Daily Archives

July 1, 2019

‘ଜଙ୍ଗଲରେ ଲୁଚାଇ ରଖିଥିଲେ ଜଳଦସ୍ୟୁ, ଦେଉଥିଲେ ଶାରିରୀକ ନିର୍ଯାତନା’ । ୭୦ ଦିନର ଲୋମଟାଙ୍କୁରା କାହାଣୀ କହିଲେ ଓଡିଆ…

କନକ ବ୍ୟୁରୋ : ଏପ୍ରିଲ ୧୯ ତାରିଖରୁ ନାଇଜେରିଆରେ ଜଳଦସ୍ୟୁଙ୍କ କବଜାରେ ଥିବା ଓଡିଆ ନାବିକ ସୁଦୀପ ଚୌଧୁରୀ ମୁମ୍ବାଇରେ ପହଁଚିଛନ୍ତି । ଭାରତରେ ପହଁଚିବା ପରେ କନକ ନ୍ୟୁଜକୁ ୭୦ ଦିନର ଛାତିଥରା କାହାଣୀ କହିଛନ୍ତି ସୁଦୀପ । ସୁଦୀପ ଚୌଧୁରୀ : ସେଦିନ ଥିଲା ୨୦୧୯ ଏପ୍ରିଲ ୧୯ ତାରିଖ ।…

ମୋଦିଙ୍କ ପ୍ରଂଶସା, ମହାରଥୀଙ୍କ ପ୍ରଶ୍ନ । ବାତ୍ୟା ପୁନରୁଦ୍ଧାର ନେଇ ବଡ ଅଭିଯୋଗ ଆଣିଲେ ପିପିଲି ବିଧାୟକ, କହିଲେ ଘର…

କନକ ବ୍ୟୁରୋ : ମହାବାତ୍ୟା ଫୋନିକୁ ନେଇ ଆଜି ରାଜ୍ୟ ବିଧାନସଭାରେ ଉଠିଛି ପ୍ରଶ୍ନ । ଯେଉଁ ବିଷୟକୁ ବିରୋଧୀ ବିଜେପି ମଧ୍ୟ ପ୍ରସଙ୍ଗ କରିନାହିଁ ଏବଂ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜାପାନରେ ପ୍ରଶଂସା କରିଛନ୍ତି, ଆଜି ସେହି ପ୍ରସଙ୍ଗରେ ଶାସକ ଦଳର ବରିଷ୍ଠ ସଦସ୍ୟ ପ୍ରଦୀପ ମହାରଥୀ, ସରକାରଙ୍କୁ…

କଟକରେ ହେବ ୨୧ତମ କମନୱେଲଥ୍ ଟେବୁଲ ଟେନିସ୍ ଚାମ୍ପିୟନସିପ୍ । ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷରିତ, ୧୪ଟି ଦେଶ…

କନକ ବ୍ୟୁରୋ : ସିଲଭର ସିଟି କଟକରେ ହେବ ୨୧ତମ କମନୱେଲଥ୍ ଟେବୁଲ ଟେନିସ ଚାମ୍ପିୟନସିପ । ଆସନ୍ତା ୧୭ରୁ ୨୨ ଜୁଲାଇ ମଧ୍ୟରେ କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଏହି ପ୍ରତିଯୋଗିତା ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ସହ ଟିଟି ଫେଡେରେସନ ଅଫ୍ ଇଣ୍ଡିଆ ଓ ରାଜ୍ୟ ଟିଟି ଆସୋସିଏସନ…

ରାଜଧାନୀର ଅନୁସୂଚିତ ଓ ଜନଜାତି ଛାତ୍ରୀ ନିବାସରେ ଗର୍ଭବତୀ ହେଲେ ନାବାଳିକା । ଅନୁସନ୍ଧାନ କରିବାକୁ ପହଂଚିଲା କନକ…

କନକ ବ୍ୟୁରୋ : ଭୁବନେଶ୍ୱରର ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲରେ ୪ ଜଣ ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡିଛି । ଏଭଳି ଘଟଣା ବାରମ୍ବାର ଘଟୁଥିଲେ ବି ଏଥିରେ ଅଙ୍କୁଶ ଲଗାଯାଇପାରୁନାହିଁ । ତେବେ କାହିଁକି ଏହି ଘଟଣା ଘଟୁଛି, ହଷ୍ଟେଲ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କିପରି ରହିଛି, ଜାଣିବା…

ଆସନ୍ତା ୨୪ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ । ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୮ଟି ଜିଲ୍ଲାକୁ ରେଡ୍ ଆଲର୍ଟ…

କନକ ବ୍ୟୁରୋ : ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଂଟା ମଧ୍ୟରେ ଅବପାତର ରୂପ ନେବ । ଏହାର ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ…