Daily Archives

August 13, 2019

୨୪ ବର୍ଷ ପରେ କମନୱେଲଥ ଗେମ୍ସରେ ସାମିଲ ହେଲା କ୍ରିକେଟ୍ । ଖେଳାଯିବ ଟି-୨୦ ମ୍ୟାଚ୍, ପଦକ ଜିତିବାକୁ ଭାରତ ପାଖରେ…

କନକ ବ୍ୟୁରୋ: ୨୪ ବର୍ଷ ପରେ କମନୱେଲଥ ଗେମ୍ସରେ ସାମିଲ ହେଲା କ୍ରିକେଟ୍ । ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦ କ୍ରିକେଟକୁ ସାମିଲ କରିବା ନେଇ ମଙ୍ଗଳବାର ଘୋଷଣା କରିଛନ୍ତି କମନୱେଲଥ ଫେଡେରେସନ୍ । ବିଶ୍ୱସ୍ତରୀୟ ଏହି କ୍ରୀଡ଼ା ବର୍ମିଂହାମର ଏଜବେଷ୍ଟନ୍ ଷ୍ଟାଡ଼ିୟମରେ ଆସନ୍ତା ୨୦୨୨…

ବିବିସି-ଅଲ୍ ଜଜିରା ପାଇଁ ବଢ଼ିଲା ଅଡୁଆ ! କଶ୍ମୀରରେ ବିକ୍ଷୋଭ ହୋଇଥିବା ନେଇ ଭିଡ଼ିଓ ଦେଖାଇଥିଲେ, ସତ୍ୟାସତ୍ୟ ପାଇଁ…

କନକ ବ୍ୟୁରୋ: ମିଥ୍ୟା ପ୍ରଚାର ନେଇ ବଢ଼ିଲା ଅଡୁଆ । କଶ୍ମୀରରେ ଏକ ବଡ଼ ଧରଣର ବିକ୍ଷୋଭ ହୋଇଥିବା ବିବିସି ଏବଂ ଅଲ ଜଜିରା ଭିଡିଓ ଦେଖାଇଥିଲେ । ଏ ଦୁଇଟି ଗଣମାଧ୍ୟମ ସଂସ୍ଥାକୁ ନୋଟିସ ଜାରି କରିଛନ୍ତି ଭାରତ ସରକାର । ନୋଟିସରେ କୁହାଯାଇଛି ଯେ ଭାରତ ସରକାରଙ୍କ ସୂଚନା ଅନୁସାରେ ଏପରି କୌଣସି ଘଟଣା…

ନଈ ଏପଟେ ଗାଁ ସେପଟେ ସ୍କୁଲ । ପାଠପଢା ପାଇଁ ବିପଦପୂର୍ଣ୍ଣ ଜଳଯାତ୍ରା, ପୋଲ ନିର୍ମାଣ ପାଇଁ ଗୁହାରି କଲେ ବି ଶୁଣୁନି…

କନକ ବ୍ୟୁରୋ : ପାଠପଢା ପାଇଁ ବିପଦପୂର୍ଣ୍ଣ ଜଳଯାତ୍ରା । ଭବିଷ୍ୟତ ଗଢିବା ପାଇଁ ତେଲକୋଇରେ ହୁଲି ଡଙ୍ଗାରେ ସମକୋଇ ନଦୀ ପାରି ହେଉଛନ୍ତି ଛାତ୍ର । ଯେଉଁ ଦୃଶ୍ୟକୁ ଦେଖିଲେ ଆପଣ ଭୟଭୀତ ହୋଇଯିବେ । ଭରା ନଈରେ ଛାତ୍ର ପାରି ହେଉଥିବା ବେଳେ ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବି କଲେ ବି ପ୍ରଶାସନ…

ବର୍ଷା କଲା କାଳ ! ଚାଷ ଜମିରେ ଏବେ ଲହଡି ଭାଙ୍ଗୁଛି ବନ୍ୟାପାଣି, ଉଜୁଡ଼ା ଚାଷକୁ ନେଇ ଚିନ୍ତାରେ ଚାଷୀ ।

କନକ ବ୍ୟୁରୋ : ବର୍ଷା କଲା କାଳ । ନଦୀରେ ବଢ଼ିଲା ବନ୍ୟାପାଣି । ବର୍ଷା ଅଭାବ କାରଣରୁ ଚାଷୀ ଯେତିକି ଚିନ୍ତିତ ଥିଲା, ଲଘୁଚାପ ଜନିତ ବର୍ଷା ଚାଷୀର ଚିନ୍ତାକୁ ଅଧିକ ବଢ଼ାଇ ଦେଇଛି । ଚାଷ ଜମିରେ ବନ୍ୟାପାଣି ପଶିଯାଇଛି । ପରିବା ଫସଲକୁ ନଷ୍ଟ କରି ଦେଇଛି । ଉଜୁଡ଼ା ଚାଷକୁ ନେଇ ଏବେ ଚିନ୍ତାରେ…

ସଡକ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇ ବି ଭାଙ୍ଗି ପଡିନାହାନ୍ତି ସାହସୀ ଚାଷୀ ସନା । ଚାଷ କରି ଅନ୍ୟ ମାନଙ୍କ ପାଇଁ…

କନକ ବ୍ୟୁରୋ : ଉଦ୍ୟମ ଇଚ୍ଛା ଶକ୍ତି ଦୃଢ ମନୋବଳ ଆଗରେ ସବୁକିଛି ସମ୍ଭବ । କଥାରେ ଅଛି ପୋଙ୍ଗୁ ଲୋଙ୍ଗୟତେ ଗିରି । ଏପରି ଏକ ଚାଷୀ କ୍ଷେତରେ ତାହା ପ୍ରତିପାଦିତ ହୋଇଛି । ଶରୀରରେ ଗୋଟିଏ ଗୋଡ ନାହିଁ । କିନ୍ତୁ କେବେ ଅଭାବୀ କରିନାହାନ୍ତି ସେ । ସବୁ ଦଃଖ କଷ୍ଟ କାନ୍ଧରେ ବୋହି ୫ ପ୍ରାଣୀ…

ପାକିସ୍ତାନକୁ ସେନାମୁଖ୍ୟଙ୍କ ଚେତାବନୀ । କହିଲେ, ଏଲଓସିରେ ପଶିଲେ ହେବ କଡା କାର୍ଯ୍ୟାନୁଷ୍ଠାନ, କାଶ୍ମୀରର ବର୍ତମାନ…

କନକ ବ୍ୟୁରୋ : ପାକିସ୍ତାନକୁ ସେନାମୁଖ୍ୟଙ୍କ ଚେତାବନୀ । ପାକିସ୍ତାନ ସୀମା ଉଲ୍ଲଙ୍ଘନ କଲେ ସାଂଘାତିକ ପରିଣାମ ହେବ ବୋଲି ଚେତାଇ ଦେଇଛନ୍ତି ସେନାମୁଖ୍ୟ ବିପିନ ରାୱତ । ଯଦି ପାକିସ୍ତାନ ଏଲଓସିକୁ ଆସିବାକୁ ଚାହୁଁଛି ତାହେଲେ ଆସୁ, ହେଲେ ତାକୁ ଉଚିତ ଜବାବ ମିଳିବ ବୋଲି ସେ କହିଛନ୍ତି ।…