Daily Archives

August 27, 2019

ବଡ଼ଦାଣ୍ଡରେ ଚାଲିଲା ବୁଲଡୋଜର, ମାଟିରେ ମିଶିଲା ଲଙ୍ଗୁଳି ମଠ : କାଲି ପଡ଼ିବ ଏମାର ମଠର ପାଳି

କନକ ବ୍ୟୁରୋ : ସୁରକ୍ଷା ଏବଂ ପୁରୀକୁ ବିଶ୍ୱ ଐତିହ୍ୟସ୍ଥଳୀ କରିବା ପାଇଁ ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ଉତ୍ତର ପାଶ୍ୱର୍ରେ ଥିବା ଲଙ୍ଗୁଳି ମଠ ଓ ମଠରୁ ଭଡାରେ ନେଇଥିବା ୨୬ଟି ଦୋକାନ ଘର ଭଙ୍ଗାଯାଇଛି ।…

ସୁନା ବଜାରରେ ନିଆଁ : ରେକର୍ଡ ଛୁଇଁଲା ସୁନା ଦର, ୧୦ ଗ୍ରାମକୁ ୪୦ ହଜାର ଟଙ୍କା

କନକ ବ୍ୟୁରୋ : ଐତିହାସିକ ସ୍ତରରେ ପହଞ୍ଚିିଛି ସୁନାର ଦର । ୧୦ ଗ୍ରାମ ସୁନାର ମୂଲ୍ୟ ହେଲା ୪୦ହଜାର ଟଙ୍କା । ସୁନା ଦର ୧୦ ଗ୍ରାମ ପିଛା ୬୭୫ ଟଙ୍କା ବୃଦ୍ଧି ପାଇ ରେକର୍ଡ ସୃଷ୍ଟି କରିଛି । ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟକ ଲଢେଇ କାରଣରୁ ସୁନାର ଦର ବୃଦ୍ଧି ପାଉଥିବା ଅନୁମାନ କରାଯାଉଛି ।…

କ୍ଷମା ମାଗିଲେ ପପୁ : ରାନୁ ମଣ୍ଡଳଙ୍କୁ ଅଧିକ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଭିଡ଼ିଓ ପ୍ରସ୍ତୁତ କରିଥିବା କହି ସଫେଇ…

କନକ ବ୍ୟୁରୋ : ଭୁଲ କରୁଛନ୍ତି ଆଉ କ୍ଷମା ମାଗୁଛନ୍ତି । ବାରମ୍ବାର ଭୁଲର ପୁନରାବୃତ୍ତି ହେଉଛି ସତ ହେଲେ ଭୁଲ ସୁଧାରୁନାହାନ୍ତି ଓଲିଉଡ଼ର ହାସ୍ୟଭିନେତା ପପୁ ପପୁ ପମପମ୍ । ରାନୁ ମଣ୍ଡଳଙ୍କ ବ୍ୟଙ୍ଗ କରି ଭିଡ଼ିଓ ପୋଷ୍ଟ କରିବା ପରେ କ୍ଷମା ମାଗିଛନ୍ତି ପପୁ ପମପମ୍ । ଅତି କମ ସମୟ ଭିତରେ…

ଡିଡିସିଏର ବଡ ନିଷ୍ପତି, ବଦଳିବ ଫିରୋଜ ଶାହା କୋଟଲା ଷ୍ଟାଡିୟମର ନାଁ । ଅରୁଣ ଜେଟଲୀଙ୍କ ନାଁରେ ନାମିତ ହେବ ଏହି…

ବଦଳିବ ଫିରୋଜ ଶାହା କୋଟଲା ଷ୍ଟାଡିୟମର ନାଁ । ଏଣିକି ଫିରୋଜ ଶାହା କୋଟଲା ଷ୍ଟାଡିୟମ ଅରୁଣ ଜେଟଲି ଷ୍ଟାଡିୟମ ନାଁରେ ନୂଆ ପରିଚୟ ପାଇବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଦିଲ୍ଲୀ କ୍ରିକେଟ ଆସୋସିଏସନ ବା ଡିଡିସିଏ । ପୂର୍ବରୁ ଡିଡିସିଏର ଅଧ୍ୟକ୍ଷ ରହିଥିବା ଅରୁଣଙ୍କ ନାଁରେ ଏହି ଷ୍ଟାଡିୟମକୁ…

ଦୁର୍ଘଟଣା ପରେ ବି ହାରି ନାହାନ୍ତି ହାଟଡିହିର ଗୌରାଙ୍ଗ ନାୟକ : ଗୋଟିଏ ଗୋଡରେ ଅଟୋ ଚଳାଇ ୫ ପ୍ରାଣୀ କୁଟୁମ୍ବ ମୁହଁରେ…

କନକ ବ୍ୟୁରୋ : ଦୁର୍ଘଟଣା ପରେ ବି ହାରି ନାହାନ୍ତି ହାଟଡିହିର ଗୌରାଙ୍ଗ ନାୟକ । ଦୁର୍ଘଟଣା ଗୋଡ଼ ନେଇଗଲା ସିନା ମନୋବଳ ତ ନେଇନି । ଗୋଟିଏ ଗୋଡ କଟି ଯିବା ପରେ ଆଉ ଗୋଟିଏ ଗୋଡରେ ଅଟୋ ଚଳାଇ ୫ ପ୍ରାଣୀ କୁଟୁମ୍ବ ମୁହଁରେ ଆହାର ଦେଉଛନ୍ତି ଗୌରାଙ୍ଗ । ଦିବ୍ୟାଙ୍ଗ ହୋଇ ବି ନିଜ ପରିବାର ବୋଝ ନିଜେ…

ଶଷ୍ୟଶ୍ୟାମଳା ହେବ ଚାଷ ଅନୁପଯୋଗୀ ଜମି : ୧୦ ବର୍ଷରେ ୫୦ ଲକ୍ଷ ହେକ୍ଟର ପଡ଼ିଆ ଜମିକୁ ଉର୍ବର କରିବାକୁ ମୋଦି ସରକାରଙ୍କ…

କନକ ବ୍ୟୁରୋ : ଅନୁର୍ବର ଜମିରେ ସୁନା ଫଳିବ । ଚାଷ ଅନୁପଯୋଗୀ ଜମି ବି ଶଷ୍ୟଶ୍ୟାମଳା ହେବ । ପଡ଼ିଆ ଜମିରେ ସୁନା ଫଳାଇବା ପାଇଁ ଯୋଜନା କରୁଛନ୍ତି ମୋଦି ସରକାର । ଆଗାମୀ ୧ ବର୍ଷରେ ୫୦ ଲକ୍ଷ ହେକ୍ଟର ଚାଷ ଅନୁପୋଯୋଗୀ ଜମିକୁ ଉର୍ବର କରିବାକୁ ଯୋଜନା ହେଉଛି । ଦେଶର ୭୫ ଲକ୍ଷ ଲୋକଙ୍କୁ ରୋଜଗାର…