Daily Archives

July 12, 2019

କୋର୍ଟରେ ଝୁଲି ରହିଲା କର୍ଣ୍ଣାଟକ ନାଟକ । ବାଚସ୍ପତିଙ୍କୁ ସମୟ ଦେଲେ ସୁପ୍ରିମକୋର୍ଟ, ମଙ୍ଗଳବାର ପର୍ଯ୍ୟନ୍ତ…

କନକ ବ୍ୟୁରୋ : ରୋଚକ ମୋଡରେ କର୍ଣ୍ଣାଟକ ରାଜନୀତି । ଗୋଟିଏ ପଟେ ବିଦ୍ରୋହୀ ବିଧାୟକମାନେ ଇସ୍ତଫା ଦେବା ଜିଦରେ ଅଟଳ ଥିବାବେଳେ ଅନ୍ୟପଟେ ଆଜି ଆସ୍ଥା ଭୋଟ୍ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ସେପଟେ ସୁପ୍ରିମକୋର୍ଟ ମଧ୍ୟ ଉଭୟ ବିଦ୍ରୋହୀ ବିଧାୟକ ଓ ବାଚସ୍ପତିଙ୍କ ଆବେଦନ ଉପରେ ଶୁଣାଣି…

ଫ୍ରାନ୍ସରେ ରାଫେଲର ଲାଇଭ୍ ଟେଷ୍ଟ । ଉଡାଣ ଭରିଲେ ବାୟୁସେନା ଅଧିକାରୀ । ରାଫେଲ ଆସିଲେ ବଢିବ ସେନାର ଶକ୍ତି, ସାବାଡ…

କନକ ବ୍ୟୁରୋ : ଫ୍ରାନ୍ସ ଓ ଭାରତ ମଧ୍ୟରେ ଜାରି ରହିଛି ଦ୍ୱିପାକ୍ଷିକ ସାମରିକ ଅଭ୍ୟାସ । ଇଣ୍ଡୋ-ଫ୍ରେଂଚ ଯୁଦ୍ଧାଭ୍ୟାସରେ ସାମିଲ ହୋଇଛନ୍ତି ଭାରତର ଶହେରୁ ଅଧିକ ବାୟୁସେନା ଅଧିକାରୀ । ଫ୍ରାନ୍ସରେ ରାଫେଲ ବିମାନ ଉଡାଇଛନ୍ତି ଭାରତୀୟ ବାୟୁସେନାର ଦକ୍ଷ ପାଇଲଟ୍ । ରାଫେଲ ଉଡାଇବା ପରେ ଏୟାର…

ଅଡୁଆରେ ଆଇଏଏସ୍ ଅଫିସର ! ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ନେଇ ଏସଆରସି ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍

କନକ ବ୍ୟୁରୋ: ଦୁର୍ନୀତି ଓ ଅନିୟମିତତା ଅଭିଯୋଗରେ ଆଇଏଏସ୍ ଅଫିସର ବିଷ୍ଣୁ ସେଠୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍ । ବିଷ୍ଣୁ ସେଠୀ ୨୦୧୩ରୁ ୧୬ ମସିହା ଭିତରେ ରାଜ୍ୟ ସମବାୟ ବ୍ୟାଙ୍କର ମ୍ୟାନେଜମେଂଟ୍ ଇନ୍ଚାର୍ଜ ଥିବା ବେଳେ ପ୍ରାୟ ୪ ଲକ୍ଷ ୨୮ ହଜାର ଟଙ୍କା ବେଆଇନ ଭାବେ ଗ୍ରହଣ କରିଥିବା ଅଭିଯୋଗ…

ଅଧା ବାଟରେ ଅଟକିଲା ବର । ଗୋଟିଏ ରାତି ପାଇଁ ମଙ୍ଗୁଳା ରହିଲା କନିଆ, ବରଯାତ୍ରୀଙ୍କ ଗାଡିକୁ ସାଇଟ ମରାକୁ ନେଇ ଗଣ୍ଡଗୋଳ…

କନକ ବ୍ୟୁରୋ : ନେତା ଅଟକାଇଲେ ବାହାଘର । ପୂର୍ବତନ ସରପଞ୍ଚଙ୍କ ଦାଦାଗିରି ଯୋଗୁଁ ଗୋଟିଏ ରାତି ଅଟକି ଗଲା ବାହାଘର । ରାତି ୧୦ରୁ ଦିନ ୧୧ଟା ଯାଏଁ ବର ଓ ବରଯାତ୍ରୀଙ୍କୁ ଅଟକ ରଖିଲେ ନେତାଙ୍କ ସମର୍ଥକ । ମଙ୍ଗୁଳା ହୋଇ ବର ବାଟକୁ ଅପେକ୍ଷା କରି ରହିଲା କନିଆ । ଏମିତି ଏକ ଖବର ଆସିଛି ପୁରୀ…

ସରକାରୀ କ୍ୱାର୍ଟରକୁ ନେଇ ସାଂସଦଙ୍କ ଟାର୍ଗେଟ୍ । ଅନୁଭବ ପଚାରିଲେ, ୨୪ ଘଣ୍ଟା ପରେ ଚୁପ୍ କାହିଁକି ଟ୍ୱିଟ୍ ମାଷ୍ଟର ?

କନକ ବ୍ୟୁରୋ: ଥମୁନି ବଙ୍ଗଳା ବିବାଦ । ୨୪ ଘଣ୍ଟା ପରେ ପୁଣି ବୈଜୟନ୍ତଙ୍କୁ ଟ୍ୱିଟରରେ ନିଶାନା କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଗତକାଲି ଦିଲ୍ଲୀ ମହାଦେବ ରୋଡସ୍ଥିତ ସରକାରୀ କ୍ୱାର୍ଟରକୁ ବୈଜୟନ୍ତ ମାଡ଼ି ବସିଥିବା କହି ଟ୍ୱିଟରେ ଟାର୍ଗେଟ କରିଥିଲେ ଅନୁଭବ । ହେଲେ ଏହାର ୨୪ ଘଣ୍ଟା…

ବଦଳିପାରନ୍ତି ରାଜ୍ୟ ପୋଲିସ ମୁଖିଆ ! କିଏ ହେବ ପରବର୍ତ୍ତୀ ପୋଲିସ ଡିଜିି, ପାୱାର କରିଡରରେ ଆରମ୍ଭ ହେଲା ଚର୍ଚ୍ଚା,…

କନକ ବ୍ୟୁରୋ : ଓଡିଶା ପୋଲିସରେ ଆସିପାରନ୍ତି ନୂଆ ପୋଲିସ ମହାନିର୍ଦ୍ଦେଶକ । ବଦଳିପାରନ୍ତି ରାଜ୍ୟ ପୁଲିସ ମୁଖିଆ । ବର୍ତମାନର ଡିଜିପି ଆରପି ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ମନୋନିତ ହେବା ନେଇ ଖବର ସାମ୍ନାକୁ ଆସିବା ପରେ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାକୁ ଆସିଛି । ତେବେ ପ୍ରଶ୍ନ ଉଠୁଛି, କିଏ…