Daily Archives

August 22, 2019

ଚିଦାମ୍ବରମଙ୍କୁ ବଡ଼ ଝଟକା : ଜାମିନ୍ ଆବେଦନ ଖାରଜ, ୫ ଦିନିଆ ସିବିଆଇ ରିମାଣ୍ଡରେ ପୂର୍ବତନ ଅର୍ଥମନ୍ତ୍ରୀ

କନକ ବ୍ୟୁରୋ : ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଲାଗିଛି ବଡ଼ ଝଟକା । ୫ ଦିନିଆ ସିବିଆଇ ରିମାଣ୍ଡରେ ଯାଇଛନ୍ତି ପି. ଚିଦାମ୍ବରମ । ସିବିଆଇ କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଛି । ଅର୍ଥାତ ୨୬ ତାରିଖ ଅର୍ଥାତ୍ ସୋମବାର ପର୍ଯ୍ୟନ୍ତ ସିବିଆଇ କଷ୍ଟୋଡିରେ ରହିବେ ଚିଦାମ୍ବରମ…

ନେତାଙ୍କ କ୍ୱାଟର ପ୍ରୀତି : ବିଧାୟକ ପଦ ଯିବାପରେ ମଧ୍ୟ ଘର ମାଡି ବସିଛନ୍ତି ହେଭିୱେଟ

କନକ ବ୍ୟୁରୋ : ନେତାଙ୍କୁ ଘାରିଛି କ୍ୱାଟର ପ୍ରୀତି । ଦୀର୍ଘଦିନ ହେବ ବିଧାୟକ ପଦ ଯିବାପରେ ମଧ୍ୟ ଘର ମାଡି ବସିଛନ୍ତି ବହୁ ହେଭିୱେଟ୍ । ସୂଚନା ଅଧିକାର ଆଇନ ବଳରେ ମିଳିଥବା ସୂଚନା ଅନୁସାରେ ୨୯ ଜଣ ପୂର୍ବତନ ବିଧାୟକଙ୍କ ଆଲଟମେଂଟ ବାତିଲ ହୋଇଥିଲେ ମଧ୍ୟ ସରକାରୀ ଘରକୁ କବଜା କରି ରଖିଛନ୍ତି ।…

ଝଲସିବ ଶ୍ରୀକ୍ଷେତ୍ର : ବଦଳିବ ଶ୍ରୀକ୍ଷତ୍ରର ରୂପରେଖ,ମହାପ୍ରଭୁଙ୍କ ପାଇଁ ଆସୁଛି ମହାଯୋଜନା

କନକ ବ୍ୟୁରୋ : ବଦଳିବ ଶ୍ରୀକ୍ଷେତ୍ରର ଚିତ୍ର । ବିଶ୍ୱସ୍ତରୀୟ ଐତିହ୍ୟସ୍ତଳୀ ହେବ ପୁରୀ । ଦେଶର ଶ୍ରେଷ୍ଠ ପର୍ଯ୍ୟଟନସ୍ତଳୀ ଭାବେ ଠିଆ କରିବାକୁ ଦୀର୍ଘମିଆଦି ରୋଡମ୍ୟାପ ସହ ଏକ ବଡ ଖସଡା ପ୍ରସ୍ତୁତ କରୁଛନ୍ତି ସରକାର । ଏଥିପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ଅଟକଳ କରିବାକୁ ଯୋଜନା କରିଛନ୍ତି…

ୱେଲକମ୍ ମିଟିଂରେ ର‌୍ୟାଗିଂ : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟରେ ଛାତ୍ରଙ୍କୁ ର‌୍ୟାଗିଂ କରାଯାଉଥିବାର…

କନକ ବ୍ୟୁରୋ : ୱେଲକମ୍ ମିଟିଂରେ ର‌୍ୟାଗିଂ । ଜୁନିଅର୍ ଛାତ୍ରଙ୍କୁ ରାଗିଂ କରୁଛନ୍ତି ସିନିଅର୍ ଛାତ୍ର । ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟ -ଭିସୁଟରେ ଛାତ୍ରଙ୍କୁ ର‌୍ୟାଗିଂ କରାଯାଉଥିବାର କିଛି ଭିଡିଓ ଏବେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଛାତ୍ର ମାନେ କାନ ଧରି ଉଠବସ…

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରିହେଲା ମୋବାଇଲ ନମ୍ବର : ନିଜ ଅଞ୍ଚଳର ସମସ୍ୟା ସଂପର୍କରେ ଅଭିଯୋଗ କରିପାରିବେ…

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଜି ଏକ ମୋବାଇଲ ନମ୍ବର ଜାରି କରିଛି । ଏହି ନମ୍ବର ହେଲା ୯୪୩୭୫୬୩୮୦୦ । ଏହି ନମ୍ବରରେ ଯେକୌଣସି ବ୍ୟକ୍ତି ନିଜର ସମସ୍ୟା ସଂପର୍କରେ ଗଂଜାମ ଜିଲ୍ଲା ପ୍ରଶାସନକୁ ଯୋଗାଯୋଗ କରିପାରିବେ । ଆଜି ଗଂଜାମ ଜିଲ୍ଳାପାଳ ବିଜୟ ଅମ୍ରିତା କୁଲାଙ୍ଗେ…

ବିକଶିତ ହେବ ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ମଧୂର ଜଳ ଅଂଶୁପା ହ୍ରଦ । ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ଅର୍ଥ…

କନକ ବ୍ୟୁରୋ : ଏସିଆ ମହାଦେଶର ଦ୍ୱିତୀୟ ବୃହତମ ମଧୁର ହ୍ରଦ ଅଂଶୁପାର ରୂପରେଖ ବଦଳିବ । ପର୍ଯ୍ୟଟକଙ୍କୁ ନିଜ ଆଡକୁ ଟାଣୁଥିବା ଏହି ହ୍ରଦ ଆଗକୁ ଆହୁରି ସୁନ୍ଦର ହେବ । ଏଥିପାଇଁ ରାଜ୍ୟ ସରକାର ଖର୍ଚ କରିବେ ୨୧ କୋଟି ୨୩ ଲକ୍ଷ ଟଙ୍କା । ରାଜ୍ୟ ସରକାରଙ୍କ ଅଂଶୁପା ପ୍ରିତିକୁ ସ୍ୱାଗତ କରିଛନ୍ତି…