Daily Archives

June 27, 2019

ଭଦ୍ରକରେ ନାଗ ଭୟ: ନିଦ ହଜୁଛି ନାଗ ପାଇଁ, ପୁଣି ବାହାରିଲେ ୮୦ ଛୁଆ…

କନକ ବ୍ୟୁରୋ: ଚର୍ଚ୍ଚାରେ ଭଦ୍ରକର ନାଗଲୋକ । ତିନି ଦିନରେ ଗୋଟିଏ ସ୍ଥାନରୁ ବାହାରିଲାଣି ୮୦ଟି ନାଗଛୁଆ । ଏତେ ସଂଖ୍ୟାରେ ନାଗଛୁଆ କେଉଁଠୁ ଆସୁଛନ୍ତି , ତାକୁ ନେଇ ଉଠିଛି ପ୍ରଶ୍ନ । ଭଦ୍ରକ ଜିଲ୍ଲାର ତିହିଡି, ବନ୍ତ, ହାତିସାହି, ନଳାଙ୍ଗ ଓ ଧାମନଗର ଅଂଚଳରୁ ଏହି ନାଗ ଛୁଆଁଙ୍କୁ ଉଦ୍ଧାର…

ସାଙ୍ଗ ନା ସଇତାନ ? ଫେଲ ମାରିଲା ହତ୍ୟା ଷଡଯନ୍ତ୍ର, ଗିରଫ ହେଲେ ୨ ବନ୍ଧୁ

କନକ ବ୍ୟୁରୋ: ଫେଲ ମାରିଲା ହତ୍ୟା ଷଡଯନ୍ତ୍ର । ବନ୍ଧୁକୁ ହତ୍ୟା କରିବା ପାଇଁ ଦୁଇବନ୍ଧୁଙ୍କ ଷଡଯନ୍ତ୍ର ଫସର ଫାଟିଲା । ନିଜ ସାଙ୍ଗର ଜୀବନ ନେବା ପାଇଁ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଦୁଇବନ୍ଧୁଙ୍କ ମର୍ଡର ପ୍ଲାନରେ ପାଣି ପଡି ଯାଇଛି । ଆଉ ଦୁଇ ଷଡଯନ୍ତ୍ରକାରୀଙ୍କୁ ଗିରଫ କରିଛି ପୋଲିସ ।…

ଜବର ଦଖଲରେ ଅଛି ୧୯ ହଜାର ୪୫୦ ଏକର ଜମି । ବିଧାନସଭାରେ ହିସାବ ଦେଲେ ରାଜସ୍ୱମନ୍ତ୍ରୀ ।

କନକ ବ୍ୟୁରୋ: ଚାଲିଛି ଷୋଡ଼ଶ ବିଧାନସଭାର ଅଧିବେଶନ । ସରକାରଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ କରି ଚାଲିଛନ୍ତି ବିରୋଧୀ । ତେବେ ରାଜ୍ୟ ସରକାରଙ୍କ ଅଧିନରେ କେତେ ଜମି ରହିଛି ଏବଂ କେତେ ଜମି ବ୍ୟବସାୟିକ ସଂସ୍ଥା ଓ ଶିଳ୍ପ ସଂସ୍ଥାଙ୍କ ଜବର ଦଖଲରେ ରହିଛି ସେନେଇ ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କୁ…

ଏକ ସଶକ୍ତ ଓଡ଼ିଶା ଗଠନ ଏବଂ ଯୁବବର୍ଗଙ୍କୁ ନିଯୁକ୍ତି ମୋ ସରକାରର ମୂଳ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ: ଷୋଡ଼ଶ ବିଧାନସଭାରେ ରାଜ୍ୟପାଳ ଗଣେଷୀ ଲାଲଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି କି, ରାଜ୍ୟର ବିକାଶ ଏବଂ ସାଢ଼େ ୪କୋଟି ରାଜ୍ୟବାସୀଙ୍କ କଲ୍ୟାଣ ସରକାରଙ୍କ ଏକମାତ୍ର ଏଜେଣ୍ଡା । ଯୁବକଙ୍କୁ ନିଯୁକ୍ତି…

ବଜ୍ରାଘାତ, ସର୍ପାଘାତ ଓ ପାଣିରେ ବୁଡି ଯାଇଛି ସର୍ବାଧିକ ଜୀବନ: ୩ ବର୍ଷରେ କେଉଁଠି କେତେ ଜଣଙ୍କ ମୃତ୍ୟୁ ହୋଇଛି…

କନକ ବ୍ୟୁରୋ: ଜୀବନକୁ କାଳ ହେଉଛି ଦୁର୍ଘଟଣା । ଦିନକୁ ଦିନ ଦୁର୍ଘଟଣାରେ ଅନେକ ଜୀବନ ଝାଉଁଳି ପଡୁଛି । ରାସ୍ତା ଦୁର୍ଘଟଣାରେ ସବୁଦିନ କିଛି ନା କିଛି ଜୀବନ ଯାଉଥିବା ବେଳେ ଦୈବୀ ଦୁର୍ଘଟଣାରେ ଯାଉଛି ସର୍ବାଧିକ ଜୀବନ । ଓଡିଶାରେ ପ୍ରାକୃତିକ ବିପର୍ଯ୍ୟୟ ଓ ଦୈବୀ ଦୁର୍ବିପାକରେ ଅନେକ ଲୋକଙ୍କ…

ମାଞ୍ଚେଷ୍ଟର ମୈଦାନରେ ଝୁଣ୍ଟିଲା ବିରାଟ ବାହିନୀ । ୭ ୱିକେଟ୍ ହରାଇ ୱେଷ୍ଟଇଣ୍ଡିଜକୁ ଦେଲା ୨୬୯ ରନର ବିଜୟ ଲକ୍ଷ୍ୟ ।

କନକ ବ୍ୟୁରୋ: ବିଶ୍ୱକପ୍ କ୍ରିକେଟ୍ ୨୦୧୯, ମାଞ୍ଚେଷ୍ଟର ମଇଦାନରେ ସଂଘର୍ଷ କରି ୱେଷ୍ଟ ଇଣ୍ଡିଜକୁ ୨୬୯ ରନର ବିଜୟ ଲକ୍ଷ୍ୟ ଦେଲା ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିବା ବିରାଟ ବାହିନୀ ପ୍ରଥମରୁ ୱିକେଟ୍ ପତନ କାରଣରୁ ଧିମା ଆରମ୍ଭ କରିଥିଲା । ହେଲେ ରନ୍…