Daily Archives

August 19, 2019

ଦୁର୍ଘଟଣାର ୫୧ ବର୍ଷ ପରେ ମିଳିଲା ବାୟୁସେନା ବିମାନର ଭଗ୍ନାବଶେଷ । ମିଳିଲାନି ମୃତ ଦେହର କୌଣସି ସନ୍ଧାନ ।

କନକ ବ୍ୟୁରୋ: ୫୧ ବର୍ଷ ପରେ ମିଳିଲା ବାୟୁସେନାର ନିଖୋଜ ବିମାନର ଭଗ୍ନାବଶେଷ । ଗତ ୧୯୬୮ ଫେବୃୟାରୀ ୭ ତାରିଖରେ ବାୟୁସେନାର ଏଏନ-୧୨ ବିଏଲ୍-୫୩୪ ବିମାନ ହିମାଚଳପ୍ରଦେଶ ରୋହତାଙ୍ଗ୍ ନିକଟରେ ନିଖୋଜ ହୋଇଯାଇଥିଲା । ତେବେ ଗତ ଜୁଲାଇ ୨୬ ତାରିଖରୁ ଡୋଗରା ସ୍କାଉଟ ଏବଂ ବାୟୁସେନାର ମିଳିତ ଅପରେସନ…

ଆସନ୍ତାକାଲି ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରାୟନ-୨ : ୧୩ଦିନରେ ୫ଥର କରିବ ପ୍ରଦକ୍ଷଣ

କନକ ବ୍ୟୁରୋ : ଭାରତର ଚନ୍ଦ୍ରାୟନ-୨ ଆସନ୍ତା କାଲି ସକାଳ ୮ଟା ୩୦ ରୁ ୯ଟା ୩୦ ମିନିଟ ମଧ୍ୟରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ । ଚନ୍ଦ୍ରଯାନ-୨ର ଲିକ୍ୱିଡ ଇଂଜିନ ଏହି ମହାକାଶ ଯାନକୁ ଚନ୍ଦ୍ରର କକ୍ଷରେ ପ୍ରବେଶ କରାଇବ । ଜୁଲାଇ ୨୨ ତାରିଖ, ଅପରାହ୍ଣ ୨ଟା ୪୩ ମିନିଟରେ ଚନ୍ଦ୍ରାୟନ-୨ ଲଂଚ…

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ୧୦ଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ, ହିନ୍ଦି ଓ ଖେଳ ଶିକ୍ଷକଙ୍କ ଭରସାରେ ସ୍କୁଲ

କନକ ବ୍ୟୁରୋ : ଶିକ୍ଷାର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କାର ଯୋଜନା କରିଚାଲିଛନ୍ତି । ବିରାଟ ଅଟ୍ଟାଳିକା ସହିତ ସଭିଁଏ ପଢନ୍ତୁ ସଭିଁଏ ବଢନ୍ତୁ ନାଁରେ ମଧ୍ୟାହ୍ନ ଭୋଜନ, ଡ୍ରେସ, ବୃତ୍ତି ଦେବା ସହିତ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଚେଷ୍ଟା କରୁଛନ୍ତି । ହେଲେ ଶିକ୍ଷକଙ୍କ ଅଭାବ ଯୋଗୁଁ…

ବ୍ୟାଙ୍କରେ ବି ସୁରକ୍ଷିତ ନୁହେଁ ଟଙ୍କା : ଜମାଖାତାରୁ ଟଙ୍କା ଗାଏବ

କନକ ବ୍ୟୁରୋ : ବ୍ୟାଙ୍କ ଜମାଖାତାରୁ ଟଙ୍କା ଗାଏବ । ହଜାରେ କି ୨ ହଜାର ନୁହେଁ, ୫୦ ଦିନରେ ୫ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି । ଗ୍ରାହକଙ୍କ ଏସଏମଏସ ସୁବିଧା ଥିଲେ ସୁଦ୍ଧା ଟଙ୍କା ଉଠାଣ ନେଇ ତାଙ୍କୁ କୌଣସି ମେସେଜ୍ ଆସିନାହିଁ । ଏମିତି ଅଭିଯୋଗ କରିଛନ୍ତି ଜଗତସିଂହପୁର ଜିଲ୍ଲା ରଘୁନାଥପୁର…

ରାଜ୍ୟର ୧୦ ଜିଲ୍ଲାରେ ବଜ୍ରପାତ ଆଶଙ୍କା : ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ରୁ ଉର୍ଦ୍ଧ୍ୱ ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, କଟକ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡା ଓ ସମ୍ବଲପୁର ଆଦି…

ବିଦ୍ୟୁତ୍ ଚୋରଙ୍କ ଉପରେ ସରକାରୀ ଚାବୁକ : ଅତି ଶୀଘ୍ର ରାଜ୍ୟରେ ଲାଗୁ ହେବ ସ୍ମାର୍ଟମିଟର ବ୍ୟବସ୍ଥା

କନକ ବ୍ୟୁରୋ : ବିଦ୍ୟୁତ ଚୋରଙ୍କ ଉପରେ ପଡ଼ିବ ସରକାରୀ ଚାବୁକ୍ । ଖୁବ ଶୀଘ୍ର ସାରା ରାଜ୍ୟରେ ସ୍ମାର୍ଟମିଟର ବ୍ୟବସ୍ଥା ଲାଗୁ ହେବାକୁ ଯାଉଅଛି । ପ୍ରତିଟି ଘରେ ସ୍ମାର୍ଟ ମିଟର ଲଗାଇବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ବିଦ୍ୟୁତ୍ ବିଲ ପଇଠ ନକରି କିଛି ଲୋକ ବିଜୁଳି ବ୍ୟବହାର କରୁଛନ୍ତି ।…