Daily Archives

August 2, 2019

କୋହଲିଙ୍କ ସ୍କାର୍ଡରେ ନାହାନ୍ତି ହିଟମ୍ୟାନ୍ ! ଟ୍ୱିଟ୍ ବଢାଇଲା ବିରାଟ-ରୋହିତଙ୍କ ମଧ୍ୟରେ ମତଭେଦ ଥିବା ଚର୍ଚ୍ଚା ।

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ବିପକ୍ଷରେ ଆସନ୍ତାକାଲିଠୁ ମଇଦାନକୁ ଓହ୍ଲାଇବ ଭାରତ । କିନ୍ତୁ ଏହା ପୂର୍ବରୁ କ୍ରିକେଟ୍ ଜଗତରେ କୁହୁଳୁଛି କୋହଲି-ରୋହିତଙ୍କ ବିବାଦର ନିଆଁ । ବିଶ୍ୱକପ ସେମିଫାଇନାଲରୁ ଭାରତର ବିଦାୟ ପରେ ଦଳର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ମତଭେଦ ରହିଥିବା ନେଇ ଯେଉଁ…

ଆତଙ୍କବାଦୀ ଆକ୍ରମଣ ଆଶଙ୍କା : ଅମରନାଥ ଯାତ୍ରୀଙ୍କୁ କାଶ୍ମୀର ଛାଡ଼ି ଯିବାପାଇଁ ପରାମର୍ଶ ଦେଲା ସେନା 

କନକ ବ୍ୟୁରୋ : କାଶ୍ମୀରରେ ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଆକ୍ରମଣ ନେଇ ନିର୍ଦ୍ଦିଷ୍ଟଭାବେ ଗୁଇନ୍ଦା ସୂଚନା ମିଳିବା ପରେ ସେନା ଓ ସୁରକ୍ଷା ବାହିନୀ ସତର୍କ ହୋଇଯାଇଛି ।  ରାଜ୍ୟ ସକରାର ଏବ ଏକ ଆଡ଼ଭାଇଜରି ଜାରି କରିବା ସହ ଯାତ୍ରାକୁ ରୋକି ଦିଆଯାଇଛି । ତେବେ…

ଓଡ଼ିଶା ଫେରିବେ ଜଗାବଳିଆ : ମନାକଲା ଭୁବନେଶ୍ୱର ଏମ୍ସ, କଟକ ଏସସିବିରେ ହେବ ଜଗା-ବଳିଆଙ୍କ ଚିକିତ୍ସା

କନକ ବ୍ୟୁରୋ : ଓଡ଼ିଶା ଫେରିବେ ଜଗାବଳିଆ । କଟକର ଏସସିବି ମେଡ଼ିକାଲରେ ଚିକିତ୍ସିତ ହେବେ ଜଗାବଳିଆ । ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଫେରିବା ଓଡ଼ିଶା ପରେ ଏସିସିବିର ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସିତ ହେବେ । ସେମାନେ ଖୁବ୍‌ ଶୀଘ୍ର ସ୍ଥାନାନ୍ତର ହେବେ । ଦିଲ୍ଲୀ…

କୁଳଭୂଷଣ ପ୍ରସଙ୍ଗରେ ପାକିସ୍ତାନର ସର୍ତ୍ତମୂଳକ କନସୁଲାର ଆକ୍ସେସକୁ ଭାରତର ନା । ଯାଦବଙ୍କ ସହ ସାକ୍ଷାତ ବେଳେ ପାକ୍…

କନକ ବ୍ୟୁରୋ : ପାକିସ୍ତାନ ଜେଲରେ ବନ୍ଦି ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ କନସୁଲାର ଆକ୍ସେସକୁ ଖାରଜ କଲା ଭାରତ । କୁଳଭୂଷଣଙ୍କୁ ପାକିସ୍ତାନ ସର୍ତ୍ତମୂଳକ କନସୁଲାର ଆକ୍ସେସ ଦେଇଥିଲା । ଯାହାକୁ ନେଇ ଭାରତ ପରବର୍ତ୍ତୀ ସମୟରେ ଏହାକୁ ଖାରଜ କରିଦେଇଛି । କନସୁଲାର ଆକ୍ସେସ ପାଇଁ ଭାରତ…

କାଲି ଫ୍ଲୋରିଡାରେ ଫଟାଫଟ୍ ମ୍ୟାଚ୍ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଭାରତ, ରାତି ୮ଟାରେ ଖେଳାଯିବ ପ୍ରଥମ…

କନକ ବ୍ୟୁରୋ : ବିଶ୍ୱକପ ସେମିଫାଇନାଲରେ ପରାଜୟ ପରେ ଟିମ୍ ଇଣ୍ଡିଆକୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । କିନ୍ତୁ ଏସବୁକୁ ଭୁଲି ଦୃଢ ମନୋବଳ ସହ ୱେଷ୍ଟଇଣ୍ଡିଜ ମାଟିରେ ସିରିଜ୍ ହାତେଇବା ପାଇଁ କାଲିଠୁ ମଇଦାନକୁ ଓହ୍ଲାଇବ ବିରାଟ ବ୍ରିଗେଡ । ଏହି ଗସ୍ତରେ ୱେଷ୍ଟଇଣ୍ଡିଜ ବିପକ୍ଷରେ…

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା : ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ବାସିନ୍ଦାମାନେ…