ଡହଡହ ଖରାରେ ଭାଜି ହେଉଛି ଓଡ଼ିଶା । ୧୫ ସହରରେ ପାରଦ ଟପିଲା ୪୦ ଡିଗ୍ରୀ, ସବୁଠୁ ଉତ୍ତପ୍ତ ସହର ସମ୍ବଲପୁର ।
କନକ ବ୍ୟୁରୋ: ଗତ ୯ ତାରିଖରୁ କେରଳକୁ ମୌସୁମୀ ଛୁଇଁବା ପରେ ମଧ୍ୟ ଓଡ଼ିଶାରକୁ ଆସିବାରେ ବିଳମ୍ବ କରୁଛି ମୌସୁମୀ । ଆଉ ଏହାରି ପ୍ରଭାବରେ ଗତ କିଛି ଦିନ ହେବ ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୧୫ଟି ସହରର ପାରଦ ୪୦ ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର…