ର ଟେକ୍ନିକାଲ ଟିମ୍ ଏହାର ଯାଞ୍ଚ…

ଦିଲ୍ଲୀ ଦରବାରରେ ଓଡ଼ିଆ ଅଫିସରଙ୍କ ଦବଦବା । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ ହୋଇପାରନ୍ତି ବରିଷ୍ଠ ଆଇଏଏସ ଅଫିସର…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହୋଇପାରନ୍ତି ଓଡ଼ିଆ ପୁଅ । ବରିଷ୍ଠ ଆଇଏଏସ ଅଫିସର ନିପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦ ଛାଡିବା ନେଇ ଆବେଦନ କରିବା ପରେ ଏହି ପଦରେ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ରଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ୧୯୭୨…

ଦୁର୍ନୀତି କଲେ…ନିସ୍ତାର ଦେବେନି ନବୀନ । ଚଳିତ ମାସରେ ୨୧ ଅଧିକାରୀଙ୍କୁ ବରଖାସ୍ତ ସହ ୬ଜଣ ପୂର୍ବତନ ଅଧିକାରୀଙ୍କ…

କନକ ବ୍ୟୁରୋ: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରୀ । ପୁଣି ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବରଖାସ୍ତ କରିବା ସହ ୪ ଜଣଙ୍କ ପେନସନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ…

ଜାଲ୍ ନୋଟ୍ ଚାଲ୍ ଖେଳୁଛି ପାକିସ୍ତାନ । କରାଚିରେ ଛପା ଯାଉଛି ୨୦୦୦ ଟଙ୍କିଆ ଜାଲ୍ ନୋଟ୍  । ଦାଉଦ୍-ଆଇଏସଆଇ ଇସାରାରେ…

କନକ ବ୍ୟୁରୋ: ହୁସିଆର୍ ଜାଲ୍ ନୋଟ ଚାଲ୍ ଖେଳୁଛି ପାକିସ୍ତାନ । ଅସୁରକ୍ଷିତ ହେବାରେ ଲାଗିଛି ୨୦୦୦ ଟଙ୍କିଆ ଭାରତୀୟ ନୋଟ୍ । କରାଚିରେ କାରସାଦି କରି ପାକିସ୍ତାନ ଛାପୁଛି ଏହି ଭାରତୀୟ ନୋଟ୍ । ଆଉ ଏହାକୁ ଭାରତୀୟ ବଜାରକୁ ମଧ୍ୟ ଛାଡ଼ି ଦେଶକୁ ଦେବାଳିଆ କରିବାକୁ ସାଂଘାତିକ ଷଡ଼ଯନ୍ତ୍ର କରିଛି…

ସ୍ୱାୟତ ଶାସନ ଦିବସରେ ସରକାରଙ୍କ ନୂଆ ପଦକ୍ଷେପ। ଅନଲାଇନରେ ମାତ୍ର ୪୮ ଘଂଟାରେ ଅନୁମୋଦନ ହେବ ଘର ନକ୍ସା

କନକ ବ୍ୟୁରୋ: ସ୍ୱାୟତ ଶାସନ ଦିବସରେ ସରକାରଙ୍କ ନୂଆ ପଦକ୍ଷେପ ।  ସହଜ ଓ ତ୍ୱରିତ ସେବା ପାଇଁ ‘ୱାର୍ଡ କାର୍ଯ୍ୟାଳୟ’ ଉଦଘାଟିତ ହୋଇଛି ।  ୱାର୍ଡ କାର୍ଯ୍ୟାଳୟର କାର୍ଯ୍ୟ ଜଣେ ୱାର୍ଡ ଅଫିସରଙ୍କ ସହାୟତାରେ ପରିଚାଳିତ ହେବ ।  ୱାର୍ଡ କାର୍ଯ୍ୟାଳୟର ପ୍ରମୁଖ ଉଦ୍ଦେଶ୍ୟ , ସଫେଇ,ଡ୍ରେନେଜ ଓ…