Daily Archives

July 28, 2019

ସାଙ୍ଘାତିକ ଶ୍ୱେତପତ୍ର ? ଦିନକୁ ୭ ଦୁଷ୍କର୍ମ, ୫ ହତ୍ୟା ପରେ ବି ଶ୍ୱେତପତ୍ରରେ ଶାନ୍ତିର ଚିତ୍ର ଦେଖାଇଲେ ରାଜ୍ୟ ସରକାର

କନକ ବ୍ୟୁରୋ: ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଗୃହ ବିଭାଗର ଶ୍ୱେତପତ୍ର ସମସ୍ତଙ୍କୁ ଚକିତ କରିଛି । ରାଜ୍ୟରେ ପ୍ରତିଦିନ ପ୍ରାୟ ୭ଟି ଦୁଷ୍କର୍ମ ଓ ୫ଟି ହତ୍ୟାକାଣ୍ଡ ଘଟୁଥିବା ଶ୍ୱେତପତ୍ରରେ ଉଲ୍ଲେଖ ରହିଛି । ସେହିପରି ଅପରାଧ ଓ ଲୁଟର ଲମ୍ବା ତାଲିକା ଶ୍ୱେତପତ୍ରରେ ଗୃହ ବିଭାଗ ବିଭାଗ…

ରାଜଧାନୀରେ ରଙ୍ଗୀନ୍ ରାତିର ଠିକଣା ପାଲଟିଛି ଡାନ୍ସ ବାର୍ ! ଖୁଲମଖୁଲା ଚାଲିଥିଲା ଅସାମାଜିକ କାମ, ମ୍ୟୁଜିକ ଏବଂ ଡାନ୍ସ…

କନକ ବ୍ୟୁରୋ : ରାଜଧାନୀର ଡାନ୍ସବାର ଗୁଡିକ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ । ପୋଲିସ କମିଶନରଙ୍କ ସୂଚନା ଅନୁସାରେ ରେଡ୍ ହୋଇଥିବା ଡାନ୍ସବାର ଗୁଡିକରେ ଚାଲିଥିଲା ଅସାମାଜିକ କାର୍ଯ୍ୟକଳାପ । ଏହା ଉପରେ ଲଗାମ୍ ଲଗାଇବା ପାଇଁ ଅଂଟା ଭିଡିଛି କମିଶନରେଟ ପୋଲିସ । ମ୍ୟୁଜିକ ଓ ନାଚର ତାଳେ…

କଲବଲ କରୁଛି କାଳିମେଳା ବନ୍ୟା । ପୋଲ ଉପରେ ବୋହୁଛି ପାଣି, ଧୋଇଗଲା ଜାତୀୟ ରାଜପଥର ଡାଇଭର୍ସନ, ଅଟକି ରହିଛି ଶହ ଶହ…

କନକ ବ୍ୟୁରୋ : ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି । କାଲିମେଳାରେ ଲଗାଣ ବର୍ଷା ଯୋଗୁଁ କାଙ୍ଗୁରକୋଣ୍ଡା ପୋଲ ଉପରେ ବହୁଛି ୨ଫୁଟ ଉଚ୍ଚର ପାଣି । ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନାଗିରି-କାଲିମେଳା ମଧ୍ୟରେ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ । ଦୁଇ ଦିନର…

ସନ୍ୟାସୀରୁ କେମିତି ମୁଖ୍ୟମନ୍ତ୍ରୀ ହେଲେ ଯୋଗୀ ଆଦିତ୍ୟନାଥ ? ରହସ୍ୟ ଖୋଲିଲେ ବିଜେପି ଅଧ୍ୟକ୍ଷ ଅମିତ ଶାହା ।

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଗ୍ରାଉଣ୍ଡ ବ୍ରେକିଙ୍ଗ ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭୁରି ଭୁରି ପ୍ରଶଂସା କରିବା ସହ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ନେଇ ଏଭଳି କିଛି କହିଛନ୍ତି ଯାହାକି ଚର୍ଚ୍ଚା ସୃଷ୍ଟି…

ରୋଷେଇ ପୂର୍ବରୁ ପ୍ଲେଟରୁ ଡେଇଁପଡିଲା ଚିକେନ୍ ଖଣ୍ଡ ! ଡରିଗଲେ ରୋଷେୟା , ଦେଖନ୍ତୁ ଭିଡିଓ

କ’ଣ ଆପଣ କେବେ ଖାଦ୍ୟରେ ପରଷା ଯାଇଥିବା ଚିକେନ୍ କୁ ଚାଲୁଥିବାର ଦେଖିଛନ୍ତି? ଏହି ପ୍ରଶ୍ନ ଆମେ ଆପଣଙ୍କୁ ଏଥିପାଇଁ ପଚାରୁଛୁ କାରଣ ସୋସିଆଲ୍ ମିଡିଆରେ ଏବେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ପ୍ଲେଟରୁ ଚିକେନର ଗୋଟିଏ ଖଣ୍ଡ ବାହାରକୁ ଡେଇଁ ବାହାରିଆସୁଥିବାର ଦେଖାଦେଉଛି । ଏହି…

ପୁଣି ଦମଦାର ସଟ୍ ଖେଳି ଦର୍ଶକଙ୍କ ହୃଦୟ ଜିଣିଲେ ଯୁବରାଜ । ପାକିସ୍ତାନୀ ବୋଲରଙ୍କ ବଲରେ ମାରିଲେ ଆକାଶଛୁଆଁ ଛକା ।

କନକ ବ୍ୟୁରୋ : ୨୦୧୧ ବିଶ୍ୱକପ କ୍ରିକେଟର ହିରୋ ବାମହାତୀ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ସତ, କିନ୍ତୁ ତାଙ୍କ ବ୍ୟାଟିଂର ଚମକ ଏବେବି ଫିକା ପଡିନି । ଗ୍ଲୋବାଲ୍ କନାଡା ଟି-୨୦ ଲିଗରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ପୁଣି ଥରେ କୋଟି କୋଟି…