Daily Archives

June 13, 2019

ସତର୍କ ରୁହ ୨୧ ଜିଲ୍ଲା ! ରାତି ୧୧ଟା ସୁଦ୍ଧା ଏହି ସବୁ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କ ସୂଚନା ଜାରିକଲା ପାଣିପାଗ…

କନକ ବ୍ୟୁରୋ: ରାତି ୧୧ଟା ସୁଦ୍ଧା ଭୁବନେଶ୍ୱର ସମେତ ରାଜ୍ୟର ୨୧ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାତି ୧୧ଟା ମଧ୍ୟରେ ରାଜ୍ୟର ୨୧ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି…

ମାଲାମାଲ ମାଷ୍ଟ୍ରାଣି । ଆୟ ୫ ଲକ୍ଷ ହେଲେ ସମ୍ପତି ୭୫ ଲକ୍ଷ, କେଉଁଠୁ ଆସିଲା ଏତେ ଟଙ୍କା? 

କନକ ବ୍ୟୁରୋ: ଗାୟତ୍ରୀ ସେଠୀ ଚାକିରି ଶିକ୍ଷକତା । ହେଲେ ଗାୟତ୍ରୀଙ୍କ ସମ୍ପତି ବିଷୟରେ ଜାଣିଲେ ଆପଣ ତାଜୁବ ହୋଇଯିବେ । ୬ବର୍ଷର ସହକାରୀ ଶିକ୍ଷୟତ୍ରୀର ଚାକିରିରେ କମେଇଛନ୍ତି ୭୫ଲକ୍ଷ ଟଙ୍କା । ଏତେ ଟଙ୍କା କୁଆଡୁ ଆସିଲା, ଏତେ ସମ୍ପତି କେମିତି ହେଲା ଏବେ ସେନେଇ ଭିଜଲାନ୍ସ ଖୋଳତାଡ ଆରମ୍ଭ…

ମହାକାଶରେ ଭାରତ କରିବ ନିଜସ୍ୱ ସ୍ପେଶ ଷ୍ଟେସନ । ୨୦୨୨ ସୁଦ୍ଧା ମହାକାଶକୁ ଯିବ ‘ଗଗନୟାନ’ ।

କନକ ବ୍ୟୁରୋ: ମହାକାଶରେ ଭାରତର ବଡ଼ ଯୋଜନା । ନିଜର ସ୍ପେସ୍ ଷ୍ଟେସନ୍ କରିବ ଭାରତ । ଅର୍ଥାତ୍ ଅନ୍ତରୀକ୍ଷରେ ଆସ୍ଥାନ ଜମାଇବ ଭାରତ । ଚନ୍ଦ୍ରାୟନ-୨ ମିସନରେ ତାରିଖ ଧାର୍ଯ୍ୟ କରିବା ପରେ ଏହି ମହତାକାଂକ୍ଷୀ ଯୋଜନାର ସ୍ୱପ୍ନ ଦେଖାଇଛନ୍ତି ଇସ୍ରୋର ମୁଖ୍ୟ କେ. ଶିବନ । ୨୦୩୦ ମହିହାରେ ଏହି ମିଶନ୍…

ଅରୁଣାଚଳ ପ୍ରଦେଶରୁ ଆସିଲା ଅଘଟଣର ଖବର! ନିଖୋଜ ଏଏନ୍-୩୨ ବିମାନରେ ଥିବା ସମସ୍ତ ୧୩ ଜଣ ମୃତ, ଓଡ଼ିଆ ପାଇଲଟ ସୁନୀତଙ୍କ…

କନକ ବ୍ୟୁରୋ : ବାୟୁସେନାର ପରିବହନ ବିମାନ ଏଏନ୍-୩୨ ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଏଥିରେ ଥିବା ସମସ୍ତ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର ୧୧ ଦିନ ପରେ, ବାୟୁସେନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନରେ ୬ ଜଣ କ୍ରିଉ…

ଅଭିମାନ କଲେ, ଅନୁପସ୍ଥିତ ରହିଲେ: ମନ୍ତ୍ରୀପଦ ମିଳିଲାନି ବୋଲି ମନମାରିି ବସିଲେ ଜୁଏଲ

କନକ ବ୍ୟୁରୋ: ଅଭିମାନ କଲେ ଜୁଏଲ ଓରାମ । ମନ୍ତ୍ରୀପଦ ମିଳିଲାନି ବୋଲି ମନମାରି ମୋଦିଙ୍କ ଶପଥ ଉତ୍ସବକୁ ଗଲେନି ଜୁଏଲ ଓରାମ । ମନ୍ତ୍ରୀପଦ ନମିଳିବାରୁ ଶପଥ ଉତ୍ସବରେ ସାମିଲ ହୋଇନଥିବା କଥା ଆଜି କହୁ କହୁ କହି ଦେଇଛନ୍ତି ଜୁଏଲ । ଏକ ସଭାରେ ଭାଷଣ ଦେବା ବେଳେ ନିଜ ମନର କଥା କହିଛନ୍ତି ଜୁଏଲ ।…

ବର୍ଷା ପାଇଁ ବାତିଲ ହେଲା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ । ପଏଣ୍ଟ ଭାଗ କରିନେଲେ ଉଭୟ ଟିମ୍

କନକ ବ୍ୟୁରୋ : ବର୍ଷା ପାଇଁ ବାତିଲ ହେଲା ବିଶ୍ୱକପ ମ୍ୟାଚ୍ । ବର୍ଷା ପାଇଁ ଭାରତ-ନ୍ୟୁଜିଲାଣ୍ଡରେ ହେବାକୁ ଥିବା ମ୍ୟାଚକୁ ବାତିଲ କରିଦିଆଯାଇଛି । ମ୍ୟାଚ୍ ବାତିଲ ହେବା ଫଳରେ ଉଭୟ ଟିମ ୧ ପଏଣ୍ଟ ଲେଖାଏଁ ବାଣ୍ଟି ନେଇଛନ୍ତି । ଆଉ ଏହାସହ ନ୍ୟୁଜିଲାଣ୍ଡ ଟେବୁଲର ଶୀର୍ଷରେ ରହିଥିବା ବେଳେ ଭାରତ…