Daily Archives

July 30, 2019

ଲୋକପ୍ରିିୟ ପଞ୍ଜାବୀ ପପ୍ ଗାୟକ ଗୁରୁ ରନ୍ଧାୱାଙ୍କ ଉପରକୁ ଆକ୍ରମଣ ! ଅଜ୍ଞାତ ଯୁବକଙ୍କ ଆକ୍ରମଣରେ ଗୁରୁଙ୍କ ମୁଣ୍ଡରେ…

ଲୋକପ୍ରିିୟ ପଞ୍ଜାବୀ ପପ୍ ଗାୟକ ଗୁରୁ ରନ୍ଧାୱାଙ୍କୁ କାନାଡାରେ ହତ୍ୟା ଉଦ୍ୟମ କରାଯାଇଛି । କାନାଡାର ବେକୁମ୍ବରରେ ଜଣେ ଅଜ୍ଞାତ ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଗୁରୁ କାନାଡାରେ ଭିନ୍ନ ଭିନ୍ନ ସ୍ଥାନରେ କିଛି ଦିନ ହେଲା କନସର୍ଟ କରିଆସୁଥିଲେ । ବେକୁମ୍ବରରେ ରବିବାର ଦିନ ତାଙ୍କର…

କଲେଜର ଉନ୍ନତି ପାଇଁ ଖୁବଶୀଘ୍ର ଆରମ୍ଭ ହେବ ‘ମୋ କଲେଜ ଅଭିଯାନ‘ । ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା

କନକ ବ୍ୟୁରୋ: ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ମୋ କଲେଜ ଅଭିଯାନ‘ । ମୋ ସ୍କୁଲ ଅଭିଯାନ ଭଳି ମୋ କଲେଜ ଅଭିଯାନ ଆରମ୍ଭ ହେବାକୁ ଯାଉଛି । କଲେଜର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ଆଉ ଲୋକାଭିମୂଖୀ କରିବାକୁ ଏହି ଅଭିଯାନ ଆରମ୍ଭ କରାଯିବ । ତେବେ ‘ମୋ କଲେଜ ଅଭିଯାନ‘ ଆରମ୍ଭ ହେଉଥିବା…

ଟେବୁଲରେ ଶୋଇ ଶୋଇ ସାଲାଇନ ନେଉଛି ଉଚ୍ଚଶିକ୍ଷା ବିଭାଗ :  ରାଜ୍ୟର ଶିକ୍ଷା ବ୍ୟବସ୍ଥା ନେଇ ସରକାରଙ୍କୁ ଛିଗୁଲେଇଲେ…

କନକ ବ୍ୟୁରୋ : ସାଲାଇନ୍ ନେଉଛି ଉଚ୍ଚଶିକ୍ଷା ବିଭାଗ । ଉଚ୍ଚ ଶିକ୍ଷା ବିଭାଗ ଟେବୁଲରେ ଶୋଇଛି ଏବଂ ସାଲାଇନ୍ ନେଉଛି ବୋଲି ତାଚ୍ଛଲ୍ୟ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଦାସ । ସେ କହିଛନ୍ତି, ଓଡ଼ିଶାରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସୁନାହିଁ । ରାଜ୍ୟ…

ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ସରକାରୀ ସ୍କୁଲରେ ଶିକ୍ଷକ ମରୁଡି : ସ୍କୁଲ ଖୋଲିବାର ୪ବର୍ଷ ପରେ ବି ହୋଇନି…

କନକ ବ୍ୟୁରୋ : ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ମଧ୍ୟାହ୍ନ ଭୋଜନ, ପୋଷାକ ପତ୍ର, ଜୋତା, ବ୍ୟାଗ୍ ମଧ୍ୟ ମାଗଣାରେ ଯୋଗାଇ ଦେଉଛନ୍ତି । ହେଲେ ଶିକ୍ଷକ ବିନା କିଭଳି ପାଠ ପଢୁଛନ୍ତି ହାଇସ୍କୁଲ ଛାତ୍ର ଛାତ୍ରୀ…

ସହର ଜଗିଛି ସିସିଟିଭି : ଅପରାଧ ମୁକ୍ତ ହେବ ଅନୁଗୁଳ ସହର, ୮ଟି ମୁଖ୍ୟ ଛକ ଉପରେ ନଜର ରଖିଛି ୩୮ ସିସିଟିଭି କ୍ୟାମେରା

କନକ ବ୍ୟୁରୋ : ଦିନକୁ ଦିନ ବଢୁଛି ଅପରାଧ । ଅପରାଧୀ ସଂଖ୍ୟା ବି ବଢି ବଢି ଚାଲିଛି । ହେଲେ ଅପରାଧୀଙ୍କୁ ଚକମା ଦେବା ପାଇଁ ପୁଲିସ ବି କିଛି କମ ପଦକ୍ଷେପ ନେଉ ନାହଁ । ଅନୁଗୁଳ ସହରକୁ ଅପରାଧ ମୁକ୍ତ କରିବା ପାଇଁ ସିସିଟିଭିର ସାହାରା ନେଇଛି ଅନୁଗୁଳ ପୋଲିସ । ସେପଟେ ପୋଲିସର ଏହି ପଦକ୍ଷେପକୁ…

ବିଧାନସଭାରେ ବାଘ ମିଛ ! ୩ବର୍ଷରେ ଶିକାରୀଙ୍କ ହାତରେ ଯାଇନି ବାଘଙ୍କ ଜୀବନ, କେଉଁଠୁ ଆସିଲା ଚିତା ?

କନକ ବ୍ୟୁରୋ: ମୁଣ୍ଡବ୍ୟଥା କଲା ମନ୍ତ୍ରୀଙ୍କ ଉତ୍ତର! ଗତ ୩ ବର୍ଷରେ ରାଜ୍ୟରେ କୌଣସି ବାଘର ହତ୍ୟା ହୋଇନାହିଁ । ଅର୍ଥାତ୍ ୨୦୧୬ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶିକାରୀଙ୍କ ଦ୍ୱାରା କୌଣସି ବି ବାଘର ମୃତ୍ୟୁ ହୋଇନଥିବା ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।…