Daily Archives

June 23, 2019

ସରକାରଙ୍କ ସ୍କାନରରେ କୋଚିଂ ସେଣ୍ଟର: ଟପ୍ପର ଛାତ୍ରଛାତ୍ରୀଙ୍କ ଫଟୋ ଲଗାଇ ବ୍ୟବସାୟ କରୁଥିବା କୋଚିଂ ସେଣ୍ଟର ଉପରେ…

କନକ ବ୍ୟୁରୋ: ଉନ୍ନତମାନର ଶିକ୍ଷା ଯୋଗାଇ ଦେବାନାଁରେ ଶିକ୍ଷାର ବ୍ୟବସାୟକରଣ କରୁଥିବା ବେଆଇନ କୋଚିଂ ସେଂଟର ଉପରେ ଲାଗିବ ଲଗାମ । ଏନେଇ ଗୃହ ବିଭାଗ ନିକଟରେ ଅଭିଭାବକ ମହାସଂଘ ଲିଖିତ ଅଭିଯୋଗ କରିବା ପରେ ଗୃହ ବିଭାଗ, ବେଆଇନ କୋଚିଂ ସେଂଟରର ତାଲିକା ପ୍ରସ୍ତୁତ କରିବା ପାଇଁ ପୋଲିସ ଡିଜି ଏବଂ…

‘ଆଇ ଆମ ସରି’ ! ମୃତ୍ୟୁ ପୂର୍ବରୁ ମାଙ୍କ ନିକଟକୁ ନିକିତାଙ୍କ ଶେଷ ମେସେଜ?

କନକ ବ୍ୟୁରୋ : ସନ୍ଦେହଘେରରେ ଅଡଶପୁର ସ୍ୱଂୟଶାସିତ କଲେଜ ଛାତ୍ରୀ ମୃତ୍ୟୁ । ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ ନିକିତା ମୁଦୁଲିଙ୍କ ମୃତ୍ୟୁର ପାରିପାଶ୍ୱର୍ିକ ପରିସ୍ଥିତିକୁ ଦେଖି ତାଙ୍କ ମା କହିଛନ୍ତି, ଝିଅକୁ ହତ୍ୟା କରାଯାଇଛି । ଏନେଇ ସେ ଥାନାରେ ଅଭିଯୋଗ କରିବା ସହ ହତ୍ୟାକାଣ୍ଡର…

ଦିଗପହଣ୍ଡିରେ ଦିବାଲୋକରେ ମାତିଛନ୍ତି ବାଲି ମାଫିଆ । ବାଲିଘାଟରୁ ବେଆଇନ ଭାବେ ଚାଲାଣ ହେଉଛି ଶହ ଶହ ଟ୍ରାକ୍ଟର ବାଲି,…

କନକ ବ୍ୟୁରୋ : ଦିନଦିପହରେ ଟ୍ରାକ୍ଟରରେ ବୁହା ହୋଇ ବେଧଡକ ଚାଲିଛି ବାଲି ଲୁଟ୍ । ଡମ୍ପରରେ ବାଲି ଖୋଳା ହେଉଛି ଏବଂ ପରେ ସମସ୍ତଙ୍କ ସାମ୍ନାରେ ଟ୍ରାକ୍ଟରରେ ବୁହାହୋଇ ଯାଉଛି । ଖୁଲମଖୁଲା ଚାଲିଛି ବାଲି ଚୋରା ଚାଲାଣ । ପ୍ରଶାସନକୁ ଭୟ ନାହିଁ ବାଲି ମାଫିଆଙ୍କର । ଜଗତସିଂହପୁର, ବାଲେଶ୍ୱର ଓ…

୯ ବର୍ଷ ଧରି ଜୀବନକୁ ନର୍କ କରିଥିଲା ନିଶା । କେମିତି ନିଶା କବଳରୁ ବାହାରିଲେ, କନକ ନ୍ୟୁଜରେ ନିଜର ଦୁଃଖଦ ଅଭିଜ୍ଞତା…

କନକ ବ୍ୟୁରୋ: ଡ୍ରଗ୍ସ ଏମିତି ଏକ ନାଁ ଯାହା କି ଦେଶର ଲକ୍ଷ ଲକ୍ଷ ଯୁବକ-ଯୁବତୀଙ୍କୁ ଅବାଟରେ ନେଇଯାଇଛି । ଆଉ ଥରେ ଯିଏ ଏହାର ମଜା ପାଇଛି ଯାଇଛି, ସେ ନର୍କ ଯନ୍ତ୍ରଣା ଭଳି ତା ଜୀବନ ଅନ୍ଧାରମୟ ହୋଇଯାଇଛି । ଶିକ୍ଷିତ, ଉଚ୍ଚଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଯୁବକ-ଯୁବତୀ ଏବେ ଏହି ନିଶା କବଳରେ ।…

ମେ ୨୩ରୁ ଜୁନ୍ ୨୩ । ଗ୍ରୀଷ୍ମ ଯାଇଛି, ମୌସୁମୀ ଫେରିଛି, କେତେ ବଦଳିଛି ରାଜ୍ୟ ରାଜନୀତିର ରଙ୍ଗ?

କନକ ବ୍ୟୁରୋ : ମେ ୨୩ରୁ ଜୁନ୍ ୨୩ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଗୋଟିଏ ମାସ ବିତିଛି । ପ୍ରଚଣ୍ଡ ବହୁମତ ସହ କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ପୁଣିଥରେ ସରକାର ଗଢିଛନ୍ତି । ଏହି ଗୋଟିଏ ମାସ ମଧ୍ୟରେ ଅନେକ କିଛି ବଦଳିଛି । ଗ୍ରୀଷ୍ମ ଯାଇଛି, ମୌସୁମୀ ଫେରିଛି । ମୌସୁମୀର ଛିଟା…

ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀଙ୍କୁ ନେଇ ଥମୁନି ରାଜନୀତି: ଧର୍ମେନ୍ଦ୍ର କହିଲେ, ଭିତିରି ନୁହେଁ ହୋଇଛି ଖୋଲା ବୁଝାମଣା,…

କନକ ବ୍ୟୁରୋ: ଦୁଇ ଦିନ ପୂର୍ବରୁ ସମସ୍ତଙ୍କ ପାଇଁ ଅପରିଚିତ ଥିବା ଅଶ୍ୱିନୀ ବୈଷ୍ଣବ, ଏବେ ରାଜ୍ୟ ରାଜନୀତିର ସବୁଠୁ ଅଧିକ ଚର୍ଚ୍ଚିତ ବ୍ୟକ୍ତି । କାରଣ, ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯିବାକୁ ପ୍ରସ୍ତୁତ, ବିଜେପିର ଏହି ପ୍ରାର୍ଥୀ । ତେବେ ଅଶ୍ୱିନୀଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ…