Daily Archives

July 4, 2019

ଠାକୁରଙ୍କ ସୁନାବେଶ ପୂର୍ବରୁ ରଥଯାତ୍ରାରେ ସେବାୟତଙ୍କ ସୁନାବେଶ । ପହଣ୍ଡି ସମୟରେ ହାତରେ ମୁଦି, ଗଳାରେ ଚମକିଲା ସୁନାର…

କନକ ବ୍ୟୁରୋ : ସେବାୟତଙ୍କ ସୁନାବେଶ । ଆପଣମାନେ ଠାକୁରଙ୍କ ସୁନାବେଶ ଦେଖିଥିବେ କିନ୍ତୁ ରଥଯାତ୍ରାରେ ଆଜି ସେବାୟତମାନଙ୍କର ହୋଇଥିଲା ସୁନାବେଶ । କେବଳ ରଥଯାତ୍ରା ସମୟରେ ହିଁ ସେବାୟତଙ୍କୁ ଏଭଳି ରୂପରେ ଦେଖିବାକୁ ମିଳିଥାଏ । ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଆଭୂଷଣରେ ସଜେଇ ହୋଇଥାନ୍ତି ସେବାୟତ…

ସଂସଦରେ ଶୁଭିଲା ଓଡିଆ ମହିଳା ସାଂସଦଙ୍କ ସ୍ୱର । ଜାଣନ୍ତୁ କେଉଁ ସାଂସଦଙ୍କ ଦାବି କଣ ରହିଲା?

କନକ ବ୍ୟୁରୋ : ସଂସଦରେ ଆଜି ପ୍ରଥମଥର ପାଇଁ ଓଡିଶାର ଦାବି ରଖିଛନ୍ତି ବିଜେଡିର ମହିଳା ସାଂସଦ । ପ୍ରଥମଥର ପାଇଁ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଥିବା ସାଂସଦ ପ୍ରମିଳା ବିଶୋଇ, ଚନ୍ଦ୍ରାଣୀ ମୁର୍ମୁ, ଶର୍ମିଷ୍ଠା ସେଠୀ ଓ ରାଜଶ୍ରୀ ମଲ୍ଲିକ ନିଜ ନିଜ ଅଞ୍ଚଳର ପ୍ରସଙ୍ଗ ଉଠାଇଛନ୍ତି । ଆସ୍କା…

ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ବଡ଼ଦାଣ୍ଡ । ୮ରୁ ୧୦ ଲକ୍ଷ ଭକ୍ତଙ୍କ ସମାଗମ, ନିର୍ଦ୍ଧାରିତ ସମୟ ପୂର୍ବରୁ ଶରଧାବାଲିରେ…

କନକ ବ୍ୟୁରୋ : କେତେବେଳେ ବଡଦାଣ୍ଡକୁ ଆସିବେ ଚତୁର୍ଦ୍ଧାମୂର୍ତ୍ତି, ଆଉ ରଥରେ ବିଜେ ହେବେ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅପେକ୍ଷା କରିରହିଥିଲେ । ଆଉ ସେହି ମୁହୁର୍ତ ଆସିଗଲା । ପହଣ୍ଡିରେ ତିନିଠାକୁର ବାଇଶପାହାଚ ଦେଇ ବଡଦାଣ୍ଡକୁ ଆସିଥିଲେ । ତିନିରଥରେ ରଥାରୂଢ ହୋଇଥିଲେ ମହାପ୍ରଭୁ । ଗଜପତି…

ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପୂର୍ବରୁ ଫିଟ୍ ହେଲେ ବିରାଟ ବାହିନୀର ଷ୍ଟାର ଖେଳାଳି ।

ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ବିଶ୍ୱକପରେ ଟିମ୍ ଇଣ୍ଡିଆର ଆହତ ଖେଳାଳିଙ୍କ ତାଲିକା ଲମ୍ବି ଚାଲିଥିବା ବେଳେ ଏବେ ଏହି ତାଲିକାର ଜଣେ ଖେଳାଳି ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇଛନ୍ତି । ଯାହା ବିରାଟ ବ୍ରିଗେଡ ପାଇଁ ଆଶ୍ୱସ୍ତି ଆଣି ଦେଇଛି । ପୂର୍ବ ମ୍ୟାଚରେ ଭୁବନେଶ୍ୱର କୁମାର ଫିଟ୍ ହୋଇ…

ଶରଧାବାଲିରେ ତିନି ଠାକୁର । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କଲେ ଚତୁର୍ଦ୍ଧାମୂର୍ତ୍ତି, ‘ଜଗା’ ଧ୍ୱନିରେ ପ୍ରକମ୍ପିତ…

କନକ ବ୍ୟୁରୋ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ । ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଶେଷରେ କଳାଠାକୁରଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଛି । ଭାବମୟ ପରିବେଶରେ ଘଣ୍ଟକାହାଳୀ ନାଦରେ…

ରଥଟଣା ବେଳେ ଯାଜପୁରରେ ବଡ ଅଘଟଣ । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଲା ରଥ,  ଚାଲିଗଲା ୨ ଭକ୍ତଙ୍କ ଜୀବନ ।

କନକ ବ୍ୟୁରୋ : ରଥଟଣା ବେଳେ ବଡ ଅଘଟଣ । ରଥରେ ନିଆଁ ଲାଗିବା ସହ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାଜପୁର କାଳିଆପାଣି ଥାନା ଟାଟା ମାଇନସ କଲୋନୀରେ ରଥଟଣା ବେଳେ ଏଭଳି ଅଘଟଣ ହୋଇଛି । ଲୌହ ନିର୍ମିତ ରଥଟି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଏଭଳି ଅଘଟଣ ହୋଇଥିବା…