Daily Archives

June 17, 2019

ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ସ୍ନାନ ବେଦୀରେ ୧୦୮ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧା ମୂରତି

କନକ ବ୍ୟୁରୋ:  ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉ ଭକ୍ତଙ୍କ ମେଳିରେ ସ୍ନାନ କରିଛନ୍ତି। ତେବେ ସ୍ନାନ କାର୍ଯ୍ୟ ଶେଷ ପରେ ତିନି ଠାକୁର ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କ ଏହି ଗଜ ବେଶ ଦେଖିବା ପାଇଁ ପୁରୀ ଶୀକ୍ଷେତ୍ରରେ ଭକ୍ତଙ୍କ ଭିଡ…

ପୂରା ହେଲା ମାନସିକ, ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତାଙ୍କ ଆଶିଷ ନେବେ ନବୀନ । ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିବେ ବିଜେଡି…

କନକ ବ୍ୟୁରୋ : ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତାଙ୍କ ନିକଟରେ ମାନସିକ କରିଥିଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡ଼ାରେ ବିଜେଡିର ବିଜୟ ପାଇଁ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ବଳଦେବଜୀଉଙ୍କ ନିକଟରେ ମାନସିକ କରିଥିଲେ ବିଜେଡି ସୁପ୍ରିମୋ । ଆଉ କେନ୍ଦ୍ରାପଡାରେ ବିଜେଡି ବିପୁଳ ବିଜୟ ହାସଲ…

ଆନ୍ଦୋଳନରେ ଡାକ୍ତର, ରୋଗୀ ସେବା ବ୍ୟାଘାତ। ଜରୁରୀକାଳୀନ ସେବାକୁ ଛାଡି ସବୁଠି ଦେଖିବାକୁ ମିଳୁଛି ଧର୍ମଘଟର ପ୍ରଭାବ

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ଆଜି ୨୪ ଘଂଟିଆ ଧର୍ମଘଟ ଡାକରା ଦେଇଛନ୍ତି ଡାକ୍ତର । ଇଣ୍ଡିଆନ ମେଡିକାଲ ଆସୋସିଏସନର ଡାକରାରେ ଧର୍ମଘଟ ବେଳେ ସମସ୍ତ ଅଣଜରୁରୀ ସେବା ବନ୍ଦ ରହିବା ସହ ସକାଳ ୬ଟାରୁ ଓପିଡି ବନ୍ଦ…

ମୋଦୀଙ୍କୁ ସଜ୍ଜା ଭୟ ! ଦଣ୍ଡରୁ ବଞ୍ଚିବା ପାଇଁ କୋର୍ଟ ସାମ୍ନାରେ ଏଭଳି ସର୍ତ୍ତ ରଖିଲେ ପିଏନବି ଘୋଟାଲାର ମୁଖ୍ୟ…

ପଂଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଘୋଟାଲାର ମୁଖ୍ୟ ଅଭିଯୁକ୍ତ ତଥା ମନି ଲଣ୍ଡ୍ରିଂ ମାମଲାରେ ପଳାତକ ଘୋଷିତ ହୋଇଥିବା ହୀରା ବ୍ୟବସାୟୀ ନିରବ ମୋଦୀ ଦଣ୍ଡରୁ ବଂଚିବା ପାଇଁ ଏବେ କୋର୍ଟ ନିକଟରେ ରଖିଛନ୍ତି ନୂଆ ସର୍ତ୍ତ । ନିରବ ମୋଦୀଙ୍କ ତରଫରୁ ମାମଲା ଲଢୁଥିବା ତାଙ୍କର ଓକିଲ କୋର୍ଟକୁ…

୨୦ରୁ ୨୨ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ: ଦିନେ ଦୁଇ ଦିନ ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ…

କନକ ବ୍ୟୁରୋ: ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ଓଡ଼ିଶାକୁ ଛୁଇଁବ ମୌସୁମୀ । ଏନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଫଳରେ ୨୦ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳରେ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ତେବେ ୧୭ରୁ ୧୮ ତାରିଖ…

ଚାଷୀଙ୍କୁ ମୋଦିଙ୍କ ବଡ ଉପହାର ! କୃଷକଙ୍କ ହିତ ପାଇଁ ଆସୁଛି ‘କ୍ୟାସବ୍ୟାକ୍ ସ୍କିମ୍’

କ୍ଷୁଦ୍ର ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ମୋଦି ସରକାର ‘କ୍ୟାସବ୍ୟାକ’୍ ଭଳି ଯୋଜନା ଖୁବ୍ ଶୀଘ୍ର କୃଷକମାନଙ୍କର ହୀତ ପାଇଁ ଆଣିପାରନ୍ତି । ଏଥିପାଇଁ ଗୋଟିଏ ମୋବାଇଲ ଆପ ମଧ୍ୟ ପ୍ରସ୍ତୁତ କରାଯାଉଛି । ଯେଉଁଥିରେ ସ୍ଥାନୀୟ ମଣ୍ଡିଗୁଡିକରେ ଦିଆଯାଉଥିବା ଫିସ ତଥା ଟ୍ୟାକ୍ସ ବଦଳରେ ଚାଷୀଙ୍କୁ…