Daily Archives

June 7, 2019

ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନିର୍ଦ୍ଦେଶ: କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ ଘଟଣାର ହେବ ତଦନ୍ତ

କନକ ବ୍ୟୁରୋ: କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ ଘଟଣାର ହେବ ତଦନ୍ତ । ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକ, ଜେଇଙ୍କୁ ଉଠବସ କରାଉଥିବାର ଭିଡିଓ ଭାଇରାଲ ହେବା ପରେ ସାରା ରାଜ୍ୟରେ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେପଟେ ଜେଇ…

ଆୟୁଷ୍ମାନ ଭବ: ମୋଦି-ନବୀନ ମନ ମିଶିବ !

କନକ ବ୍ୟୁରୋ: ୧୯ ଯୁଦ୍ଧରେ ବାଜିମାତ କରି କିଏ ରାଜ୍ୟ ତ କିଏ କେନ୍ଦ୍ରର ଶାସନ ଡ଼ୋରୀ ହାତକୁ ନେଇଛନ୍ତି । ହେଲେ ନୂଆ ସରକାରକୁ ସପ୍ତାହେ ନପୂରୁଣୁ ଏବେ ଗୋଟିଏ ପ୍ରସଙ୍ଗ ପ୍ରତ୍ୟେକ ଚା’ ଖଟିକୁ ଗରମ କରିବାରେ ଲାଗୁଛି । ଆଉ ସେ ପ୍ରସଙ୍ଗଟି ହେଉଛି କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ଯୋଜନା ।…

ଧୋନୀଙ୍କ ଗ୍ଲୋଭସରେ ସେନା ସଙ୍କେତ ବିବାଦ: ମାହିଙ୍କ ସମର୍ଥନରେ ବାହାରିଲା ବିସିସିଆଇ, କହିଲା ଏହା ନୁହେଁ କୌଣସି ଧର୍ମୀୟ…

କନକ ବ୍ୟୁରୋ: ଧୋନିଙ୍କ ଗ୍ଲୋଭସରୁ  ସେନାର ସ୍ୱତନ୍ତ୍ର ବଳିଦାନ ଲୋଗୋ ହଟାଇବାକୁ ଆଇସିସି ବିସିସିଆଇକୁ ନିର୍ଦ୍ଦେଶ ଦେବା ଧୋନୀଙ୍କ ସମର୍ଥନରେ ବାହାରିଛି ବିସିସିଆଇ ।  ଆଇସିସିକୁ ଚିଠି ଲେଖିଛି ବିସିସିଆଇ । ଏହା ସହ ବିସିସିଆଇ ସିଓଏ ବିନୋଦ ରାୟ କହିଛନ୍ତି  ଆମେ ଆମ ଖେଳାଳୀଙ୍କ ସହ ଅଛୁ ।…

ୱିପ୍ରୋରେ ଶେଷ ହେବ ଅଜୀମ ପ୍ରେମଜୀଙ୍କ ଯୁଗ: ପୁଅ ରିଶଦ ପ୍ରେମଜୀ ହେବେ ୧.୭୬ ଲକ୍ଷ କୋଟିର ଉତ୍ତରାଧିକାରୀ

କନକ ବ୍ୟୁରୋ: ଚର୍ଚ୍ଚାରେ ୱିପ୍ରୋ ମାଲିକ ଅଜୀମ ପ୍ରେମଜୀ । ଅଜୀମ ପ୍ରେମଜୀ  ତାଙ୍କ ରିଟାୟରମେଂଟ ନେଇ ଘୋଷଣା କରିସାରିଛନ୍ତି । ୱିପ୍ରୋ ଏକ୍ସିକ୍ୟୁଟିଭି ଚେୟାରମ୍ୟାନ ଓ  ପ୍ରବନ୍ଧ ନିର୍ଦ୍ଦେଶକ ପଦବୀରୁ  ୩୦ ଜୁଲାଇ ୨୦୧୯ରେ ସେ ଅବସରନେବାକୁ ଯାଉଛନ୍ତି । ତେବେ ଅଜୀମ ପ୍ରେମଜୀଙ୍କ ରିଟାୟରମେଂଟ…

ୟୁପିଏ ଅଧ୍ୟକ୍ଷାଙ୍କୁ ଭେଟିଲେ ଏନଡିଏର ୩ମନ୍ତ୍ରୀ : ସଂସଦ ଅଧିବେଶନ ସୂଚାରୁ ରୂପେ ପରିଚାଳନ କରିବାକୁ ଲୋଡିଲେ ସହଯୋଗ

କନକ ବ୍ୟୁରୋ: ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଲେ ଏନଡିଏର ୩ ମନ୍ତ୍ରୀ । ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ,ସଂସଦୀୟ କାର୍ଯ୍ୟରାଜ୍ୟମନ୍ତ୍ରୀ ଅର୍ଜୁନ ମେଘୱାଲ,ଓ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ସଂସଦ ଅଧିବେଶନ ପୂର୍ବରୁ ନରେନ୍ଦ୍ର…

ବିଜେଡିକୁ ବାହୁଡ଼ିବେ କି ଦାମ ? ପୁଅ କହିଲେ, ପଦ୍ମ ଶିବିରରେ ଖୁସି ନାହାନ୍ତି ବାପା, ସୁପ୍ରିମୋ ଚାହିଁଲେ ହେବ ଘରବାହୁଡ଼ା…

କନକ ବ୍ୟୁରୋ: ବିଜେଡିକୁ ଫେରିବେ କି ବରିଷ୍ଠ ନେତା ଦାମ ରାଉତ? ଏଭଳି ପ୍ରଶ୍ନ ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି କାରଣ ବାପା ଦାମ ରାଉତଙ୍କ ରାଜନୈତିକ ଭବିଷ୍ୟତ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁଅ ତଥା ବିଜେଡି ବିଧାୟକ ସମ୍ବିତ ରାଉତରାୟ । ସମ୍ବିତ୍ କହିଛନ୍ତି କି, ମୁଁ ଅନୁଭବ କରୁଛି ସେ…