Daily Archives

July 25, 2019

୪ ବର୍ଷ ପରେ ଜେଲର ୪ କାନ୍ଥ ଭିତରୁ ମୁକୁଳିଲେ ‘ମାନ୍ୟବର’ ! ଚୌଦାର ଜେଲ୍ ଆଗରେ ଲାଗିଛି ସାରଥୀ ଭକ୍ତଙ୍କ ଗହଳି ।

କନକ ବ୍ୟୁରୋ : ଦୀର୍ଘ ୪ ବର୍ଷ ପରେ ଜେଲର ୪ କାନ୍ଥ ଭିତରୁ ବାହାରକୁ ଆସିଲେ ବାବା ସାରଥୀ । ସମସ୍ତ ୩ଟି ଯାକ ମାମଲାରେ ଜାମିନ୍ ପାଇବା ପରେ ଆଜି ଚୌଦ୍ୱାର ଜେଲରୁ ମୁକୁଳିଛନ୍ତି ବାବା ସାରଥୀ ଓରଫ ସନ୍ତୋଷ ରାଉଳ । ଆଜି ସନ୍ଧ୍ୟାରେ କେନ୍ଦ୍ରାପଡା ଏସଡିଜେଏମ୍ କୋର୍ଟରୁ ରିଲିଜ୍ ଅର୍ଡର ଆସିବା ପରେ…

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରୀରେ ଓବିସି ଓ ଏସଇବିସି ବର୍ଗ ପାଇଁ ସଂରକ୍ଷଣ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଓବିସି ଓ ଏସଇବିସି ବର୍ଗ ପାଇଁ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରୀରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।…

ଲୋକସଭାରେ ପାରିତ ହେଲା ବହୁପ୍ରତିକ୍ଷୀତ ଟ୍ରିପଲ ତଲାକ ବିଲ୍ । ସପକ୍ଷରେ ପଡ଼ିଲା ୩୦୩ ଭୋଟ୍  ।

କନକ ବ୍ୟୁରୋ: ଲୋକସଭାରେ ପାସ୍ ହେଲା ତିନି ତଲାକ ବିଲ୍  । ଦିନ ସାରା ଚର୍ଚ୍ଚା ଚାଲିବା ପରେ ଶେଷରେ ପାସ୍ ହୋଇଛି ବିଲ୍ । ବିତର୍କ ପରେ ହୋଇଥିିବା ଭୋଟରେ ବିଲ ସପକ୍ଷରେ ୩୦୩ ଭୋଟ ପଡିଥିବାବେଳେ ବିପକ୍ଷରେ ୮୨ ଭୋଟ୍ ପଡିଛି । ତେବେ ଭୋଟିଂରେ ଭାଗ ନେଇନାହାଁନ୍ତି ଟିଏମସି ସାଂସଦ । ଆଜି…

ଚିନ୍ତା ବଢାଇଲା ହୀରାକୁଦ: ବର୍ଷା ଅଭାବରୁ ଡ୍ୟାମରେ କମିଲା ଜଳସ୍ତର, ବିଦ୍ୟୁତ ଉତ୍ପାଦନ ଉପରେ ପଡିବ ପ୍ରଭାବ

କନକ ବ୍ୟୁରୋ: ହାରୀକୁଦ ଡ୍ୟାମର ଉପରମୁଣ୍ଡରେ ବର୍ଷା ଅଭାବରେ ହୀରାକୁଦ ଡ୍ୟାମରେ କମିଛି ଜଳସ୍ତର । ଯାହାର ପ୍ରଭାବ ବିଦ୍ୟୁତ ଉତ୍ପାଦନରେ ପଡିବା ଆରମ୍ଭ ହେଲାଣି । ଏହାଦ୍ୱାରା ଆଗାମୀ ଦିନରେ ବିଦ୍ୟୁତ ସଙ୍କଟ । ହାରୀକୁଦ ଡ୍ୟାମର ଜଳସ୍ତର କମୁଥିବାବେଳେ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ବଡଧରଣର…

ନବୀନ ନିବାସରେ ଆଜି ହେଲା କଣ? ନେତାଙ୍କୁ ଡାକି କଣ ପଚାରିଲେ ନବୀନ । ଚାରିକାନ୍ଥ ଭିତରର ବଡ କଥା ।

କନକ ବ୍ୟୁରୋ: ବିଜୟ ଉତ୍ସବ ସରିନଥିଲା, ହେଲେ ସେତେବେଳକୁ କିନ୍ତୁ ନେତାଙ୍କ ଫୋନ୍ ବାଜିବା ଆରମ୍ଭ ହୋଇଗଲା । ପାଟକୁରା ଦଖଲର ଉତ୍ସାହ ଯେତିକି ଥିଲା, ତାଠାରୁ ଅଧିକ ବିଚଳିତ କରୁଥିଲା ଭୋଟ୍ ଟ୍ରେଣ୍ଡ । ଆରମ୍ଭରୁ ୪୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବାକୁ ଆଶା ରଖିଥିବା ଦଳର ବ୍ୟବଧାନ କମିବା…

ବିଧାନସଭାରେ ଉଠିଲା ବେକାରୀ ତାତି ! ବିରୋଧୀ କହିଲେ, ସଜାଗ ହେଉନାହାନ୍ତି ସରକାର, ଆଗକୁ ନିଯୁକ୍ତି ସୁଯୋଗ ସୃଷ୍ଟି ନକଲେ…

କନକ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ବେକାରୀ ସ୍ଥିତି ଜଟିଳ ହେବାରେ ଲାଗିଛି । ଏକଥା ଆମେ କହୁନୁ ବରଂ ବିଧାନସଭାରେ ଏନେଇ ତାତି ଉଠିଛି । ରାଜ୍ୟରେ ବେକାରୀ  ସମସ୍ୟା ନେଇ ମୁଲତବୀ  ପ୍ରସ୍ତାବ ଉପରେ ବିଧାନସଭାରେ  ଆଲୋଚନା ଆରମ୍ଭ ହୋଇଛି । ଏଥିରେ ଭାଗ ନେଇ ସଦସ୍ୟମାନେ ରାଜ୍ୟରେ ବେକାରୀ ସଂକଟ…