Daily Archives

July 14, 2019

ବୈଜୟନ୍ତଙ୍କୁ ପୁଣି ଟ୍ୱିଟରରେ ବାଣ ମାରିଲେ ଅନୁଭବ । କହିଲେ, ଫୋନ୍ କରି ବୈଜୟନ୍ତଙ୍କ ବ୍ୟକ୍ତିଗତ ସହାୟକ କରିଥିଲେ ଖରାପ…

କନକ ବ୍ୟୁରୋ : ଦିଲ୍ଲୀରେ ସରକାରୀ ବଙ୍ଗଳାକୁ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଟୁଇଟରେ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଆଜି ଟୁଇଟ୍ କରି ଅନୁଭବ ଅଭିଯୋଗ ଆଣିଛନ୍ତି, ବୈଜୟନ୍ତ ପଣ୍ଡାଙ୍କ ବ୍ୟକ୍ତିଗତ ସଚିବ ତାଙ୍କୁ ଫୋନ କରି ଖରାପ ବ୍ୟବହାର ପ୍ରଦର୍ଶନ…

ଭାରତର ଜହ୍ନ ଅଭିଯାନରେ ସାମିଲ ହୋଇଛି ଓଡିଶା: ଚନ୍ଦ୍ରାୟନ-୨ରେ ଲାଗିଥିବା କିଛି ଯନ୍ତ୍ରାଂଶ ଓଡିଶାରେ ହୋଇଛି ନିର୍ମାଣ

କନକ ବ୍ୟୁରୋ: ଆଉ ମାତ୍ର କେଇ ମୁହୂର୍ତ୍ତର ଅପେକ୍ଷା, କେଇ ଘଣ୍ଟାର ପ୍ରତୀକ୍ଷା । ଘଣ୍ଟା କଣ୍ଟାର ଟିକଟିକ ଶବ୍ଦରେ ଭାରତ ଯେତେବେଳେ ଜହ୍ନମାମୁକୁ ଯାତ୍ରା କରିବ ସେତେବେଳେ ସେ ସମୟ ହେବ ଭାରତ ପାଇଁ ଏକ ସ୍ୱର୍ଣ୍ଣିମ ସମୟ । ସେ ମୁହୂର୍ତ୍ତ ହେବ ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । କାରଣ…

ମନ୍ତ୍ରୀଙ୍କ ପରେ ସାଂସଦଙ୍କୁ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ: ଏଣିକି ୨ ମାସରେ ଥରେ ସୁପ୍ରିମୋଙ୍କୁ ରିପୋର୍ଟ ପ୍ରଦାନ…

କନକ ବ୍ୟୁରୋ: ମନ୍ତ୍ରୀଙ୍କ ପରେ ଏବେ ସାଂସଦ ଦେବେ ରିପୋର୍ଟ କାର୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିବେ ବିଜେଡିର ସବୁ ସାଂସଦ । ନିଜ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ମାସିକିଆ ରିପୋର୍ଟ ମାଗିବା ପରେ ଏବେ ବିଜେଡିର ସମସ୍ତ ସାଂସଦଙ୍କୁ ରିପୋର୍ଟ ମାଗିଛନ୍ତି…

ପୋଲିସ ଚେକ୍ ପୋଷ୍ଟ ସମ୍ମୁଖରେ ଗୋଡାଇ ଗୋଡାଇ ହାଣିଲେ ଦୃବୃର୍ତ୍ତ । ଗୋଟିଏ ପରିବାରର ୩ ମୃତ ।

କନକ ବ୍ୟୁରୋ : ପିପିଲିରେ ମର୍ଡର ଲାଇଭ । ପିପିଲିର ପଟ୍ଟନାୟକିଆରେ ଗୋଟିଏ ପରିବାରର ୩ ଜଣଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ପରିବାରର ୩ ଜଣଙ୍କୁ ହାଣିବା ସହ ନିର୍ମମ ଭାବେ ହତ୍ୟା କରାଯାଇଛି । ଖଣ୍ଡା ଓ ଫାର୍ସାରେ ହାଣିବା ପରେ ଦୃବୃର୍ତ…

IPLରେ ହେବ ନବକଳେବର ! ୨ଟି ନୂଆ ଟିମକୁ ଆଇପିଏଲରେ ସାମିଲ କରିପାରେ ବିସିସିଆଇ ।

ପୁଣି ଥରେ ନୂଆ ରୂପରେ ଖେଳାଯିବ ଆଇପିଏଲ । ଆଗାମୀ ୨ ବର୍ଷ ପରେ ଅଥାର୍ତ ୨୦୨୧ରେ ଆଇପିଏଲର ହେବ ନବକଳେବର । ୮ଟି ଟିମ୍ ବଦଳରେ ୧୦ ଟିମକୁ ନେଇ ଖେଳାଯିବ ଆଇପିଏଲ । ୨ଟି ନୂଆ ଟିମକୁ ସାମିଲ କରିବା ନେଇ ଏବେ ଜୋରଦାର ଚର୍ଚ୍ଚା ଶୁଣିବାକୁ ମିଳୁଛି । ଆଉ ଏଥିପାଇଁ ବିସିସିଆଇ ମଧ୍ୟ ପ୍ରସ୍ତୁତି…

ହିମାଚଳପ୍ରଦେଶରେ ଭୁଶୁଡିଲା ଗେଷ୍ଟହାଉସର ବିଲ୍ଡିଂ । ସେନାର ୩୫ ଜଣ ଯବାନ ବିଲ୍ଡିଂ ତଳେ ଚାପି ହୋଇ ରହିଥିବା ଆଶଙ୍କା ।…

କନକ ବ୍ୟୁରୋ : ହିମାଚଳପ୍ରଦେଶରେ ପ୍ରବଳ ବର୍ଷାରେ ଭୁଶୁଡିଲା ଗେଷ୍ଟହାଉସର ବିଲ୍ଡିଂ । ପ୍ରାୟ ୩୫ ଜଣ ଭାରତୀୟ ସେନାର ଯବାନ ଏହି ବିଲ୍ଡିଂ ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି । ହିମାଚଳପ୍ରଦେଶର କୁମାରହଟ୍ଟି-ନାହନ ହାଇୱେରେ ଏହି ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ପ୍ରଶାସନ ଓ ସାଧାରଣ…