Daily Archives

August 25, 2019

କମାଣ୍ଡୋ ଲୁକରେ କ୍ୟାପଟେନ୍ କୁଲ୍ ! ନୂଆ ଅନ୍ଦାଜରେ ନଜର ଆସିଲେ ମାହି ।

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଧୋନୀ ଏବେ କ୍ରିକେଟ ମଇଦାନରୁ ଦୂରେଇ ରହିଛନ୍ତି । କିନ୍ତୁ ବିଭିନ୍ନ ସମୟରେ ବିଭିନ୍ନ ଲୁକରେ ନଜର ଆସୁଛନ୍ତି ମାହି । ନିକଟରେ ଧୋନୀଙ୍କୁ ଜୟପୁର…

ଜିଲ୍ଲାପାଳ ହେବ ତ ଏମିତି ! ନିଜ ହାତରେ ନାଳ ସଫା କଲେ, ସମାଜ ପାଇଁ ସୃଷ୍ଟି କଲେ ବିରଳ ଉଦାହରଣ ।

କନକ ବ୍ୟୁରୋ : ଉତ୍ତରପ୍ରଦେଶ ରାମପୁର ଜିଲ୍ଲାର ଜିଲ୍ଲାପାଳ ଅଞ୍ଜନେୟ କୁମାର ସିଂହ ଆଜି ଏକ ବିରଳ ଉଦାହାରଣ ସୃଷ୍ଟି କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସିଂହ ଆଜି ନିଜ ହାତରେ ରାମପୁର ସହରର ଏକ ଗନ୍ଧମୟ ନର୍ଦ୍ଦମାର ଅବର୍ଜନାକୁ ସଫା କରିଛନ୍ତି । ସଂପୃକ୍ତ ନର୍ଦ୍ଦମାଟିରେ ସ୍ଥାନୀୟ ବାସିନ୍ଦା…

ପଞ୍ଚଭୂତରେ ଲୀନ ହେଲେ ଅରୁଣ । ମୁଖାଗ୍ନି ଦେଲେ ପୁଅ ରୋହନ,  ନିଗମବୋଧ ଘାଟରେ ଶେଷକୃତ୍ୟ ସମ୍ପନ୍ନ

କନକ ବ୍ୟୁରୋ: ପଞ୍ଚଭୂତରେ ବିଲୀନ ହେଲେ ଅରୁଣ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅରୁଣଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଦିଲ୍ଲୀର ନିଗମବୋଧ ଘାଟରେ ଅରୁଣଙ୍କର ଅନ୍ତିମ ସଂସ୍କାର କରାଯାଇଛି । ପୁଅ ରୋହନ ଜେଟଲି ମୁଖାଗ୍ନି ଦେବା ସହ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଅରୁଣ । ଅନ୍ତିମ…

‘ମ୍ୟାନ୍ ଭର୍ସେସ ୱାଇଲ୍ଡ’ରେ ମୋଦିଙ୍କ ହିନ୍ଦୀ କେମିତି ବୁଝି ପାରୁଥିଲେ ବେୟର ଗ୍ରିଲ୍ସ ।’ ମନ୍ କି ବାତ୍’ରେ ଗୁମର…

ମନ କି ବାତରେ ମୋଦି ଖୋଲିଲେ ବଡ ଗୁମର । ମ୍ୟାନ୍ ଭର୍ସେସ ୱାଇଲ୍ଡ ସୋ’କୁ ନେଇ ଉଠିଥିବା ପ୍ରଶ୍ନରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମୋଦି । ଗତ ଅଗଷ୍ଟ ୧୨ ତାରିଖରେ ଡିସକଭରି ଚ୍ୟାନେଲରେ ଲୋକପ୍ରିୟ ସୋ’ ମ୍ୟାନ୍ ଭର୍ସେସ ୱାଇଲ୍ଡର ପ୍ରସାରଣ ହୋଇଥିଲା । ଯେଉଁଥିରେ ସୋ’ର ହୋଷ୍ଟ ବିୟର ଗ୍ରିଲ୍ସଙ୍କ…

ଆଠଗଡ଼ରୁ ଆମେରିକା : ଲକ୍ଷ୍ୟ ହାସଲ ପାଇଁ ଲୋଡ଼ା ଦୃଢ଼ ଇଚ୍ଛାଶକ୍ତି, ନାସା ପକ୍ଷରୁ ସମ୍ମାନିତ ହେଲେ ବୁଣାକାର ପରିବାରର ପୁଅ…

କନକ ବ୍ୟୁରୋ : ଲକ୍ଷ୍ୟ ହାସଲ ପାଇଁ ଲୋଡ଼ା ଦୃଢ଼ ମନୋବଳ । ବାଧକ ସାଜିପାରିବନି ଅର୍ଥ । ବାଟ ଓଗାଳି ପାରିଲାନି ଅଭାବ । ପ୍ରଚଣ୍ଡ ପ୍ରତିଜ୍ଞା ଆଗରେ ହାର ମାନିଲା ପ୍ରତିବନ୍ଧକ । ଭରପୁର ଆତ୍ମବିଶ୍ୱାସ ଓ ଇଚ୍ଛାଶକ୍ତି ଥିଲେ ମଣିଷ ପାଇଁ ସବୁ ସମ୍ଭବ । ଏକଥା ପ୍ରମାଣିତ କରିଛନ୍ତି ଆଠଗଡ଼ ମାଣିଆବନ୍ଧ…

କେନ୍ଦ୍ରାପଡାରୁ ଆସିଲା ଅଭାବନୀୟ ଚିତ୍ର। ଯୁବକଙ୍କୁ ବିଜୁଳି ଖୁଂଟରେ ବାନ୍ଧି ନିର୍ଧୁମ ମାଡ ମାରିଲେ ଲୋକେ

କନକ ବ୍ୟୁରୋ: କେନ୍ଦ୍ରାପଡାରୁ ଆସିଛି ଅଭାବନୀୟ ଚିତ୍ର । ଜଣେ ଲୋକକୁ ବିଜୁଳି ଖୁଂଟରେ ବାନ୍ଧି ନିର୍ଧୁମ ମାଡ ମରାଯାଉଛି । ପାଖରେ ଠିଆ ହୋଇଛନ୍ତି ଗାଁ ଲୋକ ହେଲେ ସମସ୍ତେ ପାଲଟିଛନ୍ତି ଦେଖଣାହାରି । କେହି ଜଣେ ମୋବାଇଲରେ ଏହାକୁ ରେକର୍ଡ କରିବା ପରେ ଏହା ଏବେ ମୋବାଇଲରୁ ମୋବାଇଲକୁ ଘୁରି…