Daily Archives

June 12, 2019

ଅନନ୍ତନାଗରେ ଆତଙ୍କୀ ଆକ୍ରମଣ । ସିଆରପିଏଫର ୫ ଯବାନ ସହିଦ, ଦୁଇ ଆତଙ୍କୀ ନିପାତ ।

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରର ଅନ୍ତନାଗ କେପି ରୋଡ଼ରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି । ଫଳରେ ସିଆରପିଏଫର ୫ଜଣ ଯବାନ ଶହୀଦ ହୋଇଥିବା ବେଳେ ଆହତଙ୍କ ବାବଦରେ ସଠିକ୍ ସୂଚନା ହସ୍ତଗତ ହୋଇନାହିଁ । ସେପଟେ ଯବନାଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ମିଳିଥିବା…

ବିଶ୍ୱକପ୍ ୨୦୧୯: ୱାର୍ଣ୍ଣରଙ୍କ ଧୂଆଁଧାର ଶତକ, ପାକିସ୍ତାନ ସାମ୍ନାରେ ୩୦୮ ରନ୍ ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ ।

କନକ ବ୍ୟୁରୋ: କ୍ରିକେଟ୍ ବିଶ୍ୱକପ ୨୦୧୯ । ପାକିସ୍ତାନକୁ ୩୦୮ ରନ୍ ବିଜୟ ଲକ୍ଷ୍ୟ ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ । ଲଣ୍ଡନର ଟଣ୍ଟନର ଦ କୋପର ଆସୋସିଏଟସ୍ କାଉଣ୍ଟି ଗ୍ରାଉଣ୍ଡରେ ପାକିସ୍ତାନ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା । ଓପନର ଡାଭିଡ଼…

ଭରସା ପାଇଲାନି ପାକ୍ ଆକାଶକୁ: ରୁଟ୍ ବଦଳେଇ ଅନ୍ୟ ବାଟରେ ଯିବେ ମୋଦି

କନକ ବ୍ୟୁରୋ: ପାକିସ୍ତାନ ଆକାଶରେ ଉଡି଼ବେନି ମୋଦି । ପାକ୍ ଆକାଶ ଦେଇ କିର୍ଗିଜସ୍ତାନ ଯିବେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାକିସ୍ତାନ ଆକାଶରେ ଉଡି଼ ମୋଦି କିର୍ଗିଜସ୍ତାନକୁ ଯିବାକୁ କାର୍ଯ୍ୟକ୍ରମ ଥିବା ବେଳେ ଶେଷ ମୁହୂର୍ତ୍ତରେ ଏହି ଯୋଜନାକୁ ବଦଳାଯାଇଛି । ତେବେ ମୋଦି ପାକ୍…

ଦଫ୍ତରକୁ ପ୍ରବେଶ କଲେ, ଦୃଢ଼ ପ୍ରତିଜ୍ଞା ନେଲେ । ୨ ବର୍ଷରେ ଦୂର ହୋଇଯିବ ଡାକ୍ତର ସମସ୍ୟା ।

କନକ ବ୍ୟୁରୋ: ନୂଆ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଫୋକସରେ ସ୍ୱାସ୍ଥ୍ୟସେବା । ରାଜ୍ୟରେ ଆବଶ୍ୟକ ତୁଳନାରେ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦେବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରତିଜ୍ଞା । ସଚିବାଳୟରେ ନିଜ ବିଭାଗୀୟ ଦଫ୍ତରକୁ ପ୍ରବେଶ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି, ଆସନ୍ତା ଦୁଇ…

ଆତଙ୍କବାଦୀଙ୍କୁ ନେଇ ଜମ୍ମୁ-କାଶ୍ମୀର ରାଜ୍ୟପାଳଙ୍କ ଅଫର! କହିଲେ, ଅସ୍ତ୍ରଶସ୍ତ୍ର ଛାଡ, ମୋ ସାଙ୍ଗରେ ମଧ୍ୟାହ୍ନ ଭୋଜନ…

ଅସ୍ତ୍ରଶସ୍ତ୍ର ଛାଡନ୍ତୁ, ମୋ ସାଙ୍ଗରେ ମଧ୍ୟାହ୍ନ ଭୋଜନ କରନ୍ତୁ । ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କ ଏଭଳି ଆହ୍ୱାନକୁ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ରାଜ୍ୟପାଳ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଛାଡି ତାଙ୍କ ସହ ମଧ୍ୟାହ୍ନ ଭୋଜନ କରିବାକୁ ଅପିଲ୍ କରିଛନ୍ତି ।…

ବିଜେପି ସଂସଦୀୟ କମିଟିରେ ୩ ଓଡ଼ିଆ । ସୁରେଶ ପୂଜାରୀ ହେଲେ ଲୋକସଭାରେ ବିଜେପି ସଚେତକ ।

କନକ ବ୍ୟୁରୋ: ସୁରେଶ ପୂଜାରୀଙ୍କୁ ନୂଆ ଦାୟିତ୍ୱ । ବରଗଡ ବିଜେପି ସାଂସଦ ସୁରେଶ ପୁଜାରୀ ଲୋକସଭାରେ ବିଜେପି ସଚେତକ ଭାବେ ନିଯୁକ୍ତ ହୋଇଛନ୍ତି । ବିଜେପି ସଂସଦୀୟ କାର୍ଯ୍ୟ ନିର୍ବାହୀ ବୈଠକରେ ଏନେଇ ନିଷ୍ପତି ହୋଇଛି । ତେବେ ସୁରେଶ ଓଡ଼ିଶା ସହ ତିନୋଟି ରାଜ୍ୟ ମଣିପୁର ଏବଂ ତେଲେଙ୍ଗାନା ଭଳି…