ମୌସୁମୀ ଆସିବାରେ ବିଳମ୍ବ, ସିଝୁଛି ସାରା ଓଡ଼ିଶା । ୯ ସହରର ପାରଦ ଟପିଲା ୪୦ଡିଗ୍ରୀ, ସବୁଠୁ ଉତ୍ତପ୍ତ ସହର ସମ୍ବଲପୁର ।
କନକ ବ୍ୟୁରୋ: ଗତାକାଲିଠାରୁ କେରଳକୁ ମୌସୁମୀ ଛୁଇଁବା ପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିବା ସତ୍ୱେ ମଧ୍ୟ ଆଜି ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୯ଟି ସହରର ପାରଦ ୪୦ ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ସମ୍ବଲପୁରରେ ପାରଦ ୪୩. ୬…