Daily Archives

June 8, 2019

ପାକିସ୍ତାନକୁ ଆମେରିକାର ନାଲି ଆଖି । କହିଲା, ଆତଙ୍କବାଦୀ ଗତିବିଧି ଉପରେ ରୋକ୍ ଲଗାଇବା ସହ ଭାରତ ସହ ସମ୍ପର୍କ…

କନକ ବ୍ୟୁରୋ : ପାକିସ୍ତାନକୁ ଆମେରିକାର ନାଲି ଆଖି । ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ବଜାୟ ରଖିବା ପାକିସ୍ତାନର ଦାୟିତ୍ୱ ବୋଲି କହିଛି ହ୍ୱାଇଟ ହାଉସ । ଆତଙ୍କବାଦୀ ସଂଗଠନ ଗୁଡିକ ଉପରେ ରୋକ ଲଗାଇବା ସହ ଦକ୍ଷିଣ ଏସିଆ ରାଷ୍ଟ୍ର ଗୁଡିକ ସହ ଶାନ୍ତି ବଜାୟ ରଖିବା ପାକିସ୍ତାନର ଦାୟିତ୍ୱ…

ବିରାଟ ରୋଡ ସୋ’ରୁ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍ । କହିଲେ, ଦେଶ ବିଭାଜନ ପାଇଁ ଘୃଣାର ବିଷ ପ୍ରୟୋଗ କରୁଛନ୍ତି ମୋଦି,…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଫଳାଫଳ ଆସିବା ପରେ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ମୋଦି ଦେଶକୁ ବିଭାଜନ କରିବା ପାଇଁ ଘୃଣାର ବିଷ ପ୍ରୟୋଗ କରୁଥିବା କହିଛନ୍ତି କେରଳ ୱାୟନାଡ ଗସ୍ତରେ ଥିବା ରାହୁଲ ଗାନ୍ଧୀ । ନିର୍ବାଚନ ଶେଷ ହେବା ଓ ଫଳାଫଳ ଆସିବା ପରେ…

ସମ୍ବର୍ଦ୍ଧନା ସଭାରେ ମିଶନ ୧୨୦କୁ ସଫଳ କରିବାର ମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ । କହିଲେ, ଟାର୍ଗେଟ ପୂରଣ ନ ହେବା ଯାଏଁ…

କନକ ବ୍ୟୁରୋ : ୨୦୧୯ରେ ହେଲାନାହିଁ,୨୦୨୪ରେ ପୂରଣ ହେବ ବିଜେପିର ମିଶନ ୧୨୦ । ୨୦୧୯ ନିର୍ବାଚନରେ ବିଜେପିର ମିଶନ ୧୨୦ ସ୍ୱପ୍ନ ଭାଙ୍ଗି ଯାଇଥିଲେ ମଧ୍ୟ ଏହାକୁ ପୁଣିଥରେ ତାଜା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପିର ସମ୍ବର୍ଦ୍ଧନା ସଭାରେ ପୁଣିଥରେ କର୍ମୀଙ୍କ କାନରେ…

ମୋଦିଙ୍କୁ ମାଳଦ୍ୱୀପର ସର୍ବୋଚ୍ଚ ନାଗରିକ ସମ୍ମାନ । ‘ନିଶାନ ଇଜୁଦ୍ଦିନ’ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି ।…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଳଦ୍ୱୀପର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି । ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋହଲି ସେହି ଦେଶର ସର୍ବୋଚ୍ଚ ସମ୍ମାନ ‘ନିଶାନ ଇଜୁଦ୍ଦିନ’ ସମ୍ମାନ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହେବା ପରେ…

ଆଠ ଦିନ ବିଳମ୍ବ ପରେ ଆଜି କେରଳ ଛୁଇଁଲା ମୌସୁମୀ । ସପ୍ତାହକ ପରେ ଓଡ଼ିଶା ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।

କନକ ବ୍ୟୁରୋ : ଆଜି କେରଳ ଛୁଇଁଛି ମୌସୁମୀ ବାୟୁ । ତେବେ ଭାରତରେ ପ୍ରବେଶ କରିବାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏଥର ୭ ଦିନ ବିଳମ୍ବ କରିଛି । ମୌସୁମୀ କେରଳ ଛୁଇଁବା ପରେ ଏହାର ପ୍ରଭାବରେ କେରଳ ସମେତ, କର୍ଣ୍ଣାଟକ, ତାମିଲନାଡୁ ଓ ଲାକ୍ଷାଦ୍ୱୀପରେ ବର୍ଷା ହେଉଛି । ସେପଟେ ମୌସୁମୀ ବାୟୁ…