Daily Archives

June 29, 2019

ମଥାରେ ସିନ୍ଦୁର ପିନ୍ଧିବାରୁ ଟିଏମସି ସାଂସଦ ନୁସରତ ଜାହାଁଙ୍କୁ ଫତୱା । ମୁସଲିମ୍ ଧର୍ମ ବିରୋଧୀ ଆଚରଣ ପାଇଁ ଫତୱା ଜାରି…

କନକ ବ୍ୟୁରୋ: ଟିଏମସି ସାଂସଦ ନୁସରତ୍ ଜାହାଁଙ୍କ ପାଇଁ ବଢିପାରେ ଅଡୁଆ । ବିବାହ ପରେ ମଥାରେ ସିନ୍ଦୁର, ଦେଢରେ ଶାଢୀ ଓ ମଙ୍ଗଳସୂତ୍ର ପକାଇବାକୁ ନେଇ , ଏହି ବେଙ୍ଗଲି ଅଭିନେତ୍ରୀ ତଥା ସାଂସଦଙ୍କ ଉପରେ ଖପ୍ପା ହୋଇଛନ୍ତି ମୁସଲିମ୍ ସଂଗଠନ । ଗତ ୧୯ ଜୁନରେ ତୁର୍କୀରେ କୋଲକାତାର ବ୍ୟବସାୟୀ…

ରାହୁଲଙ୍କୁ ସମର୍ଥନ କରି କଂଗ୍ରେସରେ ପଦ ଛାଡୁଛନ୍ତି ନେତା: ୮୦ରୁ ଅଧିକ କଂଗ୍ରେସ ନେତାଙ୍କ ଗଣ ଇସ୍ତଫା ଚିଠି ସୋସିଆଲ୍…

କନକ ବ୍ୟୁରୋ: ନିର୍ବାଚନରେ ବିପର୍ଯ୍ୟୟ ପରେ ଭୁଶୁଡି ବାରେ ଲାଗିଛି କଂଗ୍ରେସ ସଂଗଠନ । ଗୋଟିଏ ପଟେ ଅଧ୍ୟକ୍ଷ ପଦରେ ରହିବାକୁ ଅରାଜି ରାହୁଲ , ଅନ୍ୟପଟେ ଏକାଧିକ ନେତା ବିଭିନ୍ନ ପଦପଦବୀ ଛାଡୁଛନ୍ତି । ନୂଆ କରି ଟିମ୍ ଗଠନ କରିବାକୁ ରାହୁଲଙ୍କୁ ସ୍ୱାଧୀନତା ଦେବା ପାଇଁ ସେମାନେ ଏଭଳି କରିଥିବା…

ରୋଗୀ ମୃତ୍ୟୁକୁ ନେଇ ନର୍ସଙ୍କୁ ମାଡ ମାରିଲେ ରୋଗୀଙ୍କ ସମ୍ପର୍କୀୟ। କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଲେ ନର୍ସ ଓ…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟଙ୍କ ମାଡ ଏବଂ ପରେ ପରେ ସାରା ଦେଶରେ ତାର ଜୋରଦାର ପ୍ରତିବାଦ ଓ ବନ୍ଦ ପାଳନ ମନରୁ ନଯାଉଣୁ ଆଜି ବାରିପଦାରେ ପୁଣି ଘଟିଛି ସେଭଳି ଏକ ଘଟଣା । ରୋଗୀ ମୃତ୍ୟୁକୁ ନେଇ ନର୍ସଙ୍କୁ ମାଡ ମାରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଏହାପରେ…

ମୁଣ୍ଡ ବ୍ୟଥା ଦେଉଛି ବଜେଟ୍ ହିସାବ: ରାଜ୍ୟର ନିଜସ୍ୱ ଆୟ ଠାରୁ ବ୍ୟୟ ପ୍ରାୟ ୩ ଗୁଣା, ବ୍ୟୟ ଭରଣା ପାଇଁ ୨୩ ହଜାର…

କନକ ବ୍ୟୁରୋ: ବଜେଟ୍ ଆସିବା ପରେ ଚାଲିଛି ଅଙ୍କକଷା । ବାର୍ଷିକ ନିଜସ୍ୱ ଆୟ ୪୫ ହଜାର ୫୦୦ କୋଟି , ବର୍ଷକୁ ଖର୍ଚ୍ଚ ୧ ଲକ୍ଷ ୩୯ ହଜାର କୋଟି ଏଭଳି କିଛି ତଥ୍ୟ ୨୦୧୯-୨୦ ରାଜ୍ୟ ବଜେଟରେ ସାମନାକୁ ଆସିଛି । ଚଳିତ ଆର୍ଥିକ ବର୍ଷରେ ନିଜସ୍ୱ ଟିକସ ପ୍ରାପ୍ତି ୩୩ ହଜାର କୋଟି ଟଙ୍କା ଆକଳନ ହୋଇଥିବା…

ନକଲି ଡାକ୍ତରଙ୍କ ହସ୍ପିଟାଲ ଡ୍ୟୁଟି: ଯାଜପୁର ବଡଚଣା ମେଡିକାଲରେ ବେକରେ ଷ୍ଟୋଥୋ ଲଗାଇ ପ୍ରସୂତୀ ରୋଗୀଙ୍କୁ ଚିକିତ୍ସା…

କନକ ବ୍ୟୁରୋ: ଫେକ୍ ଡାକ୍ତରଙ୍କ ଭାଇରାଲ ଭିଡିଓ ଖୋଲୁଛି ସତ । ଗତ ୨୧ ତାରିଖ ରାତିରେ ଯାଜପୁର ଜିଲ୍ଳା ବଡଚଣା ମେଡିକାଲରେ ଡାକ୍ତରଙ୍କ ପରି ବେକରେ ଷ୍ଟେଥୋ ପକାଇ ପ୍ରସୂତୀ ରୋଗୀଙ୍କୁ ଚିକିତ୍ସା କରିଥିଲେ ବଡଚଣା ବ୍ଲକ କଡାଇ ଗାଁର ନିହାର ରଂଜନ ସାମଲ । ମଦ୍ୟପାନ କରି ନିହାର ପ୍ରସୂତୀ ବିଭାଗରେ…

ଜଳଦସ୍ୟୁଙ୍କ କବଳରେ ୭୦ ଦିନ। ମୃତ୍ୟୁ ଫାଶରେ ପଡିଥିଲେ ଓଡ଼ିଶାର ନାବିକ ସୁଦୀପ କୁମାର। ଫିଲ୍ମର କାହାଣୀ ଭଳି ଭୟଙ୍କର…

କନକ ବ୍ୟୁରୋ: ଜଳଦସ୍ୟୁଙ୍କ କବଳରେ ଥିବା ଓଡିଆ ନାବିକ ସୁଦୀପ କୁମାର ଚୌଧୁରୀ ମୁକ୍ତ ହୋଇଛନ୍ତି । ୭୦ ଦିନ ଧରି ମୁଣ୍ଡ ଜାମିନ ରହିବା ପରେ ମୁକ୍ତ ହୋଇଛନ୍ତି ନାବିକ । ଗତ ଏପ୍ରିଲ ୧୯ ତାରିଖରେ ଘାନାରୁ ବାହାରି ସମୁଦ୍ର ପଥରେ ନାଇଜେରିଆ ଯାଉଥିଲା ଜଳଜାହାଜ ‘ଏମ୍ଟି ଆପେକସ୍’ । ମଝି ଦରିଆରେ…