Daily Archives

August 17, 2019

ଆପଣଙ୍କ କାର୍ କିମ୍ବା ବାଇକରେ ଲାଗିଥିବା ନକଲି ସ୍ପେୟାର୍ ପାର୍ଟସ୍ ନେଇଯାଇପାରେ ଜୀବନ ! ଠକାମୀରୁ ବଂଚନ୍ତୁ , ଏଭଳି…

ନାନାଦି ସମସ୍ୟାରେ ଘେରି ହୋଇ ରହିଥିବା ଭାରତର ସବୁଠାରୁ ବଡ ସମସ୍ୟା ହେଉଛି ନକଲି ଦ୍ରବ୍ୟ । ଅସଲି ଅପେକ୍ଷା ଏଠାରେ ପ୍ରତ୍ୟେକଟି ପ୍ରଡକ୍ଟରେ ନକଲିର ଛାପ ଦେଖିବାକୁ ମିଳିବ । ଖାଦ୍ୟପଦାର୍ଥ ଠାରୁ ଆରମ୍ଭ କରି ବାହନର ପାର୍ଟସ୍ ଯାହାକୁ ଛୁଇଁବ ସବୁ ନକଲି । ତେବେ ପୂର୍ବରୁ ଆମେ ଆପଣଙ୍କୁ…

ପୂର୍ବ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଚିକିତ୍ସୀତ ହେଉଥିବା ଡାକ୍ତରଖାନାରେ ଲାଗିଲା ନିଆଁ ! ନିଆଁକୁ ଆୟତ୍ତ କରିବା…

ଦେଶର ରାଜଧାନୀ ଦିଲ୍ଲୀର ଜଣାଶୁଣା ହସ୍ପିଟାଲ୍ ଏମ୍ସରେ ଭୀଷଣ ନିଆଁ ଲାଗିଯାଇଛି । ସୂତ୍ର ମୁତାବକ , ସର୍ଟ ସର୍କିଟ୍ ହେବା କାରଣରୁ ଏହି ନିଆଁ ଲାଗିଥିଲା । ହସ୍ପିଟାଲର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା କଥା କୁହାଯାଉଛି । ନିଆଁ ଲାଗିବାର କିଛି ସମୟ ପରେ ଉକ୍ତ ସ୍ଥାନରେ ଦମକଳ…

ଦିଲ୍ଲୀ ଏମ୍ସରେ ଲାଗିଲା ନିଆଁ ! ନିଆଁ ଲିଭା କାର୍ଯ୍ୟରେ ଲାଗିଛି ଅଗ୍ନିଶମ ବିଭାଗର ୩୪ଟି ଗାଡି ।

କନକ ବ୍ୟୁରୋ : ଭାରତର ରାଜଧାନୀ ଦିଲ୍ଲୀରେ ଥିବା ସବୁଠାରୁ ବଡ଼ ଡାକ୍ତରଖାନା ଏମ୍ସରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ବେଳେ ଡାକ୍ତରଖାନାର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ଜଣା ପଡ଼ିଛି । ଏମ୍ସର ଟିଚିଂ ବ୍ଲକ୍‌ରୁ ନିଆଁ ଲାଗିଥିବା…

ଦାଉସାଧିଲା ଦାରିଦ୍ର‌୍ୟତା । ଜୀବନର ସାୟାନ୍ନରେ ମୁଣ୍ଡ ଗୁଞ୍ଜିବାକୁ ସତ୍ୟଭାମାଙ୍କ ସାହାରା ନାହିଁ, ପଲିଥିନ୍ ତଳେ…

କନକ ବ୍ୟୁରୋ : ଦୁଃଖ କଷ୍ଟର ଏହା ଏପରି ଏକ କାହାଣୀ, ଯାହା ଜାଣିଲେ ଆପଣ ମଧ୍ୟ ଭାବୁକ ହୋଇଯିବେ । ଜାବନରେ ସୁଖ, ଦୁଃଖ ଲାଗି ରହିଥାଏ ସତ କିନ୍ତୁ ଯେତେବେଳେ ଦୁଃଖ ଦାଉ ସାଧିଥାଏ, ସେତେବେଳେ ମଣିଷ ଦିଗହରା ହୋଇଯାଏ । ଦାରିଦ୍ର‌୍ୟତାର ଦୁଃଖ ବଳୟ ଭିତରେ ପେଶି ହୋଇଯାଏ । ଠିକ୍ ଏମିତି ହିଁ ଜୀବନ…

ଆରପାରିରେ ଲୋକପ୍ରିୟ ଆଙ୍କର୍ ନିଲମ୍ ଶର୍ମା ! ୨୪ ବର୍ଷ ଧରି ଦୁରଦର୍ଶନ ଚ୍ୟାନେଲ୍ ସହ ଜଡିତ ଥିଲେ ନିଲମ୍ । 

ଦୁରଦର୍ଶନର ବରିଷ୍ଠ ମହିଳା ଆଙ୍କର୍ ତଥା ରିପୋର୍ଟର୍ ନିଲମ୍ ଶର୍ମାଙ୍କ ଶନିବାର ଦେହାନ୍ତ ହୋଇଯାଇଛି । ଏହି ଦୁଃଖଦ ଖବରକୁ ଦୁରଦର୍ଶନ ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଦିଆଯାଇଛି । ୧୯୯୫ ମସିହାରୁ ପ୍ରସିଦ୍ଧ ଚ୍ୟାନେଲ୍ ଦୁରଦର୍ଶନରୁ ନିଜର କ୍ୟାରିୟର୍ ଆରମ୍ଭ କରିଥିବା ନିଲମ୍ ଙ୍କ ଅଚାନକ…

ଉଛୁଳା ମହାନଦୀରେ ବିପଦପୂର୍ଣ୍ଣ ନୌକାଯାତ୍ରା । ଜୀବନକୁ ପାଣି ଛଡେଇ କାଠ ଡଙ୍ଗାରେ ନଦୀ ପାର ହେଉଛନ୍ତି ଲୋକେ, ନା ଅଛି…

କନକ ବ୍ୟୁରୋ : ଫୁଲିଛି ମହାନଦୀ । ନଇଳୂଳିଆ ଅଂଚଳରେ ଆତଙ୍କ । ଏହାରି ଭିତରେ ବିପଦ ସଙ୍କୁଳ ନୌକା ଯାତ୍ରା କରୁଛନ୍ତି ଦ୍ୱୀପାଂଚଳବାସୀ । ଆଉ ତାହା ପୁଣି ବିନା ଲାଇଫ୍ ଜ୍ୟାକେଟରେ । ଗାଁରୁ ସହରକୁ ଯିବାକୁ ହେଲେ ମହାନଦୀ ପାରି ହେବାକୁ ପଡିବ । ଏଥିପାଇଁ ଭରସା ଏକମାତ୍ର କାଠ ଡଙ୍ଗା । ଯେଉଁଥିରେ…