Daily Archives

August 20, 2019

କହ୍ନେୟାଙ୍କୁ ସମର୍ଥନର ସ୍ୱର ଦେଲେ ଚର୍ଚ୍ଚିତ ବିଜେପି ସାଂସଦଙ୍କ ପତ୍ନୀ । କହିଲେ, ଦେଶଦ୍ରୋହୀ ନାରା ବେଳେ ଜେଏନୟୁରେ…

କନକ ବ୍ୟୁରୋ : କହ୍ନେୟା କୁମାର । ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ର ସଂସଦ ସଭାପତି । ଜେଏନୟୁରେ ଦେଶଦ୍ରୋହ ନାରା ଦେଉଥିବା ଅଭିଯୋଗରେ ଗିରଫ ହୋଇଥିବା ଏହି ଚର୍ଚ୍ଚିତ ଛାତ୍ରନେତାଙ୍କୁ ନେଇ ପୁଣି କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏଥର କିନ୍ତୁ…

ବଡ଼ ପରଦାକୁ ଫେରିପାରନ୍ତି ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି: ସାକ୍ଷତକାରରେ କହିଲେ, କେନ୍ଦ୍ରାପଡ଼ାବାସୀ ଓ…

କନକ ବ୍ୟୁରୋ: ପୁଣି ରୂପେଲି ପରଦାକୁ ଫେରିବେ କି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ଦୀର୍ଘ ଦିନ ଧିରି ରାଜନୀତି ମୈଦାନରେ ବ୍ୟସ୍ତ ଥିବା ଅନୁଭବ ଚଳଚିତ୍ର ଜଗତରୁ ଦୂରେଇ ରହିଛନ୍ତି । ନିକଟରେ ଆକ୍ସ ଅନୁଭବ ନାମକ ଏକ ଅନଲାଇନ ସାକ୍ଷାତକାରରେ ଅନୁଭବ କହିଛନ୍ତି ଯେ,…

ଚନ୍ଦ୍ରର ଦକ୍ଷିଣ ମେରୁ ଆଡକୁ ଅଗ୍ରସର ହେଉଛି ‘ଚନ୍ଦ୍ରଯାନ-୨’ । ପୃଥିବୀ କକ୍ଷ ଛାଡି ଚନ୍ଦ୍ରର କକ୍ଷ ପଥରେ କଲା ପ୍ରବେଶ

କନକ ବ୍ୟୁରୋ:ଚନ୍ଦ୍ର ଅଭିଯାନରେ ବଡ ପରୀକ୍ଷାରେ ପାସ କରିଛି ଚନ୍ଦ୍ରଯାନ-୨ । ପୃଥିବୀର କକ୍ଷପଥ ଛାଡି ଆଜି ସକାଳ ୯ଟାରେ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ ପଥରେ ଅବସ୍ଥାପିତ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋର ମୁଖ୍ୟ କେ. ସିଭନ୍ କହିଛନ୍ତି, ଏହି ମୂହୁର୍ତରେ ବୈଜ୍ଞାନିକମାନଙ୍କର…

ପୋଷ୍ଟର ପରେ ବିବାଦରେ ପପୁଙ୍କ ଦୂତି କାହାଣୀ। ମହିଳାଙ୍କୁ ଅସମ୍ମାନ ନେଇ ଦୂତିଙ୍କ ଆପତ୍ତି ପରେ ପପୁଙ୍କ ପ୍ରତିକ୍ରିୟା

କନକ ବ୍ୟୁରୋ:ମିଷ୍ଟର କହ୍ନେୟା ପୋଷ୍ଟର ବିବାଦ ଏବେ ଭିନ୍ନ ମୋଡ ନେଇ ଦୂତି ଚାନ୍ଦ ବନାମ ପପୁ ବିବାଦରେ ପରିଣତ ହୋଇଛି । ଆଜି ଏକ ଫେସବୁକ ପୋଷ୍ଟ କରି ଦୂତି ଚାନ୍ଦ କହିଛନ୍ତି, ତାଙ୍କୁ ପପୁ ମାନସିକ ନିର୍ଯାତନା ଦେଇଛନ୍ତି । ଏବଂ ସେ ଏହା ବିରୋଧରେ ମାନହାନି ମକଦ୍ଦମା କରିବେ । ସେ ତାଙ୍କ…

ଗୋଟିଏ ଦେଶ ଗୋଟିଏ ରାସନକାର୍ଡ: ଏଣିକି ଗାଁ ଛାଡ଼ିଲେ ବି ଆଉ ରହିବନି ରାସନ ଚିନ୍ତା

କନକ ବ୍ୟୁରୋ: ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ । ଆସନ୍ତାମାସ ୧ ତାରିଖରୁ ଓଡ଼ିଶାରେ ଲାଗୁ ହେବାକୁ ଯାଉଛି ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ ବ୍ୟବସ୍ଥା । ଅର୍ଥାତ୍ ଏଣିକି ଆପଣ ଯେଉଁ ସ୍ଥାନରେ ଥିଲେ ବି ରାସନ୍ ସାମଗ୍ରୀ, ଯେକୌଣସି କଂଟ୍ରୋଲ ଦୋକାନରୁ ଉଠାଇ ପାରିବେ । ଆପଣଙ୍କୁ କେବଳ ରାସନ୍…

ଜମ୍ମୁ-କାଶ୍ମୀରରେ ଏଣ୍ଟ୍ରି କରି ପାରିଲେନି ଗୁଲାମ । ଜମ୍ମୁ ବିମାନବନ୍ଦରରୁ ଗୁଲାମଙ୍କୁ ଫେରାଇ ଦିଆଗଲା ଦିଲ୍ଲୀ ।

ଜମ୍ମୁ-କାଶ୍ମୀରରେ ପ୍ରବେଶ କରି ପାରୁନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ । ଧାରା ୩୭୦ ଉଚ୍ଛେଦ ପରେ ପୁଣିଥରେ ଜମ୍ମୁ-କାଶ୍ମୀରରେ ପ୍ରବେଶ କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ଆଜାଦ । ଆଜି ଆଜାଦ ବିମାନ ଯୋଗେ ଜମ୍ମୁ-କାଶ୍ମୀର ଯାଇଥିଲେ । ତେବେ ଜମ୍ମୁ ବିମାନବନ୍ଦରରୁ…