Daily Archives

August 1, 2019

କୁଳଭୂଷଣଙ୍କୁ କୁଟନୈତିକ ସହାୟତା ପାଇଁ ପ୍ରସ୍ତାବ ଦେଲା ପାକିସ୍ତାନ । ଭାରତ କହିଲା, କୁଟନୈତିକ ଚ୍ୟାନେଲ୍ ଜରିଆରେ…

କନକ ବ୍ୟୁରୋ : ପାକିସ୍ତାନରେ ବନ୍ଦି ଥିବା କୁଳଭୂଷଣ ଯାଦବଙ୍କୁ କୁଟନୈତିକ ସହାୟତା ପାଇଁ ପାକିସ୍ତାନ ପ୍ରସ୍ତାବ ଦେଇଛି । ପାକିସ୍ତାନରେ କୁଳଭୂଷଣଙ୍କୁ ଦିଆଯାଇଥିବା ଫାଶୀ ଦଣ୍ଡାଦେଶ ଉପରେ ଅନ୍ତର୍ଜାତୀୟ କୋର୍ଟ ରୋକ୍ ଲଗାଇବା ପରେ ଏହି ପ୍ରସ୍ତାବ ଦେଇଛି ଇସଲାମାବାଦ । ଏହାକୁ ନେଇ ଭାରତୀୟ…

ଚନ୍ଦ୍ରଯାନକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ବୟାନ: କହିଲେ, ବେଦ ପଢ଼ନ୍ତୁ ବୈଜ୍ଞାନିକ, ଚନ୍ଦ୍ରକୁ ନେଇ ପୁରାଣରେ ରହିଛି ଅନେକ…

କନକ ବ୍ୟୁରୋ: ଚନ୍ଦ୍ରଯାନ-୨ ମିସନକୁ ଭାରତରେ ଯେତିକି ଉତ୍ସାହ ଦେଖିବାକୁ ମିଳୁଛି, ଏହାର ସଫଳତାକୁ ନେଇ ବିଶ୍ୱ ସମୁଦାୟ ସେତିକି ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି । ଆଉ ଏହାରି ଭିତରେ ଆସିଛି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ବୟାନ । ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ…

ବିଜେପି ବିଧାୟକଙ୍କ ବିବାଦୀୟ ବୟାନ: ବିଷ୍ଣୁ ସେଠୀ କହିଲେ, ଛାଡ଼ପତ୍ର ପରେ ମୁମ୍ବାଇ ଓ କୋଲକାତାରେ ଦେହ ବ୍ୟବସାୟ କରନ୍ତି…

କନକ ବ୍ୟୁରୋ: ବିଜେପି ବିଧାୟକ ତଥା ବିରୋଧ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବୟାନକୁ ନେଇ ଆଜି ବିଧାନସଭାରେ ଝଡ ଉଠିଛି । ତିନି ତଲାକ୍ ବିଲକୁ କଂଗ୍ରେସ ବିରୋଧ କରିବା ପ୍ରସଙ୍ଗରେ ଗୃହରେ ଜବାବ ରଖୁଥିଲେ ବିଷ୍ଣୁ ସେଠୀ । ଆଉ କହିଲେ, ମୁସଲିମ୍ ପରିବାରରେ ଛାଡପତ୍ର ଯୋଗୁଁ ସ୍ତ୍ରୀ ଲୋକମାନେ ରେଡ୍…

ବଦଳିବ ‘ବଦଳି’ ନିୟମ: ଆଉ ମନଇଚ୍ଛା ଟ୍ରାନ୍ସଫର ଲାଗି ଆବେଦନ କରିପାରିବେନି ଅଧ୍ୟାପକ; ଉଚ୍ଚଶିକ୍ଷା ବିଭାଗର ନୂଆ…

କନକ ବ୍ୟୁରୋ: ଏଣିକି ମନଇଚ୍ଛା ଟ୍ରାନ୍ସଫର ଲାଗି ଆବେଦନ କରିପାରିବେନି କଲେଜ୍ ଅଧ୍ୟାପକ । ଆଉ କାମ କରିବନି ଅଧ୍ୟାପକଙ୍କ ଲବି । ଟ୍ରାନ୍ସଫର ଆବେଦନ ଲାଗି ଏକ ୱେବସାଇଟ ଖୋଲାଯାଇଛି । ପିଏମଆଇଏସ୍ ୱେବସାଇଟରେ ଅଧ୍ୟାପକ ଟ୍ରାନ୍ସଫର ଲାଗି ଆବେଦନ କରିବେ । ଉଚ୍ଚଶିକ୍ଷା ବିଭାଗ ଏନେଇ ଖୁବଶୀଘ୍ର…

ଚର୍ଚ୍ଚିତ ଆଇଟମ ଗାର୍ଲଙ୍କୁ ନେଇ ଟଣାଓଟରା । ଯାତ୍ରା କଳାକାର ରାନୀ ପଣ୍ଡାଙ୍କ କାହାଣୀର ଟାଇଟେଲକୁ ଜଲିଉଡ-ଓଲିଉଡ…

କନକ ବ୍ୟୁରୋ: ଆଇଟମ ଗାର୍ଲ ରାନୀ ପଣ୍ଡାଙ୍କୁ ନେଇ ନୂଆ ବିବାଦ । ରାନୀଙ୍କ ଜୀବନର ଚର୍ଚ୍ଚିତ ଘଟଣାକୁ ନେଇ ନିର୍ମାଣ ହେବାକୁ ଯାଉଛି ସିନେମା । ତେବେ ଯାତ୍ରାପାର୍ଟିର ମାଲିକ ମଧ୍ୟ ରାନୀଙ୍କ ଜୀବନୀକୁ ନେଇ ଏକ ନାଟକ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଆଇଟମ ଗାର୍ଲ ରାନୀ ପଣ୍ଡା ନାଁରେ ଯାତ୍ରା…

ଏକାଠି ହେଲେ ବିଜେପି-ବିଜେଡି ସାଂସଦ । ମୋଦି ବହି ଉନ୍ମୋଚନ କରୁଥିଲେ, ସାଂସଦ ପାଖରେ ଠିଆ ହୋଇଥିଲେ ।

କନକ ବ୍ୟୁରୋ : ପୁଣି ଏକାଠି ହେଲେ ବିଜେଡି-ବିଜେପି ସାଂସଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଡକ୍ଟର ପ୍ରବୋଧ କୁମାର ମିଶ୍ରଙ୍କ ବହି ଉନ୍ମୋଚନ ବେଳେ ଏକାଠି ଦେଖିବା ଦେଖିବାକୁ ମିଳିଲା ଉଭୟ ଦଳର ସାଂସଦଙ୍କୁ । ୨ ଦିନ ତଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଏକାଠି…