Daily Archives

August 28, 2019

ଚିଲିକାରେ ଧିରେ ଧିରେ ବୁଡୁଛି ମାଲେସିଆ ଜାହାଜ । ତେଲ କାଢିବାକୁ ଚାଲିଛି ପ୍ରୟାସ, ପାଣି ଭିତରେ ଜାହାଜର ସ୍ଥିତି…

କନକ ବ୍ୟୁରୋ : ଚିଲିକା ନିକଟ ସମୁଦ୍ରରେ ଫସିରହିଥିବା ମାଲେସିଆ ଜାହାଜର କଂଟେନର ଧିରେ ଧିରେ ପାଣି ଭିତରେ ବୁଡିବାକୁ ଲାଗିଛି । ସେପଟେ ଜାହାଜ ମଧ୍ୟ ଢେଉ ମାଡରେ ଦୋହଲୁଛି ଏବଂ ଗୋଟିଏ ପାଖକୁ ଢଳି ରହିଛି । ଏହାରି ଭିତରେ ଆଜି ଜାହାଜରୁ ତେଲ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇ ଦିନ…

ରାହୁଲଙ୍କ ମନ୍ତବ୍ୟକୁ ନେଇ କାଶ୍ମୀର ପ୍ରସଙ୍ଗରେ ଜାତିସଂଘକୁ ଚିଠି ଲେଖିଲା ପାକିସ୍ତାନ । ରାହୁଲ କହିଲେ, କାଶ୍ମୀର…

କନକ ବ୍ୟୁରୋ : ପାକିସ୍ତାନ ଖେଳିଲା ରାହୁଲ କାର୍ଡ । ଜାମ୍ମୁକାଶ୍ମୀର ଉପରେ ମିଳିତ ଜାତିସଂଘକୁ ପାକିସ୍ତାନ ଲେଖିଥିବା ଏକ ଚିଠିରେ ରାହୁଲ ଗାନ୍ଧିଙ୍କ କଥା ଉଲ୍ଲେଖ କରାଯାଇଛି । ଏହି ଚିଠିରେ କୁହାଯାଇଛି, ଭାରତର ଏକ ପ୍ରମୁଖ ରାଜନୈତିକ ଦଳର ନେତା ରାହୁଲ ଗାନ୍ଧି କହିଛନ୍ତି, କାଶ୍ମୀର ଅଶାନ୍ତ…

ଧିମଉଛି ଅର୍ଥନୀତି ! ବିଶ୍ୱରେ ମାନ୍ଦାବସ୍ଥା ଚାଲିଥିବା ବେଳେ ଓଡ଼ିଶାର ଆଇଟି କ୍ଷେତ୍ରରେ ବି ପଡୁଛି ପ୍ରଭାବ, ନିଯୁକ୍ତି…

କନକ ବ୍ୟୁରୋ : ଅର୍ଥନୈତିକ ମାନ୍ଦାବସ୍ଥାର ପ୍ରଭାବ ଓଡିଶାର ଆଇଟି ସେକ୍ଟର ଉପରେ ପଡିଛି । ଦେଶର ଏକ ପ୍ରମୁଖ ଆଇଟି କମ୍ପାନୀର ଓଡିଶା ଶାଖା ଅଧିକାରୀ କହିଛନ୍ତି, ନୂଆ ନିଯୁକ୍ତି ପାଇଁ ଏବେ ସୁଯୋଗ ନାହିଁ । ନିଯୁକ୍ତି ଏକପ୍ରକାର ବନ୍ଦ ହୋଇଯାଇଛି ବୋଲି ଏହି ଅଧିକାରୀ ଜଣକ କହିଛନ୍ତି । ଏହାଛଡା…

ଦୁଷ୍କର୍ମକାରୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ । ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଦୋଷୀକୁ ମିଳିଲା ଫାଶୀ…

କନକ ବ୍ୟୁରୋ : ବାରିପଦାରେ ଜଣେ ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା ଘଟଣାରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେଇଛନ୍ତି ବାରିପଦାର ସ୍ପେଶାଲ ପକସୋ କୋର୍ଟ । ପକସୋ ଆକ୍ଟରେ ବିଚାର କରି ଅପରାଧୀକୁ ଫାଶୀ ଖୁଂଟରେ ଝୁଲାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି । ଗତବର୍ଷ ଜୁନ୍ ମାସ ୧୫ ତାରିଖରେ…

ଗଣମାଧ୍ୟମ ଓ ଲୋକସଂପର୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପରାମର୍ଶଦାତା ହେଲେ ମାନସ ମଙ୍ଗରାଜ । ମୁଖ୍ୟମନ୍ତ୍ରୀ ଦେଲେ…

ବିଜେଡି ନେତା ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ ମିଳିଛି । ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଏବଂ ଲୋକସଂପର୍କ) ଭାବେ ଗୁରୁ ଦାୟିତ୍ୱ ତାଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଂଚମ ପାଳିରେ ବିଜୁ ଜନତା ଦଳ ସରକାରକୁ ଆସିବା ପରେ ଅନେକ ଲୋକହିତକାରୀ ପଦକ୍ଷେପ ମାନ ଗ୍ରହଣ…