ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍: ଜାଣନ୍ତୁ କ’ଣ ହେଲା ମହଙ୍ଗା , କ’ଣ ହେଲା ଶସ୍ତା ?
ଚଳିତ ବଜେଟରେ ମଧ୍ୟବିତଙ୍କୁ ଆଶ୍ୱସ୍ତି ନାହିଁ । ମହଙ୍ଗା ହେବ ପେଟ୍ରୋଲ, ଡିଜେଲ ଓ ସୁନା । ଫଳରେ ବିଭିନ୍ନ ସ୍ଥାନରେ ଟ୍ୟାକ୍ସ ଅନୁସାରେ ପେଟ୍ରୋଲ ଓ ଡିଜେଲର ଦର ଅଲଗା ଅଲଗା ହେବ । କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ କେତେକ ସାମଗ୍ରୀ ଉପରେ ଟିକସ କମାଇଥିବାବେଳେ କେତେକ ସାମଗ୍ରୀ ଉପରେ ଟିକସ…