Daily Archives

August 30, 2019

ଆଇଏଏସ ସ୍ତରରେ ଅଦଳବଦଳ । ପ୍ରଦୀପ ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ସଚିବ ଭାବେ ନୂଆ ଦାୟିତ୍ୱ, ବିଷ୍ଣୁ ପଦଙ୍କୁ ଶକ୍ତି ସଚିବ…

କନକ ବ୍ୟୁରୋ : ଆଇଏଏସ ସ୍ତରରେ ଅଦଳବଦଳ । ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ସଚିବ ଭାବେ ଦାୟିତ୍ୱ ମିଳିଥିବା ବେଳେ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିଭଳି ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଭାବେ ମୋନା ଶର୍ମାଙ୍କୁ ନୂଆ ଦାୟିତ୍ୱ ମିଳିଛି । ସଞ୍ଜୀବ…

ପୁଣି ଚଳଚଞ୍ଚଳ ହେବ କି ସାରଥୀ ସାମ୍ରାଜ୍ୟ? ପ୍ରବଚନ ପାଇଁ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କଲେ ଭଣ୍ଡ ସାରଥୀ ।

କନକ ବ୍ୟୁରୋ : ସତସଙ୍ଗ ହେବ, ପ୍ରବଚନ ଶୁଭିବ? ପୁଣିଥରେ ପ୍ରବଚନ ଦେବେ ସାରଥୀ? ପୁଣିଥରେ ସଭା କରି ପ୍ରବଚନ ଦେବାକୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଭଣ୍ଡ ସାରଥୀ । ପ୍ରବଚନ ପାଇଁ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି ଭଣ୍ଡ ସାରଥୀ ଓରଫ ସନ୍ତୋଷ ରାଉଳ । ଜେଲରୁ ମୁକୁଳିବା ପରେ…

ବିଗିଡିବାରେ ଲାଗିଛି ଦେଶର ଅର୍ଥାବସ୍ଥା । ତଳକୁ ଖସିଲା ଜିଡିପି, ଜଟିଳ ହେଉଛି ସ୍ଥିତି…

କନକ ବ୍ୟୁରୋ: ବିଗିଡ଼ିବାରେ ଲାଗିଛି ଦେଶର ଆର୍ଥିକ ସ୍ଥିତି । ଧିରେ ଧିରେ ମାନ୍ଦାବସ୍ଥା ଆଡ଼କୁ ମୁହାଁଇଛି ଭାରତ । କାରଣ ତିନିମାସରେ ତଳକୁ ଖସିଲା ଜିଡିପିର ପାରଦ । କେନ୍ଦ୍ରୀୟ ପରିସଂଖ୍ୟନ ସଂଗଠନ (ସିଏସଓ) ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ମୁତାବକ ଭାରତର ଜିଡିପି ୫.୮ରୁ ଖସିଆସି ୫…

ଟ୍ରେନରେ ଡ଼ାକ୍ତରଖାନାର ସୁବିଧା। ଦେଶର ପ୍ରଥମ ହସ୍ପିଟାଲ ଟ୍ରେନ ଲାଇଫଲାଇନ ଏକ୍ସପ୍ରେସ ଯୋଗାଉଛି ରୋଗୀଙ୍କୁ ମାଗଣା…

କନକ ବ୍ୟୁରୋ: ଟ୍ରେନରେ ଡ଼ାକ୍ତରଖାନାର ସୁବିଧା । ମୁମ୍ବାଇରେ ପହଂଚିଲା ଏହି ଲାଇଫ ଲାଇନ ଏକ୍ସପ୍ରେସ । ଦେଶର ପ୍ରଥମ ହସ୍ପିଟାଲ ଟ୍ରେନ ଲାଇଫଲାଇନ ଏକ୍ସପ୍ରେସ ବୀରବାର ମୁମ୍ବାଇର ଶିବାଜୀ ମହାରାଜ ଟର୍ମିନାଲରେ ପହଂଚିଛି । ଏହି ଏକ୍ସପ୍ରେସ ଦେଶର ୧୨ ଲକ୍ଷ ରୋଗୀଙ୍କୁ ଚିକିତ୍ସା ସୁବିଧା ସୁଯୋଗ…

ବ୍ୟାଙ୍କ କ୍ଷେତ୍ରରେ ବଡ଼ ସଂସ୍କାର : ୧୦ଟି ବ୍ୟାଙ୍କ ମିଶି ହେଲା ୪ଟି ବଡ଼ ବ୍ୟାଙ୍କ, କେଉଁ ବ୍ୟାଙ୍କ ସହ ମିଶିଲା କେଉଁ…

କନକ ବ୍ୟୁରୋ: ବ୍ୟାଙ୍କ କ୍ଷେତ୍ରରେ ବଡ଼ ସଂସ୍କାର କଲେ କେନ୍ଦ୍ର ସରକାର । ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବାରୁ ତାହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଆର୍ଥିକ ସଂସ୍କାର ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଛନ୍ତି । ତେଣୁ ଅନେକ ପବ୍ଲିକ ସେକ୍ଟର ବ୍ୟାଙ୍କକୁ ମିଶ୍ରିତ କରି ଗୋଟିଏ…

ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଖୁବଶୀଘ୍ର ହେବ ନିଷ୍ପତ୍ତି । ସୋନିଆ ଗାନ୍ଧିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ । ଉଭୟଙ୍କ ମଧ୍ୟରେ ପ୍ରାୟ ଅଧ ଘଂଟା ଧରି ବୈଠକ ଚାଲିବା ପରେ ଏବେ ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନାଁ ଶୀଘ୍ର ଘୋଷଣା ହେବ ବୋଲି ଚର୍ଚ୍ଚା…