Daily Archives

August 4, 2019

ଲଗାଣ ବର୍ଷା ପରେ ଜଳବନ୍ଦୀ ମାୟାନଗରୀ ମୁମ୍ୱାଇ : ପାଣିରେ ଫସିଛନ୍ତି ତଳି ଅଞ୍ଚଳ ଲୋକ, ନାସିକର ୪୦ ଗାଁ ବାହ୍ୟ ଜଗତରୁ…

କନକ ବ୍ୟୁରୋ : ବର୍ଷାରେ ପୁଣି ବେହାଲ ମାୟାନଗରୀ ମୁମ୍ବାଇ । ୨ ଦିନ ହେବ ଲାଗି ରହିଛି ମୂଷଳଧାରା ବର୍ଷା । ରାସ୍ତା ଘାଟ, ଘରଦ୍ୱାର ଉପରେ ଲହଡି ଭାଙ୍ଗୁଛି ବର୍ଷା ପାଣି । କୌଣସି ଜରୁରୀ କାମ ନଥିଲେ ଘରୁ ବାହାରିବା ନେଇ ବାରଣ କରିଛି ପାଣିପାଗ ବିଭାଗ । ତେବେ ଆହୁରି ୪୮ ଘଂଟା ବର୍ଷା ହେବା ନେଇ…

ପାକିସ୍ତାନ ସେନାକୁ ଭାରତୀୟ ସେନାର ସନ୍ଦେଶ : ଧଳା ପତାକା ଧରିକି ଆସ, ମୃତଦେହ ପଡିଛି ଉଠାଇ ନିଅ ।

ଜମ୍ମୁ-କାଶ୍ମୀରର କେରନ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ପାକିସ୍ତାନ ବର୍ଡର ଆକ୍ସନ ଟିମକୁ ବଡ ଝଟକା ଲାଗିଛି । ଏହି ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା । ତେବେ ଗୁଳି ବିନିମୟ ସମୟରେ ଭାରତୀୟ ସେନାର ଗୁଳିରେ ୫ରୁ ୭ ଜଣ ବ୍ୟାଟ୍ କମାଣ୍ଡୋ ପ୍ରାଣ ହରାଇଛନ୍ତି । ଏହି…

ବାରଣ୍ଡାରେ ଭବିଷ୍ୟତ ନିର୍ମାଣ : ଶ୍ରେଣୀଗୃହ ନାହିଁ, ୬ ବର୍ଷ ହେଲା ବାରଣ୍ଡାରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

କନକ ବ୍ୟୁରୋ : ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । କିନ୍ତୁ ବଦଳିପାରୁନାହିଁ ଶିକ୍ଷାର ଭିତ୍ତିଭୂମି । କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଅନୁଗୁଳ ସହରର ଅବସ୍ଥା ଦେଖିଲେ ଦୁସ୍ଥ ଶିକ୍ଷା ବ୍ୟବସ୍ଥାର ଚିତ୍ର ଜଳଜଳ…

ଭାରତୀୟ ଯବାନଙ୍କ ଭାଇରାଲ ଫଟୋ ପଛର ସତ । ଫଟୋଗ୍ରାଫର କହିଲେ, ପୂରା କାହାଣୀ

ଗତ ୨ ଦିନ ହେବ ସୋସିଆଲ ମିଡିଆରେ ଭାରତୀୟ ସେନାର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ହ୍ୱାଟସଆପ ଠାରୁ ଆରମ୍ଭ କରି ଫେସବୁକ୍, ଟ୍ୱିଟରରୁ ଇନଷ୍ଟାଗ୍ରାମକୁ ଘୂରି ବୁଲୁଛି ଏହି ଫଟୋ । ଯେଉଁ ଫଟୋରେ ଜଣେ ଭାରତୀୟ ଯବାନଙ୍କୁ ମଝି ରାସ୍ତାରେ ଚେୟାର ପକାଇ ବସିଥିବାର ଦେଖିବାକୁ ମିଳିଛି । ଶୂନଶାନ…

ବୌଦ୍ଧ ଜିଲ୍ଲାରେ ବଢ଼ୁଛନ୍ତି କିଡନୀ ରୋଗୀ : ୨ ବର୍ଷରେ ୧୪୬ ମୃତ, ଏବେ ବି ଶତାଧିକ ଆକ୍ରାନ୍ତ

କନକ ବ୍ୟୁରୋ : କିଡ଼ନୀ ରୋଗର ଆତଙ୍କ । ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବଢ଼ୁଛନ୍ତି କିଡ଼ନୀ ରୋଗୀ । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ଗତ ୨ ବର୍ଷ ଭିତରେ କିଡ଼ନୀ ରୋଗରେ ୧୪୬ ରୁ ଉଦ୍ଧ୍ୱର୍ ଲୋକ ପ୍ରାଣ ହରାଇଲେଣି । ଏବେ ବି ଶତାଧିକ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି । କଣ୍ଟାମାଳ ଏବଂ ବୌଦ୍ଧ ସଦର…

ଏନଏମସିକୁ ବିରୋଧ କରି ଡାକ୍ତରଙ୍କ ଅନଶନ ଜାରି : ସାରା ଦେଶରେ ସ୍ୱାସ୍ଥ୍ୟସେବା ଠପ୍, ଗୋଟିଏ ଦିନରେ ୩୪ ରୋଗୀ ମୃତ

କନକ ବ୍ୟୁରୋ : ନ୍ୟାସନାଲ ମେଡିକାଲ କମିଶନ ବିଲ ବା ଏନଏମସିକୁ ବିରୋଧ କରି ଡାକ୍ତରମାନେ ଅନଶନ ଜାରି ରଖିଛନ୍ତି । ଯାହାଫଳରେ ସ୍ୱାସ୍ଥ୍ୟ ସେବା ଠପ ହୋଇଯାଇଛି । ଡାକ୍ତରଙ୍କ ଅନଶନ ଫଳରେ ରୋଗୀଙ୍କର ଚିକିତ୍ସା ହୋଇପାରୁନାହିଁ । ଚଣ୍ଡୀଗଡ଼ରେ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ୩୪ ଜଣ ରୋଗୀଙ୍କର…