Daily Archives

June 26, 2019

ଭାରି ପଡି଼ଲା ଭିଡିଓ ? ହିରୋ ହେବା ନିଶାରେ ହାରିଗଲେ ଯୁବକ: କୁମାରଙ୍କ କାହାଣୀ ପଢନ୍ତୁ, ସଚେତନ ହୁଅନ୍ତୁ…

କନକ ବ୍ୟୁରୋ: ସବୁ ସୀମା ସରହଦ ଡେଇଁଗଲେ ଯୁବପିଢି । ଲୋକପ୍ରିୟ ଓ ଚର୍ଚ୍ଚିତ ହେବା ନିଶାରେ ନିଜ ଜୀବନକୁ ବି ବାଜିରେ ଲଗାଇବାକୁ ପଛାଉ ନାହାନ୍ତି ଯୁବଗୋଷ୍ଠୀ । ସୋସିଆଲ ମିଡିଆରେ ସେନସେସନ ପାଲଟିବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି । ଆଉ ଏତିକି ବେଳେ ରାତାରାତି ଷ୍ଟାର ହେବାର ସ୍ୱପ୍ନକୁ…

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଣି ପଛରେ ପଡ଼ିଲା ଓଡ଼ିଶା । ବିଧାନସଭାରେ ବିରୋଧୀଙ୍କ ଅଭିଯୋଗ, ଅସୁସ୍ଥ ହୋଇପଡ଼ିଛି ରାଜ୍ୟର…

କନକ ବ୍ୟୁରୋ: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଣି ପଛରେ ପଡ଼ିଲା ଓଡ଼ିଶା । ନୀତି ଆୟୋଗ ପକ୍ଷରୁ ପ୍ରକାଶ ପାଇଥିବା ହେଲଥ ଇନଡେକ୍ସ ରିପୋର୍ଟରେ ୨୧ଟି ରାଜ୍ୟରୁ ୧୯ତମ ସ୍ଥାନରେ ରହିଛି ଓଡ଼ିଶା । ସ୍ୱାସ୍ଥ୍ୟସେବାକୁ ନେଇ ଦେଶର ବିଭିନ୍ନ ରାଜ୍ୟର ପ୍ରଦର୍ଶନକୁ ନେଇ ପ୍ରସ୍ତୁତ ହୋଇଛି ଏହି ରିପୋର୍ଟ ।…

ଆଇପିଏସ ଅଫିସର ସାମନ୍ତ ଗୋଏଲଙ୍କୁ RAW ମୁଖ୍ୟ ଭାବେ ନିଯୁକ୍ତି ଦେଲେ ସରକାର ।  ବାଲାକୋଟ ଏୟାରଷ୍ଟ୍ରାଇକର…

ବାଲାକୋଟ ଏୟାରଷ୍ଟ୍ରାଇକର ମାଷ୍ଟରମାଇଣ୍ଡ ସାମନ୍ତ ଗୋଏଲଙ୍କୁ ଭାରତର ଗୁଇନ୍ଦା ସଂସ୍ଥା ‘RAW’ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ମୋଦି ସରକାର । ୧୯୮୪ ମସିହା ବ୍ୟାଚର ଏହି ଆଇପିଏସ ଅଫିସରଙ୍କୁ  ଗୁରୁତ୍ୱପୂର୍ଣ୍ଣ ପଦରେ ବସାଇଛନ୍ତି ମୋଦି ସରକାର । ଏହାଛଡା ବରିଷ୍ଠ ଆଇପିଏସ ଅଧିକାରୀ ଅରବିନ୍ଦ…

ବ୍ୟାଟରେ ପିଟିଥିଲେ, ବନ୍ଧା ହେଲେ । ବିଜେପି ବିଧାୟକଙ୍କୁ ଗିରଫ କଲା ପୋଲିସ, ଭିଡ଼ିଓରେ ଦେଖନ୍ତୁ ପୂରା ଘଟଣା ।

କନକ ବ୍ୟୁରୋ : ବ୍ୟାଟରେ ପିଟି ବନ୍ଧା ହେଲେ ବିଜେପି ବିଧାୟକ । ଦାଦାଗିରି ଦେଖାଇବା ବିଧାୟକଙ୍କୁ ପଡିଲା ମହଙ୍ଗା । ଇନ୍ଦୋର ନଗରପାଳିକାର ଏକ କର୍ମଚାରୀଙ୍କୁ ବ୍ୟାଟରେ ପିଟିଥିବା ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟଙ୍କୁ ଗିରଫ କରିଛି ପୋଲିସ । ଆକାଶଙ୍କ ବିରୋଧରେ ସରକାରୀ କର୍ମଚାରୀଙ୍କୁ ମାଡ…

ଟ୍ରିଟମେଂଟ ବଦଳରେ ଟିକଟକ! ଡାକ୍ତରଖାନାରେ ଚିକିତ୍ସାଧୀନ ଶିଶୁକୁ ଧରି ଭିଡିଓ କଲେ ନର୍ସ, କାରଣ ଦର୍ଶାଅ ନୋଟିସ ଜାରି…

କନକ ବ୍ୟୁରୋ: ଟ୍ରିଟମେଂଟ ବେଳେ ଟିକଟକ କରିବା ନେଇ ଭିଡିଓ ଭାଇରାଲ ପରେ ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସିଡିଏମଓ । ସାରା ଦେଶରେ ଏବେ ଟିକଟକକୁ ନେଇ ଯୁବପିଢୀଙ୍କ କ୍ରେଜ ଲାଗିରହିଥିବା ବେଳେ ମାଲକାନଗିରି ଜିଲ୍ଲାରୁ ଟିକଟକକୁ ନେଇ ଆସିଛି ଏକ ଅଭାବନୀୟ ଚିତ୍ର । ଜିଲ୍ଲା…

କେତେ ଜଣ ଚାଷୀଙ୍କ ଆକାଉଣ୍ଟକୁ ଆସିଲାଣି କାଳିଆ ଟଙ୍କା ? ବିଧାନସଭାରେ ମନ୍ତ୍ରୀ ଦେଲେ ଉତ୍ତର

କନକ ବ୍ୟୁରୋ : କେତେ ଜଣ ଚାଷୀଙ୍କୁ ମିଳିଲାଣି କାଳିଆ ଟଙ୍କା । ସରକାରଙ୍କ ଘୋଷଣା ଅନୁଯାୟୀ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଏହି ଯୋଜନାରେ ମିଳିଲାଣି କି କାଳିଆ ଟଙ୍କା? ଚାଷୀଙ୍କ ପାଇଁ କାଳିଆ ଯୋଜନାର ଘୋଷଣା କରି ବାହାବା ସାଉଁଟିଥିବା ସରକାର ବାସ୍ତବରେ କେତେ ଜଣ ଚାଷୀଙ୍କୁ କାଳିଆ ଟଙ୍କା ଦେଇଛନ୍ତି…