Daily Archives

August 23, 2019

ଅସରାଏ ବର୍ଷାରେ ଭାସିଲା ରାଜଧାନୀ: ଲକ୍ଷ୍ମୀସାଗରରେ ଘରେ ପଶିଲା ପାଣି; ଇସ୍କନ ମନ୍ଦିର ରାସ୍ତାରେ କ୍ରୁତିମ ବନ୍ୟା

କନକ ବ୍ୟୁରୋ: ଅସରାଏ ବର୍ଷାରେ ବେହାଲ ରାଜଧାନୀ । ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ସହରର ବିଭିନ୍ନ ଯାଗାରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ବେଳେ ଇସକନ ମନ୍ଦିର ନିକଟରେ ସ୍ଥିତି ବେହାଲ ହୋଇପଡିଛି । ସ୍କୁଟି ଗୁଡିକ ବୁଡିଯାଇଥିବା ବେଳେ କାର ଗୁଡିକ ମଧ୍ୟ ଅଧା…

ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଭିତ୍ତିଭୂମିର ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ, ମଠ ମନ୍ଦିରଗୁଡିକର…

କନକ ବ୍ୟୁରୋ: ଆଜି ପୁରୀର ବିଭିନ୍ନ ପ୍ରକଳ୍ପ ପାଇଁ ୫୦୦କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀର ଭିତିଭୂମିର ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ, ନୂଆ ବହୁଥାକିଆ ରାସ୍ତା, ସେତୁ, ପାର୍କିଂ ସୁବିଧା, ମୁଷା ନଦୀର ପୁନରୁଦ୍ଧାର, ସୁରକ୍ଷା ଜୋନରେ ଥିବା…

ପୋଲିସକୁ ମହଙ୍ଗା ପଡିଲା ଜୋରଜବରଦସ୍ତି ଟଙ୍କା ଛଡାଇନେବା। ନିଲମ୍ବିତ ହେଲେ ଟାଙ୍ଗୀ ଥାନାର ୩ ପୋଲିସ୍ କର୍ମଚାରୀ

କନକ ବ୍ୟୁରୋ: ପୋଲିସକୁ ମହଙ୍ଗା ପଡିଲା ଜୋରଜବରଦସ୍ତି ଟଙ୍କା ଛଡାଇନେବା । ନିଲମ୍ବିତ ହେଲେ ଟାଙ୍ଗୀ ଥାନାର ୩ ପୋଲିସ୍ କର୍ମଚାରୀ । ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କଟକ ଗ୍ରାମାଂଚଳ ଏସପି । ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରେ ୨ଜଣ ହୋମଗାର୍ଡ…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ଆରମ୍ଭରୁ ଭାରତର ସଂଘର୍ଷ । ଫେଲ ମାରିଲା ଟିମ୍ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟ୍ସିଂ

କନକ ବ୍ୟୁରୋ: ଟେଷ୍ଟ ଚାମ୍ପିଆନସିପ ଅଭିଯାନ ଆରମ୍ଭରୁ ସଂଘର୍ଷ କରିଛି ଭାରତ । ଆଂଟିଗୁଆରେ ଭାରତ-ଇଣ୍ଡିଜ ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆର ଟପ ଅର୍ଡର ବ୍ୟାଟିଂ ଫେଲ ମାରିଛି । ଭାରତ ୬ ୱିକେଟରେ କରିଛି ୨୦୩ ରନ । ବର୍ଷା ଓ ଓଦା ପଡିଆ ପାଇଁ ମ୍ୟାଚ ଅଧଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲା । ଟସ ଜିଣି…

ଅବିଶ୍ୱସନୀୟ ସଫଳତା ହାସଲ କଲେ ଗରିବ ମହିଳା ରାନୁ ମଣ୍ଡଳ ! ଲୋକପ୍ରିୟ ଗାୟକ ହିମେଶ୍ ରେଶମିୟାଙ୍କ ସିନେମାରେ ଗାଇଲେ ଗୀତ…

କଥାରେ ଅଛି ଭାଗ୍ୟ ବଦଳିଲେ ମଣିଷ ଜୀବନର ମୋଡ଼ ବଦଳିଯାଏ । ସମୟ ସମୟର କଥା ଆଜ୍ଞା , କେବେ ଏହି ମଣିଷ ସମ୍ଭାନ୍ତରୁ ସାଧାରଣ ହୋଇଯାଏ ତ ଆଉ କେବେ ଅଜ୍ଞାତରୁ ଚର୍ଚ୍ଚିତ ହୋଇଯାଏ । ସ୍ୱପ୍ନ ଏବଂ ଭ୍ରାନ୍ତ ପରି ଲାଗୁଥିଲେ ମଧ୍ୟ ଆଜିର ଡିଜିଟାଲ୍ ଜମାନାରେ ସବୁ ସମ୍ଭବ ହୋଇପାରୁଛି । ଏବେ ଏହି ଘଟଣାକୁ…

ବ୍ରହ୍ମପୁରରେ ଅଭାବନୀୟ ଘଟଣା। ରାସ୍ତା କଡରେ ପ୍ରସବ କଲେ ମହିଳା। ଜଣାଇବା ପରେ ବି ଆସିଲା ନାହିଁ ଆମ୍ବୁଲାନ୍ସ

କନକ ବ୍ୟୁରୋ: ରାସ୍ତା ଉପରେ ସନ୍ତାନ ପ୍ରସବ କଲେ ଜଣେ ମହିଳା । ଏହି ଅଭାବନୀୟ ଖବର ଆସିଛି ବ୍ରହ୍ମପୁରରୁ । ବ୍ରହ୍ମପୁରର ବଡ ମେଡିକାଲଠାରୁ ମାତ୍ର ଅଧା କିଲୋମିଟର ଦୂରରେ ଘଟିଛି ଏହି ସମ୍ବେଦନଶୀଳ ଘଟଣା । ରାସ୍ତା ଉପରେ ସର୍ବସମ୍ମୁଖରେ ମହିଳା ଜଣଙ୍କ ସନ୍ତାନ ପ୍ରସବ କରିଛନ୍ତି । ରାସ୍ତାରେ ଶହ…