Daily Archives

July 31, 2019

ମାସେ ତଳୁ ପୋତି ହୋଇଥିଲା କେଳୁଣୀ ମୁହାଣ, ଚୁପ୍ ବସିଥିଲା ପ୍ରଶାସନ । ନିଜ ଉଦ୍ୟମରେ ମୁହାଣ ଖୋଲିଲେ ଗ୍ରାମବାସୀ,…

କନକ ବ୍ୟୁରୋ : ପ୍ରବଳ ବର୍ଷା ପରେ ନଦୀର ବନ୍ୟାଜଳ ସମୁଦ୍ରକୁ ଯିବା ବଦଳରେ ପଶିଆସିଥିଲା ଗାଁ ଭିତରକୁ । କାରଣ, ବନ୍ଦ ହୋଇଯାଇଥିଲା ନଦୀ ମୁହାଣ । ଫଳରେ ଅସ୍ତରଂଗ ବ୍ଳକର ୫ଟି ପଂଚାୟତ ବାସିନ୍ଦା ଫଶିରହିଥିଲେ ପାଣି ଭିତରେ । ଆଜି ଗାଁ ଲୋକଙ୍କ ସହାୟତାରେ ଖୋଳାଯାଇଛି କେଲୁଣୀ ନଦୀ ମୁହାଣ । ଆଉ…

ବଢୁଛି ସାଇକୋ କିଲର ସସପେନ୍ସ: ପତ୍ନୀ କହୁଛନ୍ତି ନାରାୟଣ ନିର୍ଦ୍ଦୋଷ । ପୋଲିସ ପଚାରୁଛି, ନାରାୟଣ ଚୁପ ବସୁଛି…

କନକ ବ୍ୟୁରୋ: ମୋ ସ୍ୱାମୀ ନିର୍ଦ୍ଦୋଷ, ସେ ମଣିଷ ମାରି ନାହାନ୍ତି... ଯିଏ ମାଛିକୁ ମ ବୋଲି କୁହନ୍ତିନି, ସେ କେମିତି କାହାକୁ ହତ୍ୟା କରିପାରିବେ...ଗାଁ ଲୋକଙ୍କୁ ପଚାରନ୍ତୁ, ତାଙ୍କ ବିରୋଧରେ ସବୁ ମିଛ କଥା କୁହା ଯାଉଛି...ସେ କିଛି ଜାଣି ପାରୁନାହାନ୍ତି ବୋଲି ଯିଏ ଯାହା କହିଦେବ କଣ ତାହା…

ନେତାଙ୍କୁ ନରସିଂହଙ୍କ ‘ଧୋତି’ ବାଣୀ: ଧୋତି ପିନ୍ଧୁ ନଥିବା ନେତାଙ୍କୁ ଧିକାର କଲେ, ଗାନ୍ଧୀ-ଗୋପବନ୍ଧୁଙ୍କ କଥା ବଖାଣିଲେ

କନକ ବ୍ୟୁରୋ: ଧୋତି କଥା କହି ଉଦବେଗ ପ୍ରକାଶ କଲେ ନରସିଂହ ମିଶ୍ର । ଓଡିଆ ସଂସ୍କୃତି, ପରମ୍ପରା କଥା ଉଠାଇ ଧୋତିର ଅବତାରଣା କଲେ ନରସିଂହ । ନେତାମାନେ ପବିତ୍ର ଗୃହକୁ ଧୋତି ପିନ୍ଧି ଆସୁନଥିବାରୁ ସେମାନେ ଓଡିଆ ପରମ୍ପରାକୁ ଭୁଲିଗଲେଣି ବୋଲି କହିଛନ୍ତି । ତେବେ କିଏ ଧୋତି ପିନ୍ଧୁଛି ବୋଲି…

ମିଶନ ଗଗନଯାନ ପାଇଁ କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି । ଋଷିଆ ସହାୟତାରେ ମସ୍କୋରେ ଇସ୍ରୋର ବୈଷୟିକ ୟୁନିଟ୍ ଖୋଲିବ…

କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଋଷିଆର ରାଜଧାନୀ ମସ୍କୋରେ ଇସ୍ରୋର ବୈଷୟିକ ୟୁନିଟ୍ ଖୋଲାଯିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଂଜୁରି ଦିଆଯାଇଛି ।ଆସନ୍ତା ୨୦୨୨ ସୁଦ୍ଧା ମିଶନ…

ଆପଣ ବନିବେ ଅଭିନନ୍ଦନ ! ଆସିଲା ବାୟୁସେନାର ନୂଆ ମୋବାଇଲ୍ ଗେମ୍, ପାଇଲଟ୍ ଅଭିନନ୍ଦନଙ୍କ ଭଳି ଆକାଶରେ ଉଡ଼ିବେ ଫାଇଟ୍…

କନକ ବ୍ୟୁରୋ: ବର୍ତ୍ତମାନ ଯୁବପିଢ଼ୀଙ୍କୁ ଘାରିଛି ମୋବାଇଲ୍ ଗେମ୍ । ଏହାକୁ ନଜରରେ ରଖି ବିଭିନ୍ନ ମୋବାଇଲ କମ୍ପାନୀମାନେ ଅନେକ ମୋବାଇଲ ଗେମ୍ସକୁ ଲଞ୍ଚ କରିବାରେ ଲାଗିଛନ୍ତି । ଆଉ ଏହାରି ମଧ୍ୟରେ ବିଶ୍ୱର ଲୋକପ୍ରିୟ ମୋବାଇଲ୍ ଷ୍ଟିମୁଟେର ଗେମ୍ସକୁ ଟକ୍କର ଦେବାକୁ ବାହାରିଛି ଭାରତୀୟ ବାୟୁସେନାର…