Daily Archives

August 8, 2019

‘ଭାରତର ଭୂସ୍ୱର୍ଗ ବିକାଶର ଶିଖର ଛୁଇଁବ’

ସମ୍ବିଧାନର ୩୭୦ଧାରା ଉଚ୍ଛେଦ ହେବା ପରେ ଜମ୍ମ-କଶ୍ମୀର ଓ ଲଦାଖବାସୀ ବଞ୍ଚିତ ହେଉଥିବା ଅନେକ ସୁବିଧା ସୁଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଧାରା ୩୭୦ ଓ ୩୫(କ) ଏବେ ଇତିହାସ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ସଂନ୍ଧ୍ୟାରେ ଦେଶବାସୀଙ୍କୁ ଦେଇଥିବା…

ନୂଆପଡ଼ାରେ ମାତିଛି ବାଘ, ବାଘ ଭୟରେ ଲୋକେ ଛାନିଆ । ମୁସୁରଙ୍ଗି ଜଙ୍ଗଲରେ ୨ କଲରାପତରିଆ ବାଘର ଫଟୋ କଏଦ କଲେ ଗାଁ ଲୋକେ ।

କନକ ବ୍ୟୁରୋ : ନୂଆପଡାରେ ପୁଣି ଦେଖାଦେଲେ ବାଘ । ଗତବର୍ଷ ଏହି ଜଙ୍ଗଲରୁ ଦୁଇଟି କଲରାପତରିଆକୁ ଧରାଯାଇ ନନ୍ଦନକାନନ ପଠାଯାଇଥିଲା । ଏବେ ପୁଣି ସାମ୍ନାକୁ ଆସିଛି ଦୁଇଟି କଲରାପତରିଆର ଦୃଶ୍ୟ । ସେପଟେ ଜଙ୍ଗଲକୁ ଲାଗି ରହିଥିବା ଗାଁଲୋକ ଏବେ ଭୟଭୀତ ହୋଇପଡିଛନ୍ତି । ତେବେ ନୂଆପଡା ମୁସୁରଙ୍ଗି…

ବଲିଉଡକୁ ମୋଦିଙ୍କ ‘କାଶ୍ମୀର’ ନିମନ୍ତ୍ରଣ । କହିଲେ…

ରାଜନୈତିକ ବିଚାରଧାରାକୁ ଭୁଲି ଜମ୍ମୁ ଓ କାଶ୍ମୀରର ବିକାଶ ପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ଵାନ ଜଣାଇଛନ୍ତି । ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇ ସେ କହିଛନ୍ତି ଯେ ଜମ୍ମୁ ଓ କାଶ୍ମୀରରେ ଖୁବ ଶୀଘ୍ର ନିର୍ବାଚନ କରାଯିବ । ଏଥିରୁ ଯେଉଁ ସରକାର ଗଢାଯିବ ତାହା ଲୋକଙ୍କ…

ସମ୍ପର୍କ ତୁଟିଲା, ସମଝୌତା ଅଟକିଲା । ପାକିସ୍ତାନର କଡା କୂଟନୈତିକ ଆଭିମୁଖ୍ୟ ପରେ ଅଧାରେ ଅଟକାଇ ଦେଲା ସମଝୌତା…

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡିଥିବା ପାକିସ୍ତାନ ଆଜି ସମଝୌତା ଏକ୍ସପ୍ରେସକୁ ବନ୍ଦ କରିଛି । ବୁଧବାର, ଭାରତ ସହ ବାଣିଜ୍ୟ କାରବାର ବନ୍ଦ କରିବା ସହ କୂଟନୈତିକ ସମ୍ପର୍କ ହ୍ରାସ କରିବାକୁ ପାକିସ୍ତାନ ଘୋଷଣା କରିଥିଲା । ଇସଲାମାବାଦରେ ଅବସ୍ଥାପିତ…

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ନୂଆ ଜମ୍ମୁକାଶ୍ମୀର ଓ ଲଦାଖର ନିର୍ମାଣ ପାଇଁ ଦେଲେ ପ୍ରତିଶୃତି, କହିଲେ,…

କନକ ବ୍ୟୁରୋ : ଧାରା ୩୭୦ର ଉଚ୍ଛେଦ ଏବଂ ଜମ୍ମୁ-କଶ୍ମୀରର ପୁର୍ନଗଠନ ବିଲ୍‌ ସଂସଦରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ଭୋଧନ କରିଛନ୍ତି। ଏହାସହ କହିଛନ୍ତି, ଏହା ଏକ ଐତିହାସିକ ପଦକ୍ଷେପ । ମୁଁ ଏଥିଲାଗି…

ମୋଦି କହିବେ କାଶ୍ମୀର କାହାଣୀ, ଦେଶବାସୀଙ୍କୁ କରିବେ ସମ୍ବୋଧନ । ରାତି ୮ଟାରେ ଟେଲିଭିଜନ ଯୋଗେ ରାଷ୍ଟ୍ର ଉଦ୍ଦେଶ୍ୟରେ…

କନକ ବ୍ୟୁରୋ : ୮ ମାସ, ୮ ତାରିଖ, ରାତି ୮ଟା । ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଧାରା ୩୭୦ରେ ସଂଶୋଧନ ଏବଂ କାଶ୍ମୀର ପୁନର୍ଗଠନ ପରେ ପ୍ରଥମ ଥର ପାଇଁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ରଖିବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଚର୍ଚ୍ଚା ହେଉଛି, ଦୀର୍ଘ ୭୦ ବର୍ଷ ଭିତରେ…