Daily Archives

August 6, 2019

ମକା ଖାଉଛି ବିଦେଶୀ ପୋକ ! ସୁନ୍ଦରଗଡ଼ ପରେ ଏବେ ବିଦେଶୀ ପୋକ ପାଟିରେ ବଲାଙ୍ଗୀର ଓ କଳାହାଣ୍ଡି ମକା ଫସଲ ।

କନକ ବ୍ୟୁରୋ: ଜଳ ବିହୁନେ ସୃଷ୍ଟି ନାସ, ଜଳ ବହୁଳେ ସୃଷ୍ଟି ନାସ । ଏଇ ଯେମିତି ବର୍ଷା ଅଭାବରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଚାଷ କାମ ଠପ୍ ହୋଇଯାଇଛି । ଆଉ ଏତିକି ବେଳେ ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁରରେ ମକା ଫସଲ ଉଜୁଡି ଯାଇଛି । ୪ ଦିନର ବର୍ଷାରେ ଉମରକୋଟ ଅଂଚଳପେ ଜନଜୀବନ ଯେତିକି…

ରାଜ୍ୟସଭା ପରେ ଲୋକସଭାରେ ପାରିତ ହେଲା ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ । ଶାହା କହିଲେ ଧାରା ୩୭୦ ଉଚ୍ଛେଦ ପାଇଁ ମୋଦି…

କନକ ବ୍ୟୁରୋ: ମୋଦି ସରକାରଙ୍କ ବଡ ସଫଳତା । ରାଜ୍ୟସଭା ପରେ ଲୋକସଭାରେ ପାରିତ ହେଲା ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ । ଏହି ବିଲ୍ ସପକ୍ଷରେ ୩୭୦ଟି ଭୋଟ ପଡିଥିବା ବେଳେ ବିପକ୍ଷରେ ପଡିଛି ୭୦ ଭୋଟ । ଲୋକସଭାରେ ଏହି ବିଲକୁ ଉପସ୍ଥାପନ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହା । ଆଉ ଗୃହରେ ବହୁମତ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସାଂଘାତିକ ବୟାନ । ପୁଲୱାମା ପରି ଆଉ ଏକ ଘଟଣା ଦେଖିବ ଭାରତ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ଚିହିଁକି ଉଠିଛି ପାକିସ୍ତାନ । ପାକିସ୍ତାନର ପ୍ରଧାନମନ୍ତ୍ରୀ ପରୋକ୍ଷରେ ଭାରତକୁ ଧମକ ଦେବାକୁ ପଛାଇ ନାହାନ୍ତି । ଧାରା ୩୭୦ର ଉଚ୍ଛେଦ ପରେ ଭାରତରେ ପୁଲୱାମା ଭଳି ଅଧିକ ଘଟଣା ଦେଖିବାକୁ ମିଳିବ । ପାକିସ୍ତାନ ସଂସଦର ମିଳିତ…

ମାସକ ମଧ୍ୟରେ କ’ଣ କରିଛନ୍ତି ମନ୍ତ୍ରୀ ? କାଲି ମୁଖ୍ୟମନ୍ତ୍ରୀଙ୍କୁ ଦେବେ ମାସିକିଆ ରିପୋର୍ଟ

କନକ ବ୍ୟୁରୋ: ଆସନ୍ତାକାଲି ପୁଣି ମୁଖ୍ୟମନ୍ତ୍ରୀଙ୍କୁ ମାସିକିଆ ରିପୋର୍ଟ ଦେବେ ମନ୍ତ୍ରୀ । ବିଜେଡି ସରକାରର ପଞ୍ଚମ ପାଳିରେ ବିଭିନ୍ନ ବିଭାଗର ଦାୟିତ୍ୱ ତୁଲାଉଥିବା ମନ୍ତ୍ରୀମାନେ ବିଭାଗୱାରୀ ରିପୋର୍ଟ ପ୍ରଦାନ କରିବେ । ପୂର୍ବରୁ ପଞ୍ଚମ ପାଳି ବିଜେଡି ସରକାରଙ୍କ ପ୍ରଥମ ମାସର ବିଭାଗୱାରୀ…

ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦିଙ୍କୁ ଗୌତମ ଗମ୍ଭୀରଙ୍କ ମୁହଁତୋଡ ଜବାବ । କହିଲେ ପୁଅ, ବ୍ୟସ୍ତ ହୁଅନ୍ତି…

କନକ ବ୍ୟୁରୋ : କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । କିନ୍ତୁ ମୋଦି ସରକାରଙ୍କ ଏହି ନିଷ୍ପତିକୁ ପାକିସ୍ତାନ ସହଜରେ ଗ୍ରହଣ କରି ପାରୁନାହିଁ । ଏହି ଘୋଷଣା ପରେ ପାକିସ୍ତାନର ନେତା,ଜନତା, ଅଭିନେତା ଏପରିକି ପୂର୍ବତନ ଖେଳାଳି ମଧ୍ୟ ଭାରତ…

‘ଫୋନି’ର ଚୂଡ଼ାନ୍ତ ରିପୋର୍ଟ ! କ୍ଷତିଠୁ ବଳିଗଲା କ୍ଷତିପୂରଣ, ପୁନଃରୁଦ୍ଧାର ପାଇଁ ଆବଶ୍ୟକ ଅଧିକ ୫ ହଜାର…

କନକ ବ୍ୟୁରୋ: ଗତ ମେ’ ୩ ତାରିଖରେ ଓଡ଼ିଶାକୁ ଗ୍ରାସ କରିଥିବା ‘ଫୋନି’ ନଷ୍ଟ କରିଛି ୨୪ ହଜାର ୧୭୬ କୋଟି ଟଙ୍କାର ସମ୍ପତି । ଏନେଇ ଲୋକସେବା ଭବନ (ସଚିବାଳୟ)ରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ବିଶ୍ୱ ବ୍ୟାଙ୍କ, ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ଏବଂ ମିଳିତ ଜାତିସଂଘ । ଏପରିକି…