Daily Archives

July 27, 2019

କଟକରେ ବୁଲୁଛି କି ପାରାଦୀପର ସାଇକୋ କିଲର? ପାରାଦୀପ ଜଘନ୍ୟ ହତ୍ୟାକାଣ୍ଡକୁ ମାସେ ପୁରିବାକୁ ବସିଲାଣି, କିନ୍ତୁ ଏଯାଏଁ…

କନକ ବ୍ୟୁରୋ : କଟକ ସାଇକୋ କିଲର୍ ଘଟଣାରେ ଏଯାଏଁ ପୁଲିସ୍ ହାତ ଖାଲି । କିଏ ହତ୍ୟା କଲା, କାହିଁକି ହତ୍ୟାକଲା, ସେ ସଂପର୍କରେ ପୁଲିସ୍ର କେବଳ ଗୋଟିଏ ଉତର-ତଦନ୍ତ ଚାଲିଛି । ଆଉ ଏସବୁ ଭିତରେ ପାରଦୀପ ହତ୍ୟାକାଣ୍ଡ ସହ କଟକ ମର୍ଡର ସାମଞ୍ଜସ୍ୟ ଥିବା ଅନୁମାନ କରାଯାଉଛି । କାରଣ ଉଭୟ ସ୍ଥାନରେ…

ସୈତାନ ସାଜିଛି ସାଇକୋ କିଲର ! ରାତି ହେଲେ ଥରୁଛି ସିଲଭର ସିଟି, ୩ଟି ହତ୍ୟାପରେ ବି ପତ୍ତା ପାଉନି ପୋଲିସ୍ ।

କନକ ବ୍ୟୁରୋ: କିଏ ସେହି ସଇତାନ ସାଇକୋ କିଲର? କାହିଁକି ରାତ୍ରିଚର ପିଶାଚ ହୋଇ ନେଉଛି ଜୀବନ? ଆଉ ରାତିର ଘନ ଅନ୍ଧାରରେ ଲୁଚି ଲୁଚି ଆସୁଛି, ହତ୍ୟା କରି ଚାଲିଯାଉଛି । କଟକରେ ୩-୩ଟି ହତ୍ୟାକାଣ୍ଡ ପରେ ସହର ସାରା ଖେଳି ଯାଇଛି ଆତଙ୍କର ମାହୋଲ । ଆଉ ଏହି ସାଇକୋ କିଲରର ଟାର୍ଗେଟ୍ରେ ରହୁଛନ୍ତି,…

ପୋଲିସକୁ ବାରଗର୍ଲଙ୍କ ପ୍ରଶ୍ନ । ଯାତ୍ରାରେ ଅଶ୍ଳୀଳ ନାଚ ହେଉଛି ସେଠି ତ ଚଢାଉ ହେଉନାହିଁ, ବାର୍ ଉପରେ ଚଢାଉ କରି…

କନକ ବ୍ୟୁରୋ : ରାଜଧାନୀରେ ଡ୍ୟାନ୍ସ ବାର ଉପରେ କମିସନରେଟ୍ ପୋଲିସର ରାତି ଅଧିଆ ଚଢ଼ାଉ ପରେ ଆରମ୍ଭ ହୋଇଛି ବଡ ଧରଣର ବିବାଦ । ବେଆଇନ୍ ଭାବେ ଏହି ଡ୍ୟାନ୍ସ ବାରଗୁଡିକ ଚାଲୁଥିବାରୁ ଚଢାଉ କରାଯାଇଥିବା ପୋଲିସ କହୁଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛି ବାର୍ ମାଲିକ ସଂଘ…

ଶେଷ ହେଲା କ୍ୟାବିନେଟ୍ ବୈଠକ । ମୋଟ୍ ୧୧ଟି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଥିବା ସୂଚନା

କନକ ବ୍ୟୁରୋ: ଶେଷ ହେଲା କ୍ୟାବିନେଟ୍ ବୈଠକ । ମୋଟ୍ ୧୧ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଲିଥିବା ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ପଞ୍ଚାୟତିରାଜ ବିଭାଗର ବସୁଧା ଯୋଜନାକୁ କ୍ୟାବିନେଟ୍ ରେ ମୋହର ମାରିଛନ୍ତି ରାଜ୍ୟ…

ସରକାରଙ୍କୁ ଘରୋଇ ବସ୍ ମାଲିକ ସଂଘର ଚେତାବନୀ । ବସ୍ ପରିମିଟ୍ ରଦ୍ଦ ଆଦେଶ ପ୍ରତ୍ୟାହାର କର, ନହେଲେ ଆସନ୍ତା ୧୨ରୁ…

କନକ ବ୍ୟୁରୋ:  ସରକାର ନ ଶୁଣିଲେ ଆସନ୍ତା ମାସ ୧୨ ତାରିଖରୁ ବନ୍ଦ ହେବ ବସ୍ ଚଳାଚଳ । ପୁରୀରେ ବସ୍ ଭିତରେ ନାବାଳିକା ଦୁଷ୍କର୍ମ ମାମଲାରେ ପରିବହନ ବିଭାଗ ଉକ୍ତ ବସ୍ ପରିମିଟ୍ ବାତିଲ କରିବା ପରେ ତାତି ଉଠିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ବସ୍ ପରିମିଟ୍ ରଦ୍ଦ ଆଦେଶ ପ୍ରତ୍ୟାହାର  ନହେଲେ…

ପାଣି ଘେରରେ ଅଟକିଥିଲା ୭ଶହ ଜୀବନ । ଦେବଦୂତ ସାଜିଲେ ସେନାର ଯବାନ, ଜୀବନକୁ ବାଜି ଲଗାଇ କଲେ ଉଦ୍ଧାର ।

କନକ ବ୍ୟୁରୋ: ଜଳ, ସ୍ଥଳ ଓ ବାୟୁ ସେନାଙ୍କୁ ସଲାମ । ଶେଷରେ ଦୀର୍ଘ ୧୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବର୍ଷା ଜଳ ଘେରରେ ଫସି ଯାଇଥିବା ୭ଶହ ଜୀବନକୁ ସଫଳତାର ସହ ଉଦ୍ଧାର କଲେ ତିନି ସେନାର ସେନାବାହିନୀ । ସୂଚନା ମୁତାବକ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଫଳରେ ମହାଲକ୍ଷ୍ମୀ ଏକ୍ସପ୍ରେସ ମଧ୍ୟରୁ…